ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବିଗ୍ ବି ଅମିତାଭ ବଚ୍ଚନ ଙ୍କ ପରିବାର ରେ ଚାଲିଥିବା ବିବାଦ ବିଷୟ ରେ ଅବଗତ ଥିବେ।ଏବେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଚି।
କୁହା ଯାଉଚି ଯେ ଅମିତାଭ ବଚ୍ଚନ ଙ୍କ ଝିଅ ଶ୍ବେତା ନନ୍ଦା ନିଜ ବାପ ଘରେ ରହିବା କାରଣ ରୁ ବୋହୂ ଐଶଯ୍ୟା ଘର ଛାଡ଼ି ଚାଲି ଯାଇଛନ୍ତି। ଶ୍ୱେତା ନନ୍ଦା ଓ ଐଶର୍ଯ୍ୟା ରାୟ ଙ୍କ ର ସଂପର୍କ ଆଗରୁ ମଧ୍ୟ ଠିକ୍ ନ ଥିବା ର ସୂଚନା ରହିଛି।
ସୂଚନା ଅନୁସାରେ କୋନ ବନେଗା କରୋଡ ପତି ମଞ୍ଚ ରେ ପୂର୍ବ ରୁ ଅମିତାଭ ବଚ୍ଚନ ଙ୍କୁ ପଚରା ଯାଇଥିଲା ଯେ ଆପଣ ଙ୍କ ମୃତ୍ୟୁ ପରେ ଆପଣ ଙ୍କ ସମ୍ପତି କାହାକୁ ଦିଆ ଯିବ।ସେତେବେଳେ ସେ କହିଥିଲେ କି ମୋ ସମ୍ପତି ଦୁଇ ଭାଗ ହେବ।
ଗୋଟିଏ ଭାଗ ପୁଅ ଅଭିଷେକ ବଚ୍ଚନ ନେବା ବେଳେ ଅନ୍ୟ ଭାଗ ଝିଅ ଶ୍ୱେତା ନେବ।ମୁଁ କାହାରି ପ୍ରତି କିଛି ବି ଭୁଲ କରିବି ନାହିଁ ।ଏବେ କିଛି ପ୍ରଶଂସକ ମାନେ କହିଛନ୍ତି ବୋଧ ହୁଏ ଏହି କଥା ପାଇଁ ବୋହୂ ଐଶଯ୍ୟା ରାୟ ଘର ଛାଡ଼ି ଛନ୍ତି।
ନିକଟ ରେ ଐଶର୍ଯ୍ୟା ରାୟ ଙ୍କ ଜନ୍ମ ଦିନ ଥିଲା।କିନ୍ତୁ ଏଥିରେ ବଚ୍ଚନ ପରିବାର ର କୌଣସି ବି ସଦସ୍ୟ ଉପସ୍ଥିତ ନ ଥିଲେ। ଯାହାକୁ ନେଇ ତାଙ୍କ ପ୍ରଶଂସକ ମାନେ ସୋସିଆଲ ମିଡ଼ିଆ ରେ ଅନେକ କଥା ପଚାରି ଥିଲେ।
କିନ୍ତୁ ଏହା ବିଷୟରେ ସଠିକ୍ ତଥ୍ୟ ମିଳି ପାରି ନ ଥିଲା।କୁହା ଯାଉଛି ଯେ ଅମିତାଭ ବଚ୍ଚନ ଙ୍କ ଝିଅ ଶ୍ୱେତା ଏବେ ନିଜ ପରିବାର ସହିତ ଝଗଡ଼ା କରି ବାପ ଘର କୁ ଚାଲି ଆସିଛନ୍ତି।ସେ ସେଠାରେ ଅନେକ ଦିନ ରୁ ରହିଛନ୍ତି।
ସେ ରହିବା ଫଳ ରେ ଐଶର୍ଯ୍ୟା ଘର ଛାଡ଼ି ଚାଲି ଯାଇଛନ୍ତି।ନିକଟ ରେ ଅମିତାଭ ବଚ୍ଚନ ତାଙ୍କ ଝିଅ କୁ ଏକ ବହୁତ ବଡ ବଙ୍ଗଳା ଉପହାର ସ୍ୱରୂପ ଦେଇ ଥିଲେ।
ଯାହାକି ଚଳିତ ମାସ ଆଠ ତାରିଖ ରେ ତାଙ୍କ ଝିଅ ନାମ ରେ ହୋଇ ଥିଲା।ଏହାକୁ ନେଇ ବଚ୍ଚନ ପରିବାର ବହୁତ ଖୁସି ଥିବା ବେଳେ ଐଶଯ୍ୟା ବହୁତ ରାଗି ଯାଇଥିଲେ।