Feb 19, 2024, 09:01 IST

ମାସର ଏହି ତାରିଖ ରୁ ବ୍ଲୁ ପ୍ୟାନ କାର୍ଡ କରିବା ଜରୁରୀ.. ଯଦି ନ କରିବେ ତାହେଲେ ଏମିତି ଭାବରେ ହଇରାଣ ହୋଇଯିବେ...

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏହା କହିବାକୁ ଯାଉଛୁ କି ବ୍ଲୁ ଆଧାର କାର୍ଡ କଣ? କାହିଁକି ଜରୁରୀ ଏହି ବ୍ଲୁ ଆଧାର କାର୍ଡ? ଏହି କାର୍ଡ କେଉଁ ମାନଙ୍କ ପାଇଁ ଉଦ୍ଦିଷ୍ଟ?
Special Report
ଆପଣ ମାନେ ଜାଣିଥିବେ କି ଭାରତର ପ୍ରତ୍ୟେକ ଲୋକଙ୍କ ପାଇଁ କିଛି ଡକ୍ୟୁମେଣ୍ଟ ନିହାତି ଜରୁରୀ ହୋଇଥାଏ। ଯେଉଁଥିରେ କି ଆଧାର କାର୍ଡ ମଧ୍ୟ ଖୁବ ଜରୁରୀ ହୋଇଥାଏ। ଦେଶରେ ୯୦% ଜନସାଧାରଣ ଙ୍କ ଆଧାର କାର୍ଡ ଅଛି।
ପ୍ରାୟ ୧୩୪ କୋଟି ଲୋକଙ୍କ ପାଖରେ ଆଧାର କାର୍ଡ ଅଛି। ଅନେକ ସ୍ଥାନରେ ଡକ୍ୟୁମେଣ୍ଟ ଭାବରେ ଆଧାର କାର୍ଡ ନିହାତି ଭାବରେ ଜରୁରୀ ଅଟେ। ତେବେ ଆପଣ ମାନେ ଏହା ଜାଣିଛନ୍ତି କି ଦୁଇ ପ୍ରକାରର ଆଧାର କାର୍ଡ ରହିଛି।
ଗୋଟେ ସାଧାରଣ ଆଧାର କାର୍ଡ ଏବଂ ଏକ ବ୍ଲୁ ଆଧାର କାର୍ଡ। ତେବେ ଏହି ବ୍ଲୁ ଆଧାର କାର୍ଡ କଣ ଓ ଏହା କାହିଁକି ହୋଇଥାଏ? ଆଧାର କାର୍ଡ ଏକ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ହୋଇଥାଏ।
Special report
ଆଧାର କାର୍ଡ ପରି ଏହା ୟୁନିକ୍ ଆଇଡେଣ୍ଟିଫିକେଶନ ଅଥୋରିଟି ଅଫ ଇଣ୍ଡିଆ UIDI ଦ୍ବାରା ମଧ୍ଯ ଜାରି କରାଯାଇଛି। ପାଞ୍ଚ ବର୍ଷରୁ କମ୍ ବୟସର ପିଲା ମାନଙ୍କ ପାଇଁ ଏହା ତିଆରି କରାଯାଇଛି। ଏହାକୁ ବାଲ୍ ଆଧାର କାର୍ଡ ମଧ୍ଯ କୁହା ଯାଇଥାଏ।
ଯେପରି ସଧାରଣ ଆଧାର କାର୍ଡ ରେ ଲୋକଙ୍କ ବାଇ ମେଟ୍ରିକ୍ ଆଙ୍ଗୁଠି ଛାପା ଥାଏ ସେପରି ବ୍ଲୁ ଆଧାର କାର୍ଡ ରେ ବାଇ ମେଟ୍ରିକ୍ ନଥାଏ। ବ୍ଲୁ ଆଧାର କାର୍ଡ ର ମୂଲ୍ୟ ସଧାରଣ କାର୍ଡ ରଙ୍ଗ ଭିନ୍ନ ହୋଇଥାଏ।
ସାଧାରଣ ଆଧାର କାର୍ଡ ଧଳା ରଙ୍ଗର ଅଟେ ଓ ବ୍ଲୁ ଆଧାର କାର୍ଡ ନୀଳ ରଙ୍ଗର ଅଟେ। ଏହାକୁ କରିବାକୁ ହେଲେ ଆପଣଙ୍କୁ ଏହାର ଅଫିସିଆଲ୍ ୱେବ ସାଇଟ କୁ ଯିବା ପାଇଁ ହେବ।
ଏହାପରେ ଆପଣ ମାନେ ସେଠାରେ ଆଧାର କାର୍ଡ ଲିଙ୍କ ରେ କ୍ଲିକ୍ କରିବାକୁ ହେବ। ଏଠାରେ ଆପଣଙ୍କୁ ଶିଶୁର ନାମ , ଇମେଲ ଆଇଡି ଓ ମୋବାଇଲ ନମ୍ବର୍ ମଧ୍ୟ ଦେବା ପାଇଁ ହେବ। ଏଭଳି ଅନେକ ଫର୍ମାଟ ରେ ଏହାକୁ ଆପଲାଏ କରିବାକୁ ହେବ।

Advertisement