ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଲିଉଡ ଷ୍ଟାର ଅମିତା ବଚନଙ୍କୁ କେବେବି ମ୍ୟାଚ ନଦେଖିବା ପାଇଁ ସୋସିଆଲ ମିଡିଆରେ ଚେତାବନୀ ଦିଆଯାଉଛି। କାରଣ ଅମିତା ବଚନ ନିଜ ଅଫିସିଆଲ୍ ଆକାଉଣ୍ଟରେ ଲେଖିଛନ୍ତି- "ଯେତେବଳେ ସେ ମ୍ୟାଚ ଦେଖନ୍ତି ନାହିଁ, ସେତେବେଳେ ଇଣ୍ଡିଆ ମ୍ୟାଚ୍ ଜିତି ଥାଏ।

ବୁଧବାର ଦିନ ଆଇସିସି ୱାଲଡ କପ୍ ସେମି ଫାଇନାଲରେ ନିଉଜିଲ୍ୟାଣ୍ଡ ବିପକ୍ଷରେ ଇଣ୍ଡିଆ ଜିତିବାର କିଛି ମିନିଟ ପୂର୍ବରୁ ଏମିତି ଲେଖି ଅମିତା ବଚନ ପୋଷ୍ଟ କରିଥିଲେ। ଏହାପରେ ଅମିତା ବଚନଙ୍କ ସେହି ପୋଷ୍ଟ ଖୁବ୍ ଭାଇରାଲ ହୋଇଥିଲା।
ଆଉ ଏବେ ଲେଡିଯେନ୍ସ ଅମିତା ବଚନଙ୍କୁ ମ୍ୟାଚ୍ ନଦେଖିବା ପାଇଁ ଚେତାବନୀ ଦେଇଛନ୍ତି। କାରଣ ସମସ୍ତେ ଅନୁରୋଧ କରିଛନ୍ତି ଅମିତା ବଚନଙ୍କୁ ଯେ "ଆପଣ ଫାଇନାଲ ମ୍ୟାଚ୍ ଦେଖନ୍ତୁ ନାହିଁ"। କାରଣ ଅମିତା ବଚନ କହିଥିଲେ- "ସେ ଯେଉଁ ମ୍ୟାଚ୍ ଦେଖନ୍ତି ସେଥିରେ ଭାରତ ହାରିଯାଏ।

ସେଥିପାଇଁ ସମସ୍ତେ ଅନୁରୋଧ କରିଛନ୍ତି ଅମିତାଙ୍କୁ ଫାଇନାଲ ମ୍ୟାଚ୍ ନଦେଖିବାକୁ। ଏଭଳି କିଛିକଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆସନ୍ତା ରବିବାର ଦିନ ଆଇସିସି ୱାଲଡ କପ୍ ଫାଇନାଲ ମ୍ୟାଚ୍ ଅଛି ନିଉଜିଲ୍ୟାଣ୍ଡକୁ ହରାଇବା ପରେ ଏବେ ଇଣ୍ଡିଆ ଫାଇନାଲରେ ଏଣ୍ଟ୍ରି କରିଛି।
ତେବେ ସମସ୍ତେ ନେଟିଯେନ୍ସ ଅମିତା ବଚନଙ୍କୁ ଏହି ମ୍ୟାଚ୍ ନଦେଖିବାକୁ କହୁଛନ୍ତି। ଅମିତା ବଚନଙ୍କ ଏହି ପୋଷ୍ଟରେ ବହୁତ କମେଣ୍ଟ୍ ମଧ୍ୟ ଆସୁଛି। ଯେଉଁଥିରେ ମ୍ୟାଚ୍ ଦେଖିବାକୁ ମନା କରୁଛନ୍ତି ୟୁଜର ମାନେ।

ତେବେ ଆପଣ ମାନେ ଜାଣିଥିବେ ଏହି ୱାଲଡ କପ୍ ସେମି ଫାଇନାଲ ମ୍ୟାଚ ଦେଖିବା ପାଇଁ ମୁମ୍ବାଇର ୱାଖଡି ଷ୍ଟାଡିୟମରେ ଅନେକ ସେଲିବ୍ରେଟି ପହଞ୍ଚି ଥିଲେ। ଯେଉଁଥିରେ ଅନୁଷ୍କା ଶର୍ମା, ରଣବୀର କପୁର, ଜନ୍ ଆବ୍ରାମ, ସାହିଦ କପୁର ଆଦି ସମସ୍ତେ ସାମିଲ ଥିଲେ।
୨୦୨୩ ୱାଲଡ କପ୍ ସେମି ଫାଇନାଲରେ ବିରାଟ ପଚାଶ ତମ ଶତକ ସହ ସଚିନ ତେନ୍ଦୁଲକରଙ୍କ ସହ ୱାର୍ଲ୍ଡକପ୍ ଓଡ଼ିଆଇ ରେକଡ୍ ମଧ୍ୟ ଭାଙ୍ଗିଛନ୍ତି। ତେବେ ଏହି ମ୍ୟାଚରେ ବିରାଟ ଆଉଟ୍ ହେବା ପୂର୍ବରୁ ୮ ଚୌକା ଏବଂ ୧ ଛକା ମାରି ୧୦୬ ରନ କରିଥିଲେ।
ଆଉ ଏଭଳି ସ୍ଥଳେ ଅମିତା ବଚ୍ଚନ କହିଥିଲେ- "ସେ ମ୍ୟାଚ୍ ନଦେଖିବାରୁ ସେମି ଫାଇନାଲ ବି ଭାରତ ଜିତିଗଲା"। ସେଥିପାଇଁ ଏବେ ସମସ୍ତେ ସୋସିଆଲ ମିଡିଆରେ କହୁଛନ୍ତି ଯେ ଅମିତା ବଚନ ଏହି ଫାଇନାଲ ମ୍ୟାଚ ନଦେଖିବା ଜରୁରୀ। କାରଣ ଅମିତା ଫାଇନାଲ ମ୍ୟାଚ ନଦେଖିଲେ ଭାରତ ଜିତିଯିବ।