Feb 8, 2024, 18:16 IST

ବୋଟିଂ କରୁଥିଲେ ଲିପି ମହାପାତ୍ର ହଠାତ୍ ହେଲା ଏମିତି ଦେଖନ୍ତୁ Exclusive Visual

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣାର ସୂଚନା ପାଉଥିବେ। ଲୋକମାନେ ଓଲିଉଡ ଜଗତର ଅନେକ କଳାକାର ଏବଂ ଅନ୍ୟ ସମସ୍ତଙ୍କର କଥା ଏହି ସୋସିଆଲ ମିଡ଼ିଆ ସାହାଯ୍ୟରେ ଜାଣି ପାରୁଛନ୍ତି।
Special report
ତେବେ ବନ୍ଧୁଗଣ ଲିପି ମହାପାତ୍ରଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଆଲବମ ଜଗତ ଜରିଆରେ ସେ ଓଲିଉଡ ଜଗତରେ ଏଣ୍ଟ୍ରି କରିଥିଲେ। ଲିପିଙ୍କ ମାଆ ଜଣେ ଅଭିନେତ୍ରୀ ଥିଲେ ମାଆଙ୍କର ପ୍ରେରଣା କ୍ରମେ ଲିପି ଓଡ଼ିଆ ଇଣ୍ଡଷ୍ଟ୍ରିରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। 
୯୦ ଦଶକରୁ ସେ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବାର ନଜର ଆସିଛି ତାହେଲେ ନିଜର ସୁନ୍ଦର ଏକ୍ସପ୍ରେସନ୍ ଓ ଜବରଦସ୍ତ ଡାନ୍ସ କାରଣରୁ ସାରା ଓଡ଼ିଶାର ଲୋକମାନେ ତାଙ୍କୁ ସେତେବେଳେ ବୋହୁତ ସାରା ଭଲପାଇବା ଦେଇଥିଲେ।
Special report
ଆଲବମ୍ ପରେ ସେ ଓଲିଉଡ ସିନେମା ଜଗତରେ ଅଭିନୟ କରିଥିବାର ନଜର ଆସିଥିଲେ। ଓଲିଉଡ ଫିଲ୍ମରେ ତାଙ୍କୁ ବେଶୀ ସଫଳତା ନ ମିଳିବାରୁ ସେ ଓଡ଼ିଆ ଧାରାବାହିକରେ ଅଭିନୟ କରୁଥିବାର ଦେଖିବାକୁ ମିଳିଥିଲା। ତାହେଲେ ଓଡ଼ିଆ ଧାରାବାହିକରେ ତାଙ୍କର ଜବରଦସ୍ତ ଅଭିନୟ ଲୋକମାନଙ୍କୁ ବୋହୁତ ଆକୃଷ୍ଟ କରିଥିଲା।
ଆଉ ଦର୍ଶକ ମାନଙ୍କୁ ବୋହୁତ ଭଲ ଲାଗିଥିଲା ଲିପିଙ୍କ ଅଭିନୟ। ତେବେ ତାରାତାରିଣୀ ଧାରାବାହିକରେ ତାଙ୍କର ଜବରଦସ୍ତ ଅଭିନୟ ଲୋକମାନେ ଆଜି ପର୍ଯ୍ୟନ୍ତ ଭୁଲି ନାହାଁନ୍ତି। ତାରାତାରିଣୀ ଧାରାବାହିକ ସରିବା ପରେ ଲିପି
Special report
ଏବେ ଅନ୍ୟ କୌଣସି ଧାରାବାହିକରେ ଅଭିନୟ କରୁଥିବାର ନଜର ଆସି ନାହାଁନ୍ତି। କିଛି ରିୟାଲିଟି ସୋରେ ଜର୍ଜ ଭାବରେ ନଜର ଆସିଥିଲେ। ତେବେ ଏହି ଅଭିନେତ୍ରୀ ଜଣକ ଏବେ ଦିଦି ନମ୍ବର ୧ ସିରିଏଲରେ ହୋଷ୍ଟ ଭୂମିକାରେ ଅଭିନୟ କରିଛନ୍ତି। 
Special report
ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳୁଛି ଲିପି ବୋଟ ଚଳାଉଛନ୍ତି। ଏବଂ ସମୁଦ୍ର କୂଳରେ ବୋଟ ଚଳାଉଥିବାରୁ ଲିପି ବହୁତ ଖୁସି ଥିବାର ନଜର ଆସିଛନ୍ତି। ତାଙ୍କ ସହିତ ଜଣେ ସେଫଟି ପାଇଁ ତାଙ୍କ ସାଙ୍ଗରେ ବୋଟରେ ଅଛନ୍ତି।
ଆଉ ବୋଟଟି ଯେତେବେଳେ ମଝି ସମୁଦ୍ର ଭିତରକୁ ଯାଇଛି ଲିପି ଅଚାନକ ଛାନିଆ ହୋଇ ଯାଇଛନ୍ତି। ଯାହାକୁ ନେଇ ଏହି ଭିଡିଓଟି ସୋସିଆଲ ମେଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି।

Advertisement