Dec 15, 2023, 12:31 IST

ଚଳନ୍ତା ଟ୍ରେନ ଭିତରେ ଯୁବତୀଙ୍କ ସହ ଏମିତି ନାଚ ନେଇଗଲା ଚାକିରୀ ଦେଖନ୍ତୁ ସସ୍ପେଣ୍ଟ ହେଲେ ପୋଲିସ ବାବୁ

Special Report

ନମସ୍କାର ପାଠକ ବନ୍ଧୁ। ରିଲ୍ସ କରୁ କରୁ ଫସି ଗଲେ ପୋଲିସ ବାବୁ।ଆଜିର ଯୁବ ପିଢ଼ି ମାନେ ଟିକେ ପ୍ରସିଦ୍ଧ ଅର୍ଜନ କରିବା ପାଇଁ ଯେଉଁଠି ଯେପରି ଥିଲେ ମଧ୍ୟ ନାଚି ଗାଈ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ଼ କରୁଛନ୍ତି।
Special Report
ନିଜ ଜୀବନ କୁ ଖାତିର ନ କରି ସେମାନେ ଏଭଳି କିଛି କାମ କରୁଛନ୍ତି ଯାହାକୁ ଅନ୍ୟ ମାନେ ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି।ଆମେ ଆଜି ସେଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଜଣେ ପୋଲିସ କର୍ମଚାରୀ ଟ୍ରେନ ଭିତରେ ଯୁବତୀ ଙ୍କ ସହିତ ନାଚି ଭିଡିଓ କରିଥିଲେ।
ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହୋଇ ଥିଲା।ଏହା ପରେ ପୋଲିସ କର୍ମ ଚାରି ନିଜ ଚାକିରି ହରାଇ ଥିଲେ।ତାଙ୍କୁ ତାଙ୍କ ଚାକିରି ରୁ ସସ୍ପେଣ୍ଡ କରା ଯାଇଥିଲା।ଏଭଳି ଘଟଣା ଦେଖିବାକୁ ମିଳିଛି ଡିସେମ୍ବର ୬ ତାରିଖ ଦିନ ରାତି ୧୦ ଘଟିକା ସମୟ ରେ।
Special Report
ସୂଚନା ଅନୁସାରେ ଜଣେ ଯୁବତୀ ଟ୍ରେନ ରେ ଯାତ୍ରା କରୁଥିଲେ।ଏହି ସମୟ ରେ ସେ ଟ୍ରେନ ଭିତରେ ଗୋଟିଏ ରିଲ୍ସ କରିବା ପାଇଁ ନାଚି ଥିଲେ।ପ୍ରଥମେ ସେ ସେଠାରେ ଥିବା ପୋଲିସ ଙ୍କ ଦେହ ରେ ପିଟି ହୋଇ ଯାଇଥିଲେ।
ଏହା ପରେ ପୋଲିସ ତାଙ୍କୁ ଏଭଳି ନାଚିବାକୁ ମନା କରିଥିଲେ।କିନ୍ତୁ ପରେ ସେହି ପୋଲିସ ଜଣକ ତାଙ୍କ ସାଙ୍ଗ ରେ ନାଚି ଥିଲେ।ସେହି ପୋଲିସ ଜଣକ ର ନାମ ହେଉଚି ଏସ ଏଫ ଗୁପ୍ତା।
Special Report
ଯିଏ କି ଟ୍ରେନ ଭିତରେ ମହିଳା ଙ୍କ ସହିତ ନାଚି ଥିଲେ।ଏହାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରା ଯାଇଥିଲା।ଏହି ଭିଡିଓ ଟି ଖୁବ୍ ଭାଇରାଲ୍ ହୋଇ ଥିଲା।ସମସ୍ତେ ଏହି ଭିଡିଓ କୁ ପସନ୍ଦ କରୁଥିଲେ।
ହେଲେ ଏହି ଭିଡିଓ ଭାଇରାଲ୍ ହେବା ପରେ ଏସ ଏଫ୍ ଗୁପ୍ତା ଙ୍କ ଚାକିରି ରେ ବିପଦ ସୃଷ୍ଟି ହୋଇଛି।ତାଙ୍କୁ ତାଙ୍କ କାର୍ଯ୍ୟ ରୁ ସସ୍ପେଣ୍ଡ କରା ଯାଇଛି।ଆଗକୁ ଯେପରି ସେମିତି କିଛି ନ କରନ୍ତି ସେଥିପାଇଁ ଚେତାବନୀ ଦିଆ ଯାଇଛି।

Advertisement