Apr 30, 2024, 01:51 IST

ଜବରଦସ୍ତି ପୁଅ ମୁଣ୍ଡ ରେ ବ-ନ୍ଧୁ-କ ଲଗେଇ ଅନ୍ୟ ଝିଅ ସହ ବାହା କରିଦେଲା ପୋ-ଲି-ସ..

Jh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ପ୍ରେମିକା ଏମିତି କିଛି ଧମକ ଦେଇଛି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ପ୍ରେମିକା ଜଣକ କହିଥିଲା କି ସେ ତାର ପ୍ରେମିକ କୁ ଭଲପାଏ ଓ
ତାର ପ୍ରେମିକ କୁ ହିଁ ସେ ବାହା ହେବ ଆଉ ଯଦି ଏଭଳି ନହୁଏ ତେବେ ସମସ୍ତଙ୍କୁ ସେ ଜୀବନରୁ ମାରି ଦେବ ବୋଲି। ଏହି ପ୍ରେମିକା ଜଣକ ନିଜ ପ୍ରେମିକର ହାତ ଧରି ବାହା ହେବା ପାଇଁ ଚାହିଁଛି। ଯଦି ତାର ପ୍ରେମିକ ବଦଳରେ ତାକୁ ଆଉ କାହା ସହ,
Hh
ବାହାଘର କରାଇ ଦିଆଯାଏ ତାହାଲେ ସେ ସମସ୍ତଙ୍କୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲା। ଯୁବତୀ ଜଣକ କେବଳ ନିଜ ପରିବାର ଲୋକଙ୍କୁ ନୁହେଁ ବରଂ ସେ ପୋଲିସ ଷ୍ଟେସନ ରେ ପହଞ୍ଚି ଖୋଦ
ପୋଲିସ ଙ୍କୁ ହିଁ ଏଭଳି କିଛି ଧମକ ଦେଇଛି। ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି ଘଟଣାଟି ହେଉଛି ସଂପୂର୍ଣ୍ଣ ଭାବରେ ସତ। ଯୁବତୀ ଜଣକ ଲାଲ ରଙ୍ଗର ଶାଢୀ ଓ ଓଢଣୀ ରେ ସଜେଇ ହୋଇ ରହିଛନ୍ତି।
ଆଉ ବରଯାତ୍ରୀ ସାଜିଛନ୍ତି ଖୋଦ୍ ପୋଲିସ ଅଫିସର। ଏହି ବାହାଘର ମଧ୍ୟ ପୋଲିସ ଷ୍ଟେସନ ରେ ମଧ୍ୟ ହୋଇଥିବା ଜଣା ପଡିଛି। ପୋଲିସ ନିଜେ ବରଯାତ୍ରୀ ସାଜି ଏହି ଦୁହିଁଙ୍କ ବାହାଘର କାରାଉଛି।
Jj
ସୁଚନା ମୁତାବକ ଦୁହେଁ ଅନେକ ବର୍ଷ ଧରି ପରସ୍ପର କୁ ଭଲ ପାଉଥିବା ବେଳେ ଦୁହିଁଙ୍କ ପରିବାର ଲୋକେ ତାଙ୍କର ବିବାହକୁ ସ୍ବୀକାର କରୁ ନଥିଲେ। ଝିଅର ପରିବାର ଲୋକେ ମଧ୍ୟ ତାଙ୍କର ବାହାଘର ଅନ୍ୟ ଏକ ଜାଗାରେ ଠିକ କରି ଦେଇଥିଲେ।
ଯାହାକୁ ନେଇ ଯୁବତୀ ଜଣକ ତାଙ୍କ ଘରୁ ଫେରାର ହୋଇ ଯାଇଥିଲେ। ଏହାପରେ ସେ ଥାନା ର ସାହାଯ୍ୟ ମଧ୍ୟ ମାଗିଥିଲେ। ତାଙ୍କର ବାହାଘର କରାଇ ଦେବାକୁ ଅନୁରୋଧ ମଧ୍ୟ କରିଥିଲେ।
ଏହି ଘଟଣାର ତଦନ୍ତ କରିବା ପରେ ପୋଲିସ୍ ଦୁଇ ଜଣଙ୍କ ବାହାଘର ଖୁବ୍ ଧୁମଧାମ ରେ ମଧ୍ୟ କରାଇ ଦେଇଥିଲେ। ଏହି ଘଟଣା ଏବେ ଚର୍ଚ୍ଚାରେ ବିଷୟ ପାଲଟିଥିବା ବେଳେ ସୋସିଆଲ ମିଡ଼ିଆ ଏହି ଘଟଣାଟି ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

Advertisement