Dec 1, 2023, 09:56 IST

କ୍ୟାମେରା ଆଗରେ ଜ୍ୟୋତି, ଟୁଟୁ ଙ୍କୁ ଧୋଇ ଦେଇଗଲେ ସନଲିସା.. ସେ ଅସଭ୍ୟ ଗୁଡ଼ା ଙ୍କ ନାମ ବି ମୁ ଧରିବିନି

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଯେ ଓଲିଉଡ ଜଗତ ରେ ଏବେ ବିବାଦ ଥମିବାର ନାମ ଧରି ନାହିଁ।ଏହି ବିବାଦ ଦିନ କୁ ଦିନ ବଢ଼ିବାରେ ଲାଗିଛି।ସନଲିସା ଙ୍କ ପ୍ରଯୋଜିତ ଓଡ଼ିଆ ଫିଲ୍ମ ପ୍ରଥା କୁ ନେଇ ବଲାଙ୍ଗୀର ରେ ଭଙ୍ଗା ରୂଜା କରା ଯାଇଥିଲା।
Special report
ସେଠାରେ ପ୍ରଥା ଫିଲ୍ମ ର ପୋଷ୍ଟର କୁ ଚିରି ଦିଆ ଯାଇଥିଲା।ଏହି ଫିଲ୍ମ କୁ ଦେଖିବା ପାଇଁ ସନଲିସା ଙ୍କ ମା ଓ ବାପା ଙ୍କ ସହିତ ପରିବାର ର କିଛି ସଦସ୍ୟ ଯାଇଥିଲେ।
ହେଲେ ସେଠାରେ ତାଙ୍କୁ ବହୁ ଅପମାନିତ କରା ଯାଇଥିଲା।ଯାହାକୁ ସହି ପାରି ନ ଥିଲେ ସନଲିସା।ସେ କହିଥିଲେ କି ମୁଁ ମୋର ଝାଳ ବୁହା ଧନ ରେ ଏହି ଫିଲ୍ମ ଟି ତିଆରି କରିଛି।ଏହି ଫିଲ୍ମ ଟି କୌଣସି ଖରାପ ପଇସା ରେ ହୋଇ ନାହିଁ ।
Special report
ତାହାଲେ କଣ ପାଇଁ ମୋ ଫିଲ୍ମ ସହିତ ଏପରି କରା ଗଲା।ଏହା ପରେ ବିବାଦ ଦିନ କୁ ଦିନ ବଢ଼ିବାରେ ଲାଗିଛି।ରାସ୍ତା ମଝିରେ ଆନ୍ଦୋଳନ କରିଥିଲେ ସନଲିସା ଓ ଓଡ଼ିଆ ସିନେ ଜଗତ ର ଅଭିନେତା ଓ ଅଭିନେତ୍ରୀ ମାନେ।
ଏହା ପରେ କିଛି ଲୋକ ମାନେ ସେମାନଙ୍କୁ ନିନ୍ଦା କରିଥିଲେ।ପ୍ରଯୋଜକ ଟୁଟୁ ନାୟକ ଜ୍ୟୋତି ଓ ପ୍ରିତମ ଏମାନେ ସମସ୍ତେ ହେଉଛନ୍ତି ଗୋଟିଏ ଗୋଟିଏ ଅଭଦ୍ର।କାହା ସହିତ କିଭଳି ବ୍ୟବହାର ଦେଖା ଯାଏ ତାହା ଏମାନେ ଜାଣି ନାହାନ୍ତି।
ମହେଶ୍ଵତା ରାୟ,ଅପରାଜିତା ମହାନ୍ତି ଓ ଉତ୍ତମ ମହାନ୍ତି ଏହି କଳାକାର ବିରୋଧ ରେ ବହୁତ ଖରାପ କଥା ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉଛି।ମୁଁ ଏସବୁ ଦେଖି ସହି ପାରୁ ନାହିଁ।
ଆମ ଓଡ଼ିଆ ସିନେମା ଜଗତରେ ଏଭଳି କିଛି ଲୋକ ଥାଇ ପାରନ୍ତି ବୋଲି ଆମେ କେବେ ବିଶ୍ଵାସ କରି ନ ଥିଲୁ।ସେମାନେ ସବୁ ଆମକୁ ସହି ପାରୁ ନାହାନ୍ତି।ଦିନ ଆସିବ ସେମାନଙ୍କୁ ଉପଯୁକ୍ତ ଦଣ୍ଡ ଦିଆ ଯିବ।ଭଗବାନ କାହାରି ଗର୍ବ ସହି ପାରନ୍ତି ନାହିଁ।ଗଣ ମାଧ୍ୟମ ଆଗରେ ଏପରି କିଛି ପ୍ରକାଶ କରିଛନ୍ତି ସନଲିସା।

Advertisement