Nov 1, 2023, 19:10 IST

କରମଣ୍ଡଳ ଡବାରେ ନିଆଁ ଲଗାଇଲେ ବାହାନଗା ଭୂତ ଦେଖନ୍ତୁ ଜଳି ନଷ୍ଟ ହେଇଗଲା ଶେଷ ସଙ୍କେତ - Exclusive

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜୁନ ୨ ତାରିଖ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ଵର ବାହାନଗା କରମଣ୍ଡଳ ବାହାନଗା ଟ୍ରେନ ସମସ୍ତଙ୍କୁ ପୁରା ସ୍ତବଦ୍ଧ କରିଦେଇ ଥିଲା। ସେହି ଲୋମ ଟାଙ୍କୁରି ଭୟଙ୍କର ଦୁ-ର୍ଘ-ଟ-ଣାରେ ୨୯୪ ଜଣଙ୍କର ମୃ-ତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକେ ଆ-ହତ ହୋଇଥିଲେ ଏବଂ
Special report
କିଛି ଲୋକ ନିଖୋଜ ମଧ୍ୟ ହୋଇଯାଇଥିଲେ। ନିକଟରେ ଓଡ଼ିଶାରେ ହାଇକୋର୍ଟ କ୍ଷତିଗସ୍ତ ଟ୍ରେନର କଚ ଏବଂ ଇଞ୍ଜିନକୁ ନିଲାମ କରିବାକୁ ନିର୍ଦେଶ ଜାରି କରିବା ପରେ ମୋହିତ ଷ୍ଟିଲ କମ୍ପାନୀ ଏହାକୁ କିଣି ନେଇଛି।
ସୋମବାର ଅପରାହ୍ଣରେ ବାହାନଗା ରେଳ ଦୁର୍ଘଟଣା କ୍ଷତିଗ୍ରସ୍ତ ବଗିରେ ହଠାତ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାର ୫ ପାଞ୍ଚ ମାସ ପରେ ରେଳ ବିଭାଗ ପକ୍ଷରୁ ଦୁ-ର୍ଘ-ଟ-ଣା-ଗ୍ରସ୍ତ ଡବାଗୁଡ଼ିକ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ
Special report
ପଶ୍ଚିମବଙ୍ଗର ମୋହିତ ସ୍କ୍ରାପ୍‌ କମ୍ପାନି ଏହାର ଟେଣ୍ଡର ନେଇ ବଗିଗୁଡ଼ିକୁ କାଟିବା ଆରମ୍ଭ କରିଛି। ଗ୍ୟାସ୍‌ କଟର୍‌ରେ ୬୦ ଜଣ ଶ୍ରମିକ ବଗିଗୁଡିକୁ କାଟୁଥିବା ବେଳେ ହଠାତ୍‌ ବଗିରେ ନିଆଁ ଲାଗି ଯାଇଥିଲା। 
ଫଳରେ ବଗିରେ ପଡ଼ିଥିବା ଯାତ୍ରୀମାନଙ୍କର ପୁରୁଣା ଲୁଗାପଟା ଓ ଜିନିଷପତ୍ରଗୁଡ଼ିକ ହୁତୁହୁତୁ ହୋଇ ଜଳି ଉଠିଥିଲା। ବାହାନଗାରୁ ଦମକଳ କର୍ମଚାରୀ ଆସି ନିଆଁ ଲିଭାଇଥିଲେ। କଟାଯାଇଥିବା ଡବାଗୁଡିକୁ ଟ୍ରକରେ ପଶ୍ଚିମବଙ୍ଗ ପଠାଯାଇଛି।
Special report
ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଦୁ-ର୍ଘ-ଟ-ଣାଗ୍ରସ୍ଥ ଡବା ଗୁଡ଼ିକୁ କାଟୁଥିବାବେଳେ ଏକ ବଗିରେ ନିଆଁ ଲାଗିଯାଇଥିଲା। ଫଳରେ ବଗିରେ ପଡ଼ିଥିବା ଯାତ୍ରୀମାନଙ୍କର ପୁରୁଣା ଲୁଗାପଟା ଓ ଜିନିଷପତ୍ରଗୁଡ଼ି ଆଉ ସିଟ ରେ ମଧ୍ୟ ନିଆଁ ଲାଗିଯାଇଥିଲା। 
ତେବେ ଖବର ପାଇ ଦମକଳ ବାହୀନି ଘଟଣାସ୍ଥଳରେ ଆସି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସେହି ଭୟଙ୍କର ଦୁ-ର୍ଘ-ଟ-ଣାର ସାକ୍ଷୀ ହୋଇ ପଡ଼ି ରହିଥିବା
ଏହି ଡବା ଗୁଡ଼ିକୁ କିଏ ସେଠାରୁ ନେଇଯାଉ ବୋଲି ସେମାନଙ୍କ ଆତ୍ମା ଚାହୁଁ ନାହାନ୍ତି। ଯାହାଫଳରେ ଗୋଟିଏ ପରେ ଗୋଟିଏ ଅଘଟଣ ଏହି ଭୂତ ମାନେ ଘଟାଉଛନ୍ତି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।

Advertisement