Jan 29, 2024, 10:32 IST

କାରଖାନା ଭାଉଜ ଙ୍କ ପାୱାର - ରୋଷ୍ଟ୍ ଯିଏ ଯିଏ କରିଚ ସବୁ ଜେଲ୍ ଯିବ, ଏବେ ଠୁ ଗୋଟା ଗୋଟା କରି ଜେଲ୍ ରେ ପଶିବାକୁ ପ୍ରସ୍ତୁତ ହୋଇଯାଅ

Special report

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ନେହା କାର ଖାନା କୁ ନେଇ ସବୁ ଆଡେ ଚର୍ଚ୍ଚା କରା ଯାଉଛି।କିଛି ଦିନ ତଳେ ନେହା ପାଣିଗ୍ରାହୀ ଓ ତାଙ୍କ ବଡ ଯା କାର ରେ ଖାଦ୍ୟ ଯୋଗାଇ ଦେଉ ଥିଲେ।ଧୀରେ ଧୀରେ ତାଙ୍କ କାର ଖାନା ରେ ଲୋକ ଙ୍କ ଭିଡ ଦେଖିବାକୁ ମିଳି ଥିଲା।
Special report
ହେଲେ ଏଭଳି କିଛି ପରିସ୍ଥିତି ସୃଷ୍ଟି ହେବ ତାହା କେହି ବି ଭାବି ନ ଥିଲେ।ଶେଷ ରେ ତାଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ରୋଷ୍ଟ କରା ଗଲା।ତାଙ୍କର କିଛି ବି ଭୁଲ ନ ଥାଇ ତାଙ୍କୁ ତାଙ୍କ କାର ଖାନା କୁ ବନ୍ଦ କରିବାକୁ ପଡ଼ିଲା।ହେଲେ ତଥାପି ସେ ହାରି ଯାଇ ନାହାନ୍ତି।
ଏବେ ଏହି ଘଟଣା ର ଏକ ଭିନ୍ନ ମୋଡ ଦେଖିବାକୁ ମିଳିଛି।ନେହା ପାଣିଗ୍ରାହୀ ଓ ତାଙ୍କ ବଡ ଯା ମହିଳା ଥାନା ର ଦ୍ବାରସ୍ଥ ହୋଇଛନ୍ତି।ଯେଉଁ ମାନେ ତାଙ୍କୁ ସୋସିଆଲ ମିଡ଼ିଆ ରେ ରୋଷ୍ଟ୍ କରୁଥିଲେ।ସେହି ମାନଙ୍କ ବିରୋଧ ରେ ସେ ମହିଳା ଥାନା ରେ ଅଭିଯୋଗ କରିଛନ୍ତି।
ସେ ତାଙ୍କ ଅଭିଯୋଗ ରେ ଦର୍ଶାଇ ଛନ୍ତି କି ତାଙ୍କର କଣ ଭୁଲ ଥିଲା।ଯେଉଁଥି ପାଇଁ ଲୋକ ମାନେ ତାଙ୍କୁ ଏତେ କଥା କହିଥିଲେ।ସେ କେବଳ ଲୋକ ଙ୍କୁ ଖାଦ୍ୟ ଯୋଗାଇ ଦେଉ ଥିଲେ।ଏଥିରେ ଅନେକ ଲୋକ ଖୁସି ହେଉ ଥିଲେ।ତାଙ୍କ ଖାଦ୍ୟ କୁ ପସନ୍ଦ କରୁଥିଲେ।
Special report
ହେଲେ କିଛି ଖରାପ ଲୋକ ଙ୍କ ପାଇଁ ଆଜି ତାଙ୍କ କାର ଖାନା ଟି ବନ୍ଦ ହୋଇ ଯାଉଚି।ଏହା ପରେ ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ସୋସିଆଲ ମିଡ଼ିଆ ରେ ରୋଷ୍ଟ କରା ଯାଉଚି।ଯେଉଁ ମାନେ ଏଭଳି କରିଛନ୍ତି ତାଙ୍କୁ ଦଣ୍ଡ ଦେବା ପାଇଁ ସେ ଗୁହାରି କରିଛନ୍ତି।
ପୋଲିସ ମଧ୍ୟ ଏହି ଘଟଣା କୁ ଗୁରୁତର ସହିତ ଗ୍ରହଣ କରି ଘଟଣା ର ତଦନ୍ତ ଆରମ୍ଭ କରିଛି।କୁହା ଯାଏ ଜଣେ ମହିଳା ଯେତେବେଳେ ନିଜ ଶକ୍ତି ବଳ ରେ କିଛି କରିବା ପାଇଁ ବାହାରକୁ ଆସେ ସେତେବେଳେ ତାକୁ ଅନେକ କଠିନ ପରିସ୍ଥିତି ର ସାମ୍ନା କରିବାକୁ ପଡେ।
ଯାହାକି ନେହା ପାଣିଗ୍ରାହୀ ଓ ତାଙ୍କ ଯା ଙ୍କ କ୍ଷେତ୍ର ରେ ଦେଖା ଯାଇଛି।ହେଲେ ଏହି ଦୁଇ ମହିଳା ଏଥିରେ ଡରି ଯାଇ ନାହାନ୍ତି।ନିଜ ଖରାପ ପରିସ୍ଥିତି କୁ ସେ ଦୃଢ଼ତା ର ସହିତ ସାମ୍ନା କରିଛନ୍ତି।
ଆଗକୁ ଆଉ ଗୋଟିଏ କାର ଖାନା ଖୋଲିବେ ବୋଲି କହିଛନ୍ତି।ପୂର୍ବ ଭଳି ସେ ଲୋକ ଙ୍କୁ ସେମିତି ଖାଦ୍ୟ ଯୋଗାଇ ଦେବେ।ଲୋକ ଙ୍କ ମୁହଁ ରେ ପୁଣି ଥରେ ହସ ଫୁଟାଇବେ ବୋଲି ସେ କହିଛନ୍ତି।

Advertisement