Updated: Nov 7, 2023, 12:45 IST

ବୋହୂ କୁ ବାହା ହେଲା ବହୁତ୍ ନିର୍ଯାତନା ଦେଲା ହେଲେ ଶେଷରେ ତାର ଜୀବନ ବି ନେଇଗଲା..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଆଉ ସେ ଭିଡିଓ ଟି ହେଉଛି ଜଣେ ମହିଳାଙ୍କର।
Special report
ମହିଳା ଜଣକ ବାଲେଶ୍ବରର ଜଳେଶ୍ଵର ଠାରେ ଥିବା ଏକ ରେଳ ଧାରଣାକୁ ଆ-ତ୍ମ-ହ-ତ୍ୟା କରିବା ପାଇଁ ଆସିଥିଲେ। ତାଙ୍କ ଆଖିରୁ ବୋହି ଯାଉଥିଲା ଧର ଧାର ଲୁହ ଆଉ ସେ ନିଜର ମନର କଥାକୁ ମଧ୍ଯ ବେଶ ଭଲ ଭାବରେ ବଖାଣି ପାରୁଥିଲେ। ମହିଳା ଜଣକ ଏନେଇ ଅଭିଯୋଗ କରିଛନ୍ତି।
ମହିଳା ଜଣକ କହିଛନ୍ତି କି ତାଙ୍କର ସ୍ୱାମୀ ତାଙ୍କୁ ଖୁବ୍ ଜୋରେ ମାଡ଼ ମାରିଛନ୍ତି। ମହିଳା ଜଣକ ଶାଶୁ ନଧ୍ୟ ଏନେଇ ଯାଇ ତାଙ୍କ ପୁଅକୁ ମଧ୍ୟ ଶିଖାଉଛନ୍ତି। ତାଙ୍କ ଶାଶୁ ଘର ଲୋକେ ସମସ୍ତେ ମାଡ଼ ମାରିଥିବା ସହ ତାଙ୍କ ସ୍ୱାମୀ ତାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି।
ଏଭଳି କି ମହିଳା ଜଣକୁ ସେ କଣ୍ଟା ରେ ମଧ୍ୟ ପିଟୁଛନ୍ତି। ଏହାପରେ ମହିଳାଙ୍କୁ ଛାତିରେ ଗୋଇଠା ମାରି ଘରୁ ମଧ୍ୟ ତଡି ଦେଇଥିଲେ। ଛୁଆ ମାନଙ୍କୁ ତାଙ୍କ ନିକଟରୁ ଛଡାଇ ନେଇଥିଲେ।
Special report
ଏହାପରେ ସ୍ୱାମୀ ଜଣକ ତାଙ୍କ ସ୍ତ୍ରୀ ଙ୍କୁ ସବୁ ଦିନ ପାଇଁ ତାଙ୍କର ଘର ଛାଡ଼ି ଚାଲିଯିବା ପାଇଁ ମଧ୍ୟ କହିଥିଲେ। ଆଉ ଘରେ ତାଙ୍କୁ ରଖିବେନି ବୋଲି ବାରଣ କରିବା ସହ ଘର ଛାଡି ଚାଲିଯିବା ପାଇଁ ମଧ୍ୟ ତାଙ୍କୁ କହିଥିଲେ।
ଗତ ଚାରିବର୍ଷ ତଳେ ମହିଳା ଜଣକ ପ୍ରେମ ବିବାହ କରିଥିଲେ ଗତ କିଛି ଦିନ ହେବ ପାରିବାରିକ କଳହ ଯୋଗୁଁ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟ ଉପୁଜିବାର ଲାଗିଥିଲା। ବିଭିନ୍ନ ସମୟରେ ସ୍ୱାମୀ ସନ୍ତୋଷ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରୁଥିଲେ।
ଏହା ପରେ ମହିଳା ଜଣକ ଷ୍ଟେସନ କୁ ଚାଲି ଆସିଥିଲେ ରେଲୱେ ଟ୍ରାକ ରେ ତାଙ୍କର ଜୀବନ ଦେବା ପାଇଁ। କାରଣ ସେ ତାଙ୍କର ସ୍ୱାମୀ ଙ୍କ ଅତ୍ୟାଚାର ଆଉ ସହି ପାରୁ ନଥିଲେ।
ହେଲେ ତାଙ୍କର ଜୀବନ ଦେବାକୁ ଆସିଥିବା ସମୟରେ ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କର ଜୀବନ ବଞ୍ଚାଇ ଥିଲେ। ଆଉ ଏବେ ଏହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି ଏଥି ସହ ଯେଉଁ ମଉସା ପାଇଁ ଅକାରଣରେ ଚାଲି ଯାଉଥିବା ଜୀବନ ବଞ୍ଚିଗଲା ସେଥିପାଇଁ ଆମେ ଧନ୍ୟବାଦ ଜ୍ଞାପନ କରୁଛୁ।

Advertisement