Mar 2, 2024, 09:29 IST

ବିଜେଡି ର ମୁଖପାତ୍ର ଆସି କହିଲେ ଏମିତି କଥା...ଯୁଆଡ଼େ ଯୁଆଡେ ଶଙ୍ଖ : ସିଆଡେ ସିଆଡେ ସିଆଡେ ଉନ୍ନତି

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଆଗକୁ ନିର୍ବାଚନ ରହିଛି।ନିର୍ବାଚନ ରେ ବିଜୟ ହାସଲ କରିବା ପାଇଁ ସବୁଦଳ ଜୋର୍ ସୋର୍ ରେ ନିଜ କାମ କରୁଛନ୍ତି।ଓଡ଼ିଶା ରେ ବିଜେଡି ଦଳ ଦୀର୍ଘ ୨୦ ବର୍ଷ ଧରି ଶାସନ କରି ଆସୁଛନ୍ତି।
Special report
ଲୋକ ମାନେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଖୁବ୍ ଭଲ ପାଆନ୍ତି।ସେ ଲୋକ ଙ୍କ ପାଇଁ ଅନେକ କାମ କରନ୍ତି ଆଗକୁ ମଧ୍ୟ କରୁ ଥିବେ।ତେବେ ଏ ନେଇ ଗତ କାଲି ବିଜେଡି ନେତା ତୁମ୍ବନାଥ ପଣ୍ଡା ଏକ ପ୍ରେସ ମିଟ୍ ଡକାଇ ଥିଲେ।
ସେଥିରେ ସେ କହି ଥିଲେ କି ବିଜେଡି ଦଳ ଦୀର୍ଘ ୨୦ ବର୍ଷ ଧରି ଶାସନ କରି ଆସୁଛନ୍ତି।ଲୋକ ମାନେ ତାଙ୍କୁ ପସନ୍ଦ କରୁଛନ୍ତି।ଲୋକ ମାନେ ଶଙ୍ଖ ଚିହ୍ନ କୁ ଗ୍ରହଣ କରିଛନ୍ତି।ମୁଖ୍ୟ ମନ୍ତ୍ରୀ ସେମାନଙ୍କ ପାଇଁ ବହୁତ କିଛି କରିଛନ୍ତି।
ଅନେକ ଯୋଜନା କରି ସେମାନଙ୍କର ବିକାଶ କରିଛନ୍ତି।ଗାଁ ଗାଁ ରେ ପାଣି ଠାରୁ ଆରମ୍ଭ କରି ରାସ୍ତା ଘାଟ ସବୁ କରି ଛନ୍ତି।ଓଡ଼ିଶା ର ଲୋକ ମାନଙ୍କ ର ଶଙ୍ଖ ଚିହ୍ନ ପ୍ରତି ଆସ୍ଥା ବଢିବାରେ ଲାଗିଚି।କିଛି ବିଜେପି ନେତା ମାନେ ଏହାକୁ ସହି ପାରୁ ନାହାଁନ୍ତି।
Special report
ସେମାନେ ଏହାକୁ ପ୍ରତିବାଦ କରିବା ପାଇଁ ସବୁବେଳେ ଚେଷ୍ଟା କରୁଛନ୍ତି।ଶଙ୍ଖ ଚିହ୍ନ କୁ ଓଡ଼ିଶା ର ସରକାରୀ କାର୍ଯ୍ୟାଳୟ ରେ ବ୍ୟବହାର କରି ଛନ୍ତି।କିଛି ବିଜେପି ନେତା ମାନେ ଏହାକୁ ପ୍ରତିବାଦ କରିଛନ୍ତି।
ତେବେ ବିଜେଡି ନେତା ମାନେ ପ୍ରଶ୍ନ କରି ଛନ୍ତି କି ଯେତେବେଳେ ଜି ୨୦ ଲୋଗୋ ରେ ପଦ୍ମ ଫୁଲ ର ଚିହ୍ନ କାହିଁକି ବ୍ୟବହାର ହେଉ ଥିଲା।ସେତେବେଳେ କଣ ପାଇଁ ଏହାକୁ ଗୁରୁତ୍ଵ ଦିଆ ଯାଇ ନ ଥିଲା।ବର୍ତ୍ତମାନ ଏହି ଚିହ୍ନ କୁ ନେଇ କାହିଁକି ସବୁଠାରେ ଚର୍ଚ୍ଚା ହେଉଚି।
ଉଜ୍ଜଲା ଗ୍ୟାସ ଯୋଜନା ରେ ଏବେ ବିଜେପି ର ଦଳୀୟ ଚିହ୍ନ କୁ ବ୍ୟବହାର କରା ଯାଉଚି।ତେବେ ସେ ଯାହା ବି ହେଉ ଲୋକ ମାନେ ବିଜେଡି କୁ ସବୁବେଳେ ସମର୍ଥନ କରିଛନ୍ତି।
ଓ ଆଗକୁ ମଧ୍ୟ କରିବେ।ଓଡ଼ିଶା ବାବୁ ସବୁବେଳେ ନବୀନ ପଟ୍ଟନାୟକ ଙ୍କୁ ଭଲ ପାଇ ଆସିଛନ୍ତି।ତାଙ୍କରି ପାଇଁ ଓଡ଼ିଶା ର ଆଜି ଉନ୍ନତି ହୋଇଚି।ଓ ଆଗକୁ ମଧ୍ୟ ହେବ ବୋଲି କୁହା ଯାଇଛି।

Advertisement