ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି। ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।

ଇଣ୍ଟରନେଟ ଦୁନିଆରେ ବିଭିନ୍ନ ପ୍ରକାରର ଭିଡିଓ ପ୍ରତିଦିନ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ କ୍ରିକେଟ କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ବିଶ୍ୱକପରେ ଯେମିତି ହାର୍ଦିକ ପାଣ୍ଡିଆ ପାକିସ୍ତାନ ବିପକ୍ଷ ମ୍ୟାଚରେ ବଲକୁ କିଛି କହିବା ପରେ ସଙ୍ଗେ ସଙ୍ଗେ ୱିକେଟ ପଡ଼ିଥିଲା।
ଠିକ୍ ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷ ବକ୍ସିଂ ଟେଷ୍ଟରେ ମଧ୍ୟ ବିରାଟ କଳାଯାଦୁ କରିଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି। କାରଣ ଦକ୍ଷିଣ ଆଫ୍ରିକା ସହିତ ସେମିତି କିଛି କରିଦେଇଛନ୍ତି ବିରାଟ କୋହିଲି।

ବିରାଟ ୱିକେଟ ବେଲକୁ ଛୁଇଁଲା ପରେ ୱିକେଟ ପଡ଼ିଯାଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୪୫ ରନ୍ ସଂଗ୍ରହ କରିଥିଲା। ତେବେ ଟେଷ୍ଟର ଦ୍ୱିତୀୟ ଦିନରେ ବ୍ୟାଟିଂ କରିଥିଲା ଦକ୍ଷିଣ ଆଫ୍ରିକା।
ଡିନଏଲ୍କର ଏବଂ ଡୋନିଡିଜର୍ଜ ମଇଦାନ ଉପରେ ବ୍ୟାଟିଂ କରୁଛନ୍ତି। ଉଭୟଙ୍କର ପାର୍ଟନରସିପ ୧୦୪ ରନ ହୋଇଯାଇଥିଲା। କିନ୍ତୁ ୱିକେଟ ପଡୁ ନଥିଲା ଆଉ ଏତିକି ବେଳେ ବଲିଂ କରିବାକୁ ଆସିଥିଲେ ବୁମରା।

ବୁମରାଙ୍କର ଚତୁର୍ଥ ବଲରେ ବିରାଟ ୱିକେଟ ପାଖକୁ ଆସି ୱିକେଟର ବେଲକୁ ବଦଳେଇ ଦେଇଥିଲେ। ଯାହାଫଳରେ ବୁମରାଙ୍କର ଶେଷ ବଲରେ ପଡ଼ିଥିଲା ଡୋନିଡିଜର୍ଜଙ୍କର ୱିକେଟ ଆଉ ପାର୍ଟନରସିପରେ ହୋଇଥିଲା।
ବିରାଟ କୋହଲିଙ୍କ ପୂର୍ବତନ ବଲର ସୁଟଆଡ଼ବ୍ରୋଡ ମଧ୍ୟ ଏମିତି କିଛି କଳାଯାଦୁ ଦେଖାଇଥିଲେ। ଚଳିତବର୍ଷ ଅଷ୍ଟ୍ରେଲିଆର ଟେଷ୍ଟ ମ୍ୟାଚରେ ବ୍ରୋଡ ମଧ୍ୟ କରିଥିଲେ କଳାଯାଦୁ।
ଯେତେବେଳେ ଅଷ୍ଟ୍ରେଲିଆର ୱିକେଟ ଯାଉନଥିଲା ସେତେବେଳେ ବ୍ରୋଡ ୱିକେଟ ପାଖକୁ ଆସି ବେଲକୁ ବଦଳାଇ ଦେଇଥିଲେ ତା'ପରେ ୱିକେଟ ପଡ଼ିଥିଲା।