Oct 12, 2023, 12:01 IST

ଆଗରୁ ପାଣ୍ଡିଆନ ଙ୍କ ବିରୁଦ୍ଧ ରେ କହି ହରେଇଥିଲେ ଚାକିରି ହେଲେ ଲୋକ ଙ୍କ ତୀବ୍ର ବିରୋଧ ପରେ ପୁଣି ମିଳିଲା ଚାକିରି

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ବଡ଼ ଖବର ସାମ୍ନା କୁ ଆସିଛି। ନିଜ ଚାକିରୀ କୁ ପୁନର୍ବାର ଫେରି ପାଇଛନ୍ତି ଭାରତୀ ସିଂହ। ସେ ବ୍ୟାଙ୍କ୍ ମିତ୍ର ଭାବରେ କାର୍ଯ୍ୟ କରୁଥିଲେ।
Special report
ହେଲେ ତାଙ୍କୁ କୌଣସି ନୋଟିସ ଦିଆ ନଯାଇ ଚାକିରୀ ରୁ ବାହାର କରାଯାଇ ଥିଲା। ଏହା ପଛରେ ଥିବା କୌଣସି କାରଣ ମଧ୍ୟ କୁହା ଯାଇ ନଥିଲା। ସେଥିପାଇଁ ଭାରତୀ ଖୁବ ଚିନ୍ତା ରେ ଥିଲେ ଆଉ ଖୁବ୍ ଦୁଃଖୀ ମଧ୍ୟ ଥିଲେ।
ହେଲେ ଏବେ ତାଙ୍କୁ DPM ଯଏନିଂ ଲେଟର ପ୍ରଦାନ କରିଛନ୍ତି। ତାଙ୍କୁ ଯେବେ ବହିଷ୍କାର କରାଯାଇ ଥିଲା ସେତେବେଳେ ସେମାନେ ତାଙ୍କର ୟୁନୀୟନ୍ ସହ ମିଶି DPM ଙ୍କୁ ଏକ ଲିଖିତ ଭାବରେ ଅଭିଯୋଗ ଜଣାଇ ଥିଲେ।
ଆଉ ତାହା ସମାଧାନ ମଧ୍ଯ ହୋଇ ଯାଇଛି ବୋଲି ଆଜି ତାଙ୍କୁ ସେଥିପାଇଁ ଯଏନିଂ ଲେଟର ମିଳି ଯାଇଛି। ତାଙ୍କ ନାମରେ ଯେଉଁ ସବୁ ମିଥ୍ୟା ଅଭିଯୋଗ ଲାଗିଥିଲା ତାହା ଏବେ ମିଥ୍ୟା ବୋଲି ପ୍ରମାଣିତ ହୋଇ ଯାଇଛି।
Special report
ସେମାନେ ମଧ୍ୟ କହିଥିଲେ କି ଯାହାବି ହୋଇଥିଲା ସବୁ କିଛି ଭୁଲ୍ ବଶତ ହିଁ ହୋଇଥିଲା। ସେଥିପାଇଁ ସେ ତାଙ୍କ ଉପରେ ତିନି ମାସ ଯେଉଁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ ତାହା ଏବେ ତାଙ୍କ ଉପରୁ ମଧ୍ୟ ଉଠାଇ ଦେଇଛନ୍ତି।
ଆଉ ଆଗକୁ ମଧ୍ୟ ସମସ୍ତେ ଭଲରେ କାମ କରିବା ପାଇଁ ମଧ୍ଯ କହିଥିଲେ। ଭାରତୀ ଏହି ନିଷ୍ପତ୍ତି ପାଇଁ ମଧ୍ୟ ବେଶ ଖୁସୀରେ ଅଛନ୍ତି କାରଣ ତାଙ୍କୁ ବେଆଇନ ଭାବରେ କଢ଼ା ଯାଇଥିଲା।
ହେଲେ ଏବେ ସେ ନିଜର ଚାକିରୀ ଫେରି ପାଇଛନ୍ତି ଆଉ ଏଥିପାଇଁ ମଧ୍ୟ ସେ ବେଶ ଖୁସିରେ ଅଛନ୍ତି। ଆଉ ଏଥିପାଇଁ ସେ ଧନ୍ୟବାଦ୍ ମଧ୍ୟ ଜ୍ଞାପନ କରିଛନ୍ତି। ତାଙ୍କ ସାଥୀମାନେ ମଧ୍ୟ ଏହାକୁ ନେଇ ଖୁବ ଖୁସୀରେ ଅଛନ୍ତି।
ତେବେ ଭାରତୀ ଏଭଳି ଭାବରେ ଚାକିରୀ ଫେରି ପାଇବା ନେଇ ଆପଣଙ୍କ ପ୍ରତିକ୍ରିୟା କଣ ଓ ଆପଣଙ୍କ ମତାମତ ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ଭୂଲି ଯିବେ ନାହିଁ।

Advertisement