Updated: Jan 2, 2024, 14:06 IST

ବିଜେଡି ନେତା ଅରୁଣ ହେଲେ ଶଙ୍ଖ ଫୁଙ୍କିବାରେ ଫେଲ.. ଯେତେ ଫୁଙ୍କିଲେ କଣ ହେବ ଖାଲି ତ ଶଙ୍ଖ ରୁ ପବନ ବାହାରୁଛି

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏବେ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ରାଜ୍ଯ ରାଜନୀତି ମଧ୍ୟ ସେତିକି ସୁଦୃଢ ହେବାରେ ଲାଗିଛି। ନେତା ମାନଙ୍କ ସମ୍ପର୍କରେ ଅନେକ ଖବର ମଧ୍ୟ ପ୍ରକାଶିତ ହେବାରେ ଲାଗିଛି।
Special Report
ଦୀର୍ଘ ବର୍ଷ ହେବ ଶାସନ କରିବା ପରେ ବିଜେଡ଼ି ପୁଣି ଥରେ କ୍ଷମତା ନିଜ ହାତକୁ ନେବା ପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ମଧ୍ୟ ରହିଛି। ଆଉ ଆଶା ମଧ୍ୟ ରହିଛି କି ଏଥର ନିର୍ବାଚନରେ ବାଜି ମାରିବ ବୋଲି।
ହେଲେ ବିଜେଡ଼ି ପଛରେ ଅନେକ ବିରୋଧୀ ଦଳ ମାନେ ମଧ୍ୟ ଲାଗି ରହିଛନ୍ତି ଯେଉଁମାନେ କି ଆଦୌ ଚାହୁଁ ନାହାଁନ୍ତି କି ବିଜେଡ଼ି ଏହି ନିର୍ବାଚନ ଜିତୁ ବୋଲି। ହେଲେ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି
ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏହି ଭିଡିଓ ରେ ବରିଷ୍ଠ ବିଜେଡ଼ି ନେତା ଅରୁଣ ସାହୁ ଙ୍କୁ ଦେଖିବାକୁ ମିଳିଛି। ଅରୁଣ ସାହୁ ଙ୍କୁ ଏହି ଭିଡିଓ ରେ ଶଙ୍ଖ ଫୁଙ୍କୁ ଛନ୍ତି।
Special Report
ମାତ୍ର ଆଶ୍ଚର୍ଯ୍ୟର କଥା ଏହା କି ସେ ଯେତେ ଶଙ୍ଖ ଫୁଙ୍କିବାକୁ ଚେଷ୍ଟା କରିଲେ ମଧ୍ୟ ଆଦୌ ହେଲେ ମଧ୍ୟ ସେ ଶଙ୍ଖ ଫୁଙ୍କି ପାରୁ ନାହାଁନ୍ତି। ଆଉ ଏହାକୁ ଦେଖି ବିରୋଧୀ ଦଳ ମାନେ ଅନେକ କଥା କହିଛନ୍ତି।
ସେମାନେ କହିଛନ୍ତି କି ଅନେକ ଦିନ ଧରି ଅରୁଣ ସାହୁ ବିଜେଡିରେ ରହିଲେ ମଧ୍ୟ ବିଜେଡିର ଦଳୀୟ ଚିହ୍ନ ଶଙ୍ଖ ଫୁଙ୍କି ପାରୁ ନାହାଁନ୍ତି। ଆଉ ଅନେକ ଲୋକମାନେ ମଧ୍ୟ ଏହି ସମାନ କଥା କହିଛନ୍ତି।
ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବା ସହ ଏହାକୁ ନେଇ ଲୋକମାନେ ଭିନ୍ନ ଭିନ୍ନ କଥା ମଧ୍ୟ କହିଛନ୍ତି। ମନ୍ତ୍ରୀ ଅରୁଣ ସାହୁ ଙ୍କ ସହ ଅନେକ ଦଳୀୟ କର୍ମଚାରୀ ମାନେ ମଧ୍ୟ ସାମିଲ ଥିଲେ।
ତେବେ ଏହି ସମ୍ପର୍କରେ ଆପଣ ମାନେ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement