Sep 27, 2023, 12:41 IST

କ୍ୟାପିଟାଲ ହସ୍ପିଟାଲ ରେ କଣ ସତରେ ଚାଲିଛି ପିଲା ବେପାର...?? ଆଜ୍ଞା ମୋର ପୁଅ ଟେ ହେଇଥିଲା, ଡାକ୍ତର ଏବେ କହୁଛନ୍ତି ତମର ଝିଅ ନିଅ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କ୍ୟାପିଟାଲ ହସ୍ପିଟାଲରୁ ଏକ ସଙ୍ଗୀନ ଅଭିଯୋଗ ଆସିଛି ସ୍ତ୍ରୀ ର ପ୍ରସୂତି ବେଳେ ଶିଶୁ ଅଦଳବଦଳ ନେଇ ଅଭିଯୋଗ ହୋଇଛି। ଆଉ ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ାର ଜିଲ୍ଳାର ,
Special report
ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ଵାଳ। ଶିଶୁ ପୁତ୍ର ହୋଇଛି ବୋଲି କହି ତାଙ୍କ ହାତରେ ଧରାଇ ଦେଇଛନ୍ତି ଏକ ଶିଶୁ କନ୍ୟା। ଗତ କାଲି ରାତି ସାଢ଼େ ଦଶଟା ସମୟରେ ପୁଅ ଜନ୍ମ ହୋଇଥିଲା ବୋଲି କହିଥିଲେ।
ହେଲେ କିଛି ସମୟ ପରେ ତାଙ୍କୁ ଶିଶୁ କନ୍ୟା କୁ ଧରାଇ ଦେଇଥିଲେ। ଏନେଇ କ୍ୟାପିଟାଲ ହାଇସ୍କୁଲ କର୍ତ୍ତୃପକ୍ଷ ଙ୍କ ନିକଟରେ ସ୍ଵାମୀ ଜଣକ ଅଭିଯୋଗ କରିବା ସହ DNA ଟେଷ୍ଟ ପାଇଁ ମଧ୍ଯ କହିଛନ୍ତି ପ୍ରାଣକୃଷ୍ଣ।
ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସେ ମାଆ ଓ ଛୁଆ କୁ ନେଇ ଯିବେ ନାହିଁ ବୋଲି ସଂପୂର୍ଣ୍ଣ ଭାବରେ ବାରଣ କରି ଦେଇଛନ୍ତି। ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହାଇସ୍କୁଲର କର୍ତ୍ତୃପକ୍ଷ।
Special report
ସେ କହିଛନ୍ତି କି ଏହି ଅଭିଯୋଗ ସତ ହୋଇଥିଲେ ଏକ ସାଙ୍ଘାତିକ ଘଟଣା ହେବ। ଏନେଇ ସେ ତଦନ୍ତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇ ସାରିଛନ୍ତି। ଆଉ କେଉଁଠି ତୃଟି ରହିଲା ତାହାର ମଧ୍ୟ ତଦନ୍ତ କରାଯିବ।
ରିପୋର୍ଟ ଆସିବା ପରେ ହିଁ ଥାନରେ ଏନେଇ ଅଭିଯୋଗ କରାଯିବ ବୋଲି କହିଛନ୍ତି କ୍ୟାପିଟାଲ ହାଇସ୍କୁଲର ନିର୍ଦ୍ଦେଶକ। ଆଉ ଏନେଇ ଏବେ କ୍ୟାପିଟାଲ ହାଇସ୍କୁଲର ପରିସରରେ ଖୁବ୍ ବିବାଦ ମଧ୍ଯ ଦେଖିବାକୁ ମିଳିଛି।
ତେବେ ଆପଣ ମାନେ ଜାଣିଥିବେ କି ହସ୍ପିଟାଲ କର୍ତୃପକ୍ଷ ଙ୍କ ଦ୍ବାରା ଏହି ଗୋଟେ ମାତ୍ର ଭୁଲ୍ ଯୋଗୁଁ ଏବେ ପ୍ରାଣକୃଷ୍ଣ ଓ ତାଙ୍କର ସ୍ତ୍ରୀ ଙ୍କୁ ବହୁତ ଅସୁବିଧା ଭୋଗିବାକୁ ପଡ଼ିଛି।
ବର୍ତ୍ତମାନ ଲୋକ ମାନେ ମଧ୍ୟ କ୍ୟାପିଟାଲ ହସ୍ପିଟାଲ କୁ ଯିବା ପୂର୍ବରୁ ଅନେକ ଥର ଚିନ୍ତା କରିବେ। ତେବେ ଆପଣଙ୍କୁ ଏହି ବ୍ୟକ୍ତି ଜଣକ ଭିଡିଓ ଦେଖିବା ପରେ କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement