May 3, 2024, 01:36 IST

ନବ ଦାସ ଙ୍କ ହ-ତ୍ୟା ର ହେବ ସିବିଆଇ ତଦନ୍ତ..ଧରାପଡିବେ ବହୁତ୍ ବଡ଼ ବଡ଼ ମାଛ....

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହ-ତ୍ୟା ର ହେବକି ସିବିଆଇ ତଦନ୍ତ? ଜୁଲାଇ ୨୯ ତାରିଖରେ ଏହି ମାମଲାର ଶୁଣାଣି କରିବେ ସୁପ୍ରିମ କୋର୍ଟ। କ୍ରାଇମ୍ ବ୍ରାଞ୍ଚ ଅନେକ ତଦନ୍ତରେ ସତ୍ୟ ପଦା କୁ ଆଣୁନଥିବା ଅଭିଯୋଗ ହୋଇଛି।
ମାନବାଧିକାର କର୍ମୀ ପିନାକ ପାଣି ମହାନ୍ତି କଟକ ଜିଲ୍ଳାର ଏହି ସାମାଜିକ କର୍ମୀ ଙ୍କ ପିଟିସନ ପାଇଁ ସୁପ୍ରିମ କୋର୍ଟ ଗତବର୍ଷ ମାର୍ଚ୍ଚ ମାସ ୨୯ ରେ ଏକ ଉଲ୍ଲେଖନୀୟ ରାୟ ଦେଇଥିଲେ।
Bn
ସେ ସାହାରା ଗ୍ରୁପ ର ଲକ୍ଷାଧିକ କ୍ଷୁଦ୍ର ଜମାକାରୀ ଙ୍କ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ସେ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହ-ତ୍ୟା ପାଇଁ ସୁପ୍ରିମ କୋର୍ଟ ରେ ସେ ନିଜ ପକ୍ଷ ରଖି ଆବେଦନ କରିଛନ୍ତି।
ଏଭଳି ସେ ଏହା କହିଛନ୍ତି କି ଏଭଳି ରାଜ୍ୟରେ ଅନେକ ମାମଲାରେ ରାଜ୍ୟର ତଦନ୍ତକାରୀ ଟିମ୍ ପ୍ରକୃତ ତଥ୍ୟ ପଦାକୁ ନଆଣି ବଡ଼ ବଡ଼ ନେତା ମାନଙ୍କୁ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଥିଲା।
ଗତ ବର୍ଷ ଜାନୁଆରୀ ମାସ ୨୯ ତାରିଖରେ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ଗୁଳିକରି ହ-ତ୍ୟା କରାଯାଇ ଥିଲା। ଆଉ ଏହି ଜଘନ୍ୟ କାଣ୍ଡ ଘଟାଇ ଥିଲା ହ-ତ୍ୟା-କା-ରୀ ଗୋପାଳ ଦାସ।
Hh
ଗୋପାଳ ର ମାନସିକ ସ୍ଥିତି ଠିକ୍ ଥିଲେ ମଧ୍ୟ ପୁର୍ବ ରାଗ କାରଣରୁ ସେ ନବ ଦାସ ଙ୍କୁ ହ-ତ୍ୟା କରିଥିବା ସେ ଚାର୍ଜ ସିଟ ରେ ଉଲ୍ଲେଖ କରିଛି। ମାତ୍ର ଏହା ପଛରେ ଶାସକ ଦଳର ଅନେକ ବଡ଼ ନେତା ରହିଥିବା ସେ ଅଭିଯୋଗ ଆଣିଥିଲେ।
ତେଣୁ ସତ ପଦାକୁ ଆସୁ ବୋଲି ସିବିଆଇ ଏହି ମାମଲାର ତଦନ୍ତ କରୁ ବୋଲି ପ୍ରାର୍ଥନା କରିଛନ୍ତି। ସୁପ୍ରିମ କୋର୍ଟ ର ଦୁଇ ଜଣିଆ ଖଣ୍ଡପୀଠ ଏପ୍ରିଲ ୧୫ ରେ ତାଙ୍କ ମାମଲାର ଶୁଣାଣି କରିଥିଲା।
ଏନେଇ ଆସନ୍ତା ଜୁଲାଇ ୨୯ ତାରିଖରେ ମାମଲାର ଶୁଣାଣି ହେବ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement