Dec 5, 2023, 12:38 IST

ବିଜେପି ଉପରେ ସଙ୍ଗୀନ ଆରୋପ ଲଗେଇଲେ ସୁର ରାଉତ୍ ରାଏ...

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଏବେ ରାଜସ୍ଥାନ,ଛତିଶଗଡ଼,ତେଲେଙ୍ଗାନା,ମଧ୍ୟପ୍ରଦେଶ ଓ ମିଜୋରାମ ରେ ନିର୍ବାଚନ ଚାଲୁ ରହିଛି।ମିଜୋରାମ କୁ ଛାଡି ଦେଲେ ଅନ୍ୟ ସବୁ ରାଜ୍ୟ ରେ ଭୋଟ ଗଣନା ଶେଷ ହୋଇଛି।
Special Report
ସବୁ ଠାରେ ପ୍ରାୟ ଭାରତୀୟ ଜନତା ପାର୍ଟି ବିପୁଳ ସଂଖ୍ୟାରେ ଭୋଟ ରେ ବିଜୟ ହାସଲ କରିଛି।ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।କିଛି ରାଜନୈତିକ ଦଳ ମାନେ ଏ ନେଇ ମୁହଁ ଖୋଲି ଛନ୍ତି।
ଓଡ଼ିଶା ରେ କଂଗ୍ରେସ ନେତା ସୁର ରାଉତ ରାୟ ଏ ନେଇ କହିଛନ୍ତି କି ଭାରତୀୟ ଜନତା ପାର୍ଟି ଟଙ୍କା ଦେଇ ଏହି ଭୋଟ କୁ ଜିତି ଯାଇଛନ୍ତି।ଗୋଟିଏ ଭୋଟ ପାଇଁ ସେମାନେ ଦଶ ହଜାର ଟଙ୍କା ଲେଖାଁଏ ଦେଇଛନ୍ତି।
ଯେଉଁଥିପାଇଁ ସେମାନେ ଏହି ନିର୍ବାଚନ କୁ ଜିତି ଯାଇଛନ୍ତି।ତେଲେଙ୍ଗାନା ରେ କିଛି ଧନୀ ଓ ବୁଦ୍ଧିଜିବି ମାନେ କଂଗ୍ରେସ କୁ ଭୋଟ ଦେଇ ଜିତାଇ ଦେଇଛନ୍ତି।ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଦେଉଛି।
Special Report
ସେମାନେ ସବୁ ବେଳେ ଠିକ୍ କୁ ବାଛି ଛନ୍ତି।ହେଲେ ମଧ୍ୟପ୍ରଦେଶ,ଛତିଶଗଡ଼,ରାଜସ୍ଥାନ ରେ ଲୋକ ମାନ ଙ୍କୁ ଟଙ୍କା ଦେଇ ନରେନ୍ଦ୍ର ମୋଦୀ ଓ ଅମିତ ଶାହା କିଣି ନେଇଛନ୍ତି।
ସେଠାରେ ସେମାନେ ପ୍ରଚୁର ପରିମାଣ ରେ ଟଙ୍କା କାରବାର କରିଥିଲେ।ଯେଉଁଥିପାଇଁ ବିଜୟ ହାସଲ କରିଛନ୍ତି।ଆମେ ଭାବିଥିଲୁ ସେଠାରେ କଂଗ୍ରେସ ଦଳ ବିଜୟ ହାସଲ କରିବ।ହେଲେ ତାହା ସମ୍ଭବ ହେଲା ନାହିଁ।
ଏବେ ଦେଖିବାକୁ ବାକି ରହିଲା ମିଜୋରାମ ରେ କେତେବେଳେ ଭୋଟ ଗଣନା ଶେଷ ହେଉଛି।ସେଠାରେ କେଉଁ ଦଳ ବିଜୟ ହାସଲ କରିଛି।ଓ କେଉଁ ଦଳ ର ପରାଜୟ ହେଉଛି।ଏଭଳି କିିଚି କହିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ।

Advertisement