Updated: Dec 5, 2023, 23:04 IST

ଚଳନ୍ତା ଟ୍ରେନ ରେ ଏମିତି କଣ କଲେ ଯେ ସମସ୍ତଙ୍କ ସାମ୍ନାରେ ହେଲା ବାହାଘର ଦେଖନ୍ତୁ ସାମ୍ନାକୁ ଆସିଲା VIRAl VIDEO

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆର ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି ।
Special Report
ଏହିକ୍ରମରେ ଦିଲ୍ଲୀର ଏକ ପ୍ରେମୀଯୁଗଳ ଚଳନ୍ତା ଟ୍ରେନ୍ ଭିତରେ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି,ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏହି ପ୍ରେମୀଯୁଗଳ ଟ୍ରେନରେ ଯାତ୍ରା କରୁଛନ୍ତି। 
ହଠାତ୍ ପ୍ରେମିକ ଜଣଙ୍କ ଯାତ୍ରୀଙ୍କ ସମ୍ମୁଖରେ ତାଙ୍କ ପ୍ରେମିକାଙ୍କ ମଥାରେ ସିନ୍ଦୂର ଲଗାଉଛନ୍ତିି। ପରେ ଉଭୟ ଉଭୟଙ୍କୁ ବରଣମାଳା ପିନ୍ଧାଉଛନ୍ତି। ପ୍ରେମିକା ଜଣକ ପ୍ରେମିକର ପାଦ ଛୁଇଁ ପ୍ରଣାମ ମଧ୍ୟ କରୁଛନ୍ତି।
Special Report
ବନ୍ଧୁଗଣ ସୂଚନା ଅନୁଯାୟୀ ଘର ଲୋକଙ୍କୁ ଲୁଚି ଲୁଚି ପ୍ରେମ କରୁଥିଲେ ଯୁବକ ଯୁବତୀ। ଆଉ ଉଭୟ ଭାବିଥିଲେ ତାଙ୍କର ଚୋରା ପ୍ରେମ ବିଷୟରେ କେହି ଜାଣି ପାରିବେ ନାହିଁ ବୋଲି। ହେଲେ ଧାନ ବିଲରେ ପ୍ରେମ କରିବା ସମୟରେ ଉଭୟଙ୍କୁ ଧରି ନେଲେ ଗାଁ ଲୋକେ। 
ଯାହାକୁ ନେଇ ସାରା ଗାଁ ରେ ଯୁବତୀ ଜଣକ ବଦନାମ ହୋଇଥିଲେ। ଆଉ ଘରଲୋକ ଝିଅକୁ ଅନ୍ୟ କେଉଁଠି ବିବାହ କରିବା ପାଇଁ ଟ୍ରେନରେ ଯାଉଥିଲେ। ଏହାପରେ ଯୁବକ ଜଣକ ଖବର ପାଇ ଯୁବତୀ ଯାଉଥିବା ଟ୍ରେନ ରେ ଚଢ଼ି ଯାଇଥିଲେ।
Special Report
ଆଉ ଯୁବକଙ୍କୁ ଦେଖି ଯୁବତୀଙ୍କ ଘର ଲୋକ ଡରି ଯାଇଥିଲେ। ଏହାପରେ ସେହିଠାରେ ଲୋକମାନେ ଜମା ହୋଇଯାଇଥିଲେ। ଏହାପରେ ସେହି ଚଳନ୍ତା ଟ୍ରେନ ରେ ଦୁହିଁଙ୍କର ବିବାହ କରିବା ପାଇଁ ଜିଦ୍ ଧରିଥିଲେ। 
ଶେଷରେ ଚଳନ୍ତା ଟ୍ରେନ ଭିତରେ ପ୍ରେମିକ ନିଜ ପ୍ରେମିକା ମଥାରେ ସିନ୍ଦୂର ଦେବା ସହ ବେକରେ ମଙ୍ଗଳସୂତ୍ର ପିନ୍ଧେଇ ଲୋକଙ୍କ ଆଗରେ ବାହାହୋଇଥିଲେ। ଆଉ ଯୁବତୀ ଜଣକ ମଧ୍ୟ ନିଜ ସ୍ୱାମୀର ପାଦ ଛୁଇଁ ପ୍ରଣାମ କରିଥିଲା।
ତେବେ ବନ୍ଧୁଗଣ ସେଠାରେ ଥିବା ଲୋକ ମାନେ ସେହିସବୁ ର ଦୃଶ୍ୟ କଏଦ କରିଥିବା ବେଳେ ଏହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

Advertisement