Updated: Jan 30, 2024, 12:00 IST

ବିଜେଡି ରେ ମିଶିଗଲା ଦୈତାରି ପଣ୍ଡା, ଆଉ ବାପି ପଣ୍ଡା.. ଏଥର ରାଣୀ ପଣ୍ଡା କଣ କରିବେ..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଯାତ୍ରା ଜଗତର ବାଦଶାହା ଦଇତାରୀ ପଣ୍ଡା ବିଜେଡିରେ ଯୋଗ ଦେଇଛନ୍ତି। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଥିଲେ କି ଭଲ ଲୋକଙ୍କୁ ସେ ସବୁବେଳେ ବାଛନ୍ତି।
Special report
ସେଥିପାଇଁ ହିଁ ସେ ବିଜେଡ଼ି ରେ ଯୋଗ ଦେଇଛନ୍ତି। ଓଡ଼ିଶାର କଳା ସଂସ୍କୃତିର ଆଗକୁ ବହୁତ୍ ବିକାଶ ହେବ ବୋଲି ଦଇତାରୀ ପଣ୍ଡା କହିଥିଲେ। କଳା ସଂସ୍କୃତି କୁ ନେଇ ଗର୍ବ ମଧ୍ୟ କରିବେ।
ଶ୍ରୀ ମନ୍ଦୀର ଯେମିତି ଜଳି ଉଠୁଛି ସେଭଳି ଯାତ୍ରା ସଂସ୍କୃତି ମଧ୍ୟ ଆହୁରି ଜଳି ଉଠିବ ବୋଲି କହିଥିଲେ। ଯାତ୍ରା କୁ ଆହୁରି ଆଗକୁ ପହଞ୍ଚାଇବେ ଓ ଓଡ଼ିଶାର କଳା ସଂସ୍କୃତିର ବିକାଶ କରିବା ପାଇଁ ସେ ବିଜେଡ଼ି ରେ ଯୋଗଦାନ କରିଛନ୍ତି।
କଳା ଜଗତରେ ଅନେକ ଅସୁବିଧା ରହି ଯାଇଛି ଯାହାକୁ କି ସେ ସରକାର ଙ୍କ ଆଖି ଆଗକୁ ଆଣିବେ ବୋଲି କହିଥିଲେ। ସେ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ଜଗନ୍ନାଥ ବୋଲି କହିଥିଲେ।
Special report
ସେ ଓଡ଼ିଶାର ଅନେକ ବିକାଶ କରିଛନ୍ତି ଆଗକୁ ମଧ୍ୟ ଓଡ଼ିଶାର ବିକାଶ ର ବାର୍ତ୍ତା ଦେବେ। ସବୁ ସ୍ତରରେ ସମସ୍ତେ ଆନନ୍ଦ ହେବେ ଆଉ ସମସ୍ତେ ମଧ୍ୟ ଖୁସୀରେ ରହିବେ।
ସମସ୍ତଙ୍କ ମୁହଁରେ ହସ ଫୁଟାଇବା ପ୍ରୟାସ ରେ ଆଜି ସେ ଆସିଛନ୍ତି। ସବୁ ସ୍ତରରେ ସବୁ ବିଭାଗରେ ମଧ୍ୟ ସମସ୍ତଙ୍କର ଦୁଃଖ ସେ ବୁଝିବେ। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଠିକ ସମୟରେ ଠିକ୍ ଭାବରେ ନିଷ୍ପତ୍ତି ନେବେ।
ଏବେ ଦଇତାରୀ ପଣ୍ଡା ଙ୍କ ବିଜେଡ଼ି ଦଳରେ ଯୋଗ ଦେବା ନେଇ ଖୁବ୍ ଜୋରେ ଚର୍ଚ୍ଚା ହେବାରେ ଲାଗିଛି। ଅନେକ ଲୋକମାନେ ଏହା ମଧ୍ୟ କହିଛନ୍ତି କି ଏହା ଦ୍ବାରା ରାଣୀ ପଣ୍ଡା ଙ୍କ ପ୍ରତି ଅସୁବିଧା ବଢ଼ି ପାରେ ବୋଲି।
ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି କି ଦଇତାରୀ ପଣ୍ଡା ଙ୍କ ବିଜେଡିରେ ଯୋଗ ଦେବା କେତେଦୂର ଠିକ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement