Updated: Dec 10, 2023, 12:31 IST

୨୦୨୪ ରେ ଓଡ଼ିଶା ରୁ ବିଜେଡି କୁ ଉପାଡ଼ି ଫୋପାଡ଼ିବେ ମୋଦୀ, ସୋନିଆ ରାହୁଲ ପରି ନବୀନ ବାବୁ ଙ୍କୁ ହରେଇବା ର ମଜା ଅଲଗା

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଭଲ ଭାବେ ଜାଣି ଥିବେ।ସେ ଏବେ ନିଜର କାର୍ଯ୍ୟକଳାପ ପାଇଁ ସାରା ବିଶ୍ବ ରେ ପରିଚିତ।ଆଜି ତାଙ୍କୁ କିଏ ବା ନ ଜାଣେ।
Special Report
ସେ ଭାରତ ର ଏକ ନମ୍ବର ନେତା ରୂପେ ପରିଚିତ।ଆଜି ଆମେ ତାଙ୍କରି ବିଷୟ ରେ କହିବାକୁ ଯାଉଛୁ। ଆସିଛି ଏକ ବଡ ଖବର।ତାଙ୍କୁ ନେଇ କରା ଯାଇଥିବା ସର୍ଭେ ରେ ସେ ପ୍ରଥମ ସ୍ଥାନ ରେ ରହିଛନ୍ତି।ଯାହାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ଗତ କାଲି ଆମେରିକା ର ମନିଂ କନସଲ୍ଟ ରେ ଏକ ରିପୋର୍ଟ ପ୍ରକାଶ ପାଇ ଥିଲା।ଏଥିରେ ଶୀର୍ଷ ସ୍ଥାନ ରେ ରହିଛନ୍ତି ଭାରତ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି।
ସେ ୭୬ ପ୍ରତିଶତ ରେଟିଙ୍ଗ ପାଇଁ ସବୁଠାରୁ ଉପରେ ରହିଛନ୍ତି।ଏଥିରୁ ଜଣା ଯାଉଛି ଯେ ଆମ ପ୍ରଧାନ ମନ୍ତ୍ରୀ ଦେଶ ରେ କେତେ ଲୋକ ପ୍ରିୟ ନେତା।ତାଙ୍କୁ ଲୋକ ମାନେ ବହୁତ ପସନ୍ଦ କରନ୍ତି।ତାଙ୍କ ପଛ କୁ ରହିଛନ୍ତି ମେକ୍ସିକୋ ରାଷ୍ଟ୍ରପତି।
Special Report
ସେ ୬୬ ପ୍ରତିଶତ ରେଟିଙ୍ଗ ପାଇଁ ଦିତୀୟ ରେ ଅଛନ୍ତି।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତ୍ର ୧୦ ପ୍ରତିଶତ ରେଟିଙ୍ଗ ରେ ତାଙ୍କ ଠାରୁ ଆଗରେ ଅଛନ୍ତି।ଏହାକୁ ଶୁଣି ପ୍ରତ୍ୟେକ ଭାରତୀୟ ଖୁସି ମନାଇ ଛନ୍ତି।
ଆଜି ତାଙ୍କ ନିକଟ କୁ ଶୁଭେଚ୍ଛା ରେ ସୁଅ ଛୁଟି ଆସୁ ଥିଲା।ଆମେରିକା ରେ ଏହି ସର୍ଭେ କରା ଯାଇଥିଲେ।ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅଷ୍ଟମ ସ୍ଥାନ ରେ ଅଛନ୍ତି।
ଦୀର୍ଘ ବର୍ଷ ହେଲାଣି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ପ୍ରଥମ ସ୍ଥାନ ରେ ରହିଛନ୍ତି।ସୂଜରଲ୍ୟାଣ୍ଡ ର ରାଷ୍ଟ୍ରପତି ଙ୍କ ମୂଲ୍ୟ ୫୮ ପ୍ରତିଶତ ଓ ବ୍ରାଜିଲ ରାଷ୍ଟ୍ରପତି ଙ୍କ ମୂଲ୍ୟ ୪୯ ପ୍ରତିଶତ ଥିଲା।ଏହା ପଛକୁ ଅନେକ ଦେଶ ମାନେ ରହିଛନ୍ତି।ପ୍ରଥମ ରେ ନରେନ୍ଦ୍ର ମୋଦୀ ରହି ଥିବାରୁ ସମସ୍ତଙ୍କୁ ବହୁତ ଖୁସି ଲାଗିଛି।

Advertisement