Dec 4, 2023, 09:57 IST

ବିଶ୍ୱକପ ହାରିବା ପରେ ପାକିସ୍ତାନ କୁ ନିଜ ଦେଶ ରେ କୁକୁର ପରି ବ୍ୟବହାର : ଏୟାରପୋର୍ଟ ରୁ ଲୋକ ଙ୍କ ଜିନିଷ ବୋହୁଥବା ନଜର ଆସିଲା ଟିମ୍

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପାକିସ୍ତାନୀ ଖେଳାଳୀ ମାନଙ୍କୁ ମିଳିଲା ନାହିଁ ସମ୍ମାନ। ସେମାନେ ନିଜେ ହିଁ ନିଜର ଲଗେଜ ଉଠାଇ ଥିଲେ। ଏୟାର ପୋର୍ଟ ରେ ଓହ୍ଲାଇ ଖୁବ୍ ଅସୁବିଧାର ସମ୍ମୁଖୀନ ହୋଇଥିଲେ ପାକିସ୍ତାନର ଖେଳାଳୀ ମାନେ।
Special Report
ତାଙ୍କୁ କେହି ସେଠାକୁ ନେବାକୁ ଆସିଲେ ନାହିଁ କି ତାଙ୍କର ସ୍ବାଗତ ମଧ୍ଯ କରାଯାଇ ନଥିଲା। ଅଷ୍ଟ୍ରେଲିଆ ଗସ୍ତ ରେ ଯାଇଥିବା ପାକିସ୍ତାନୀ ଖେଳାଳୀ ଙ୍କୁ ଅପମାନିତ ହେବାକୁ ପଡ଼ିଛି।
ଦିନିକିଆ ସିରିଜ୍ ଖେଳିବାକୁ ଯାଇଥିବା ପାକିସ୍ତାନର ଖେଳାଳୀ ମାନଙ୍କ ଏଭଳି ଅବସ୍ଥା ଦେଖିବା ପରେ ସମସ୍ତେ ଏବେ ଏହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେମାନେ ସେଠାରେ ଖୁବ ହଇରାଣ ର ଶିକାର ମଧ୍ୟ ହୋଇଛନ୍ତି।
ଏହାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ମଧ୍ୟ ଲାଗୁଛି। ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ତରଫ ରୁ ସେଠାକୁ କେହି ହେଲେ ମଧ୍ୟ ଆସି ନଥିଲେ।
Special Report
ତାଙ୍କ ଜିନିଷ ମଧ୍ୟ ସେଠାରୁ କେହି ଉଠାଇ ନେଇ ନଥିଲେ। ସେମାନେ ତାଙ୍କ ଜିନିଷ କୁ ନିଜେ ନିଜେ ହିଁ ବୋହି ନେଇଥିଲେ। ଏଭଳି କି ପାକିସ୍ତାନ ର କ୍ରିକେଟ୍ ଟିମ୍ ସେଠାରେ ପହଞ୍ଚିବା ପରେ ପାକିସ୍ତାନର ଗଣ ମାଧ୍ୟମ ମଧ୍ୟ ସେଠାରେ ଉପସ୍ଥିତ ନଥିଲେ।
ଟ୍ରକ୍ ଉପରେ ଚଢ଼ି ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜ୍ୱାନ ତାଙ୍କର ଲଗେଜ୍ ଓହ୍ଲାଉ ଥିବାର ଦେଖିବାକୁ ମିଳିଥିଲା। ତାଙ୍କୁ ଅନ୍ୟ ଖେଳାଳୀ ମାନେ ମଧ୍ୟ ସହଯୋଗ କରୁଥିଲେ।
ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଲୋକମାନେ ଏବେ ଏହା କହିଛନ୍ତି କି ଖେଳାଳୀ ମାନଙ୍କୁ ଖୁବ ଅପମାନ ର ଶିକାର ହେବା ପାଇଁ ପଡିଛି।
ଏହି ଭିଡିଓ ଟି ଭାଇରାଲ ହେବାରେ ପରେ ପାକିସ୍ତାନୀ ଲୋକମାନେ ମଧ୍ଯ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି ତେବେ ଏହି ଭିଡିଓ ଦେଖିବା ପରେ ଆପଣଙ୍କ ଏଥିପ୍ରତି ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement