ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ବହୁ ପ୍ରକାରର ଘଟଣା ଘଟୁଥିବାରୁ ଦେଖୁଥିବେ। କିଛି କିଛି ଭିଡିଓ ଲୋକମାନଙ୍କୁ ବହୁତ ଭଲ ଲାଗିଥାଏ।
ଏବଂ ଆଉ କିଛି କିଛି ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଲଗିବା ସହିତ ସେହି ଭିଡିଓ କୁ ବହୁତ ନିନ୍ଦା ମଧ୍ୟ କରିଥାନ୍ତି। ଲୋକମାନେ ଏମିତି ନି-ନ୍ଦ-ନୀ-ୟ କାମ କରୁଛନ୍ତି ଯାହା ଏହି ସମାଜ ଉପରେ ଖରାପ ପ୍ରଭାବ ପକାଉଛି।
ତେବେ ବନ୍ଧୁଗଣ ବର୍ତ୍ତମାନ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି ପ୍ରେମିକା ଶିକ୍ଷୟତ୍ରୀଙ୍କର ପ୍ରେମିକ ଦୋକାନୀ ସହ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ପ୍ରେମିକ ପ୍ରେମିକାକୁ ନେଇଥିଲା ନିଜ ଘରକୁ।
ଆଉ କହିଥିଲା ପରିବାର ଲୋକଙ୍କୁ ଯେ, ଯୁବତୀ ଜଣକ ହେଇଛନ୍ତି ଜଣେ ଶିକ୍ଷୟତ୍ରୀ। ଆଉ ମୁଁ ତାଙ୍କୁ ଭଲ ପାଉଛି ବିବାହ କରିବାକୁ ଚାହୁଁଛି ବୋଲି ପରିବାର ଲୋକଙ୍କୁ କହିଥିଲେ। ତାପରେ ପ୍ରେମିକ ଜଣକ ନିଜ ଗାଡିରେ ସେହି ଶିକ୍ଷୟତ୍ରୀଙ୍କୁ ଛାଡ଼ିବା ପାଇଁ ଆସିଥିଲା।
ତା'ପରେ ପ୍ରେମିକ ଜଣକ ନିଜ ପ୍ରେମିକାକୁ ସେହି କାର ଭିତରେ କରିଥିଲା ଦୁ-ଷ୍କ-ର୍ମ। ଏବେ ଏମିତି କିଛି ଅଭିଯୋଗ ଆସିଛି ପ୍ରେମିକଙ୍କ ନାଁରେ। ପ୍ରେମିକ ଜଣକ ହେଉଛନ୍ତି ବାଲିଗୁଡା ବଜାର ସାହିର ଆଶିଷ ମହାପାତ୍ର।
ଆଉ ପ୍ରେକିକା ଜଣକ ହେଉଛନ୍ତି ବାଲିଗୁଡା ସହରର କାର୍ଯ୍ୟରତ ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ କ୍ରୀଡା ଶିକ୍ଷୟତ୍ରୀ। ଉଭୟଙ୍କ ମଧ୍ୟରେ ପ୍ରେମ ଥିଲା ଆଉ ଯେତେବେଳେ ପ୍ରେମକୁ ପରିବାର ଲୋକେ ବାରଣ କଲେ ସେତେବେଳେ ପ୍ରେମିକ କଲା ପ୍ରେମିକାକୁ ଦୁ-ଷ୍କ-ର୍ମ।
ଚଳନ୍ତା ଗାଡିରେପ୍ରେମିକ ପ୍ରେମିକାକୁ କଲା ଦୁ-ଷ୍କ-ର୍ମ। ଯେଉଁ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରେମିକ ନିଜ ଘରୁ ଯେତେବେଳେ ଶିକ୍ଷୟତ୍ରୀଙ୍କୁ ଫେରାଇ ଆଣୁଥିଲା ସେତେବେଳେ ପ୍ରେମିକ ଆଶିଷ ମହାପାତ୍ର ପ୍ରେମିକାକୁ ଦୁ-ଷ୍କ-ର୍ମ କରିଥିଲା।
ଏମିତି କିଛି ଅଭିଯୋଗ ପରେ ପୋଲିସ ପ୍ରେମିକ ଆଶିଷ ମହାପାତ୍ରକୁ ଗିରଫ କରିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।