Feb 17, 2024, 08:28 IST

କଣ କହିବ, ଶଶୁରଙ୍କ ମୃତ୍ୟୁ ହେଇଗଲା ହେଲେ ବୋହୂ ଆସିଲେନି। ଅନୁଭବଙ୍କ ପିତାଙ୍କ ଦେହାନ୍ତରେ ଆସିଲେନି ବର୍ଷା !

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁ ଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଗତ କାଲି ସାଂସଦ ଅନୁଭବ ମହାନ୍ତି ଙ୍କ ପିତା ଅଭୟ ମହାନ୍ତି ଙ୍କ ପ-ର-ଲୋ-କ ହୋଇ ଯାଇଛି।ହେଲେ ତାଙ୍କୁ ଶେଷ ଦର୍ଶନ କରି ପାରି ନାହାନ୍ତି ତାଙ୍କ ବୋହୂ ବର୍ଷା ପ୍ରିୟଦର୍ଶିନୀ।
Special report
ଗତ କିଛି ଦିନ ହେବ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ଛାଡ ପତ୍ର ମାମଲା କୁ ନେଇ ଚାରି ଆଡ଼େ ଚର୍ଚ୍ଚା ହେଉଚି।ଶେଷ ରେ ଉଭୟ ସବୁଦିନ ପାଇଁ ଅଲଗା ହୋଇ ଯାଇ ଥିଲେ।ହେଲେ ନିଜ ଶ୍ଵଶୁର ଙ୍କ ର ମୃ-ତ୍ୟୁ ଖବର ପାଇ ମଧ୍ୟ ତାଙ୍କୁ ଦେଖା କରି ପାରିଲେ ନାହିଁ ବର୍ଷା ପ୍ରିୟଦର୍ଶିନୀ।
ଶ୍ବଶୁର ଙ୍କୁ ଦେଖିବା ପାଇଁ ଇଚ୍ଛା ଥିଲେ ମଧ୍ୟ ସେ ଯାଇ ପାରି ନ ଥିଲେ।ତାଙ୍କ ଶ୍ବଶୁର ତାଙ୍କୁ ଖୁବ୍ ଭଲ ପାଉ ଥିଲେ।ବୋହୂ ନୁହଁ ଝିଅ ଭଳି ଦେଖି ଥିଲେ।ହେଲେ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଶେଷ ସମୟ ରେ ତାଙ୍କୁ ଦେଖା କରି ପାରିଲେ ନାହିଁ ଗୁମୁରି ଗୁମୁରି କାନ୍ଦୁ ଥିଲେ ବର୍ଷା।
ହେଲେ ସେ ବି କଣ କରି ପାରିବେ।ତାଙ୍କ ସ୍ଵାମୀ ତାଙ୍କ ପାଇଁ ଟାଣି ଦେଇଛନ୍ତି ଲକ୍ଷ୍ମଣ ରେଖା।ନା ସେ ଶ୍ୱଶୁର ଙ୍କୁ ଦେଖି ପାରିଲେ ନା ହିଁ ସେ ତାଙ୍କ ଘର କୁ ଯାଇ ପାରିଲେ।ବିବାହ ପରେ ସେ ତାଙ୍କ ଶ୍ବଶୁର ଙ୍କ ଦାୟିତ୍ଵ ନେଉ ଥିଲେ।
Special report
ତାଙ୍କ କଥା ବୁଝୁ ଥିଲେ।ହେଲେ ପାରିବାରିକ ବିବାଦ ପରେ ସେ ତାଙ୍କ ପରିବାର ଠାରୁ ଅଲଗା ହୋଇ ଯାଇଥିଲେ।ବର୍ଷା ଘର ଛାଡ଼ି ବାହାରେ ରହିବା ପରେ ପ୍ରତ୍ୟେକ ଦିନ ଓ ପ୍ରତ୍ୟେକ ରାତି ବର୍ଷା ଙ୍କୁ ଝୁରି ହେଉଥିଲେ ଅନୁଭବ ଙ୍କ ବାପା।
ଏହା ପରେ ଦିନ କୁ ଦିନ ତାଙ୍କ ଶରୀର ଅସୁସ୍ଥ ହେବାକୁ ଲାଗି ଥିଲା।ଆଇନ ର ବାଟ ଦେଇ ବର୍ଷା ଅନେକ ଚେଷ୍ଟା କରି ଥିଲେ ନିଜ ଶାଶୁ ଶ୍ବଶୁର ଓ ପରିବାର ସହିତ ରହିବା ପାଇଁ।ହେଲେ ଶେଷ ରେ ହାରି ଯାଇ ଥିଲେ ସେ।
ସବୁଦିନ ପାଇଁ ନିଜ ସ୍ଵାମୀ ଠାରୁ ଅଲଗା ହୋଇ ଗଲେ।ବଡ ବୋହୂ ହୋଇ ଏବେ ସେ ଶ୍ୱଶୁର ଙ୍କ ଶେଷ ରୀତି ନୀତି କରି ଥାଆନ୍ତେ।ହେଲେ ଏବେ ତାଙ୍କ ପାଇଁ ସବୁ କିଛି ଶେଷ ହୋଇ ଯାଇଚି।
ସେ ଇଚ୍ଛା କଲେ ମଧ୍ୟ ଆଉ ସେ ଘର କୁ ଫେରି ପାରିବେ ନାହି।ଏ କଥା ଶୁଣିଲେ ଦୁଃଖ ଲାଗୁ ଥିଲେ ମଧ୍ୟ କାହାକୁ ସେ ଏ କଥା କହି ପାରୁ ନାହାଁନ୍ତି।କେବଳ ଘର ଭିତରେ ଗୁମୁରି ଗୁମୁରି କାନ୍ଦୁଛନ୍ତି ଏବେ ବର୍ଷା ପ୍ରିୟଦର୍ଶିନୀ।

Advertisement