ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଝିଅ ମାନଂକ ସହିତ କଣ ସବୁ ହେଉଛି।ସେମାନେ ଘରୁ ବାହାରକୁ ବାହାରିବା ମଧ୍ୟ ମୁସ୍କିଲ ହୋଇ ପଡ଼ୁଚି।ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଏହି ଘଟଣା ଟି ଦେଖିବାକୁ ମିଳିଚି କଟକ ଅଞ୍ଚଳ ର ଝୁଲା ସାହି ଅଞ୍ଚଳ ରେ।ଏଠାରେ ଗୋଟିଏ ଝିଅ ଟି ସନ୍ଧ୍ୟାବେଳେ କ୍ଷୀର ଆଣିବା ପାଇଁ ଦୋକାନ କୁ ଯାଇଥିଲା।ସେଠାରେ ତାକୁ ବ-ଳା-ତ୍କା-ର କରା ଯାଇଚି।କିଛି ଯୁବକ ମାନେ ମିଶି ତାକୁ ବ-ଳା-ତ୍କା-ର କରିଛନ୍ତି।
ସୂଚନା ଅନୁସାରେ ସେଠାରେ ରଘୁ ଓ ଜିତୁ ନାମକ ଦୁଇ ଜଣ ବ୍ୟକ୍ତି ସରଙ୍ଗଗଡ ପାର୍କ ରେ କାମ କରୁଥିଲେ।ଏହି ସମୟ ରେ ସେହି ଅଞ୍ଚଳ ର ଜଣେ ୯ ବର୍ଷ ର ନାବାଳିକା କ୍ଷୀର ଆଣିବା ପାଇଁ ଯାଉଥିଲେ।ସେହି ନାବାଳିକା ଙ୍କ ଉପରେ ଖରାପ ନଜର ପକାଇ ଥିଲେ ଜିତୁ ଓ ରଘୁ।
ସେମାନେ ତାକୁ ଟାଣି ନେଇ ତା ସହିତ ଜବରଦସ୍ତି କରିଥିଲେ।ତାକୁ ବ-ଳା-ତ୍କା-ର କରିବା ପାଇଁ ଉଦ୍ୟମ କରିଥିଲେ।ହେଲେ ସେହି ନାବାଳିକା ଜଣକ ଜୋର୍ ରେ ଚିତ୍କାର କରିଥିଲେ।ତାଙ୍କ ଚିତ୍କାର ଶୁଣି ସେହି ଅଞ୍ଚଳ ର କିଛି ଲୋକ ସେଠାକୁ ଯାଇଥିଲେ।
ସେଠାକୁ ଯାଇ ସେମାନେ ଦେଖିଥିଲେ କି ଜିତୁ ଓ ରଘୁ ସେହି ନଅ ବର୍ଷ ର ବାଳିକା ଙ୍କ ସହିତ ଅସଦାଚରଣ କରୁଛନ୍ତି।ସେମାନେ ନାବାଳିକା ଙ୍କୁ ଉଦ୍ଧାର କରିବା ସହିତ ସେହି ଦୁଇ ଜଣ ଅଭିଯୁକ୍ତଙ୍କୁ ଖୁବ୍ ପିଟି ଥିଲେ।
ଏହା ପରେ ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ଥିଲା।ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହିତ ଉକ୍ତ ନାବାଳିକା କୁ ମେଡିକାଲ ରେ ଭର୍ତି କରି ଥିଲେ।ଏହାକୁ ନେଇ ସେ ଅଞ୍ଚଳ ରେ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏହି ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ବିହାର ଅଞ୍ଚଳ ର।
ପୋଲିସ ଉଭୟ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏବେ ଏହି ଘଟଣା ର ତଦନ୍ତ ଜାରି ରହିଛି।ସେମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ସେହି ଅଞ୍ଚଳ ର ଲୋକ ମାନେ ଜିଦ୍ ଧରିଛନ୍ତି।ନାବାଳିକା ଜଣକ ସେହି ଅଞ୍ଚଳ ର ସରକାରୀ ବିଦ୍ୟାଳୟ ରେ ପଞ୍ଚମ ଶ୍ରେଣୀ ର ଛାତ୍ରୀ।ତାଙ୍କ ସହିତ କିଛି ଏଭଳି ଘଟଣା ଘଟିବ ଏହାକୁ କେହି ସ୍ବପ୍ନ ରେ ସୁଦ୍ଧା ଭାବି ନ ଥିଲେ।