Feb 26, 2024, 18:34 IST

ବିନା ଡ୍ରାଇଭରରେ ରାଜ୍ୟ ବାହାରକୁ ଚାଲିଗଲା ଟ୍ରେନ ଦେଖନ୍ତୁ କେମିତି ହେଲା ଏତେବଡ଼ ଘଟଣା

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special report
ଏବେ ଖବର ଆସିଛି କି ଟ୍ରେନ ଆପେ ଆପେ ରାଜ୍ୟ ବାହାରକୁ ଚାଲି ଯାଇଛି । ଏହି ଟ୍ରେନ ବିନା ଚାଳକରେ କିଭଳି ସେଠାକୁ ଗଲା ଏହାକୁ ନେଇ ଏବେ ଖବର ଆସୁଛି । ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ ।
ବିନା ଚାଳକରେ ଷ୍ଟାର୍ଟ ହୋଇ ଚାଲିଗଲା ଟ୍ରେନ । ଟ୍ରେନ ଜମ୍ମୁ କାଶ୍ମୀରରୁ ଯାଇ ପଞ୍ଜାବରେ ଅଟକିଲା । ବିନା ଲୋକ ପାଇଲଟରେ ଟ୍ରେନ ଦୌଡିଲା । ଷ୍ଟେସନ ମାଷ୍ଟର ଏହା ଦେଖିବା ପରେ ମୁଣ୍ଡରେ ହାତ ଦେଇଦେଲେ ।
Special report
ଏହି ଟ୍ରେନ ସବୁ ଷ୍ଟେସନ ପାର ହୋଇ ଚାଲୁଥିଲା । ଆଉ ଏହି ଟ୍ରେନ ପଞ୍ଜାବରେ ପହଞ୍ଚିଥିଲା । ଏହି ଟ୍ରେନକୁ ଅଟକାଇବାକୁ ଚେଷ୍ଟା କରିଥିଲେ ସମସ୍ତେ କିନ୍ତୁ ସେଥିରେ ବିଫଳ ହୋଇଛନ୍ତି । ସବୁ ଷ୍ଟେସନରେ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଟ୍ରେନ ରହି ନଥିଲା ।
ଟ୍ରେନ ଆପେ ଆପେ ଗଡିଯାଇ ଜମ୍ମୁରୁ ପଞ୍ଜାବରେ ପହଞ୍ଚିଥିଲା । ଏହି ଟ୍ରେନ ଧୀରେ ଧିରେ ଦ୍ରୁତ ଗତିରେ ଯିବାକୁ ଲାଗିଥିଲା । ଅନେକ ଉପାୟ କରାଯାଉଥିଲା ଏହି ଟ୍ରେନକୁ ରୋକିବା ପାଇଁ କିନ୍ତୁ ଏହି ଟ୍ରେନ ରୋକିବାର ନାମ ହିଁ ନେଉ ନଥିଲା ।
Special report
ଏହି ଟ୍ରେନରେ ଚାଳକ ନାହିଁ କି ହର୍ଣ୍ଣ ମଧ୍ୟ ବାଜୁ ନଥିଲା । ଏହି ଟ୍ରେନ ଆଗରେ ଯିଏ ପଡ଼ିବ ସେ ମରିଯିବ । ଏହି ଟ୍ରେନ ଯିବା ବାଟରେ ଯଦି କେହି ପଡ଼ିବେ ତାହେଲେ ତାହାର ଜୀବନ ଚାଲିଯିବ ଏହାକୁ ନେଇ ସମସ୍ତେ ଚିନ୍ତାରେ ଥିଲେ ।
କେହି ଟ୍ରେନକୁ ଅଟକାଇ ପାରିଲେ ନାହିଁ । ୮୦ କିଲୋମିଟର ଗଡିଗଲା ଟ୍ରେନ । ଏହି ଟ୍ରେନ ଜମ୍ମୁ ରୁ ଗଡି ପଞ୍ଜାବରେ ପହଁଚିଗଲା । ଏହି ମାଲବାହୀ ଟ୍ରେନ ହଠାତ୍ ଗଡି ଯାଇଥିଲା । ଯେତେବେଳେ ଟ୍ରେନ ଲୋକ ପାଇଲଟ ଟ୍ରେନରୁ ଓହ୍ଲାଇଥିଲେ
ସେତେବେଳେ ସେ ହ୍ୟାଣ୍ଡ ବ୍ରେକ ଲଗାଇବାକୁ ଭୁଲି ଯାଇଥିଲେ । ଆଉ ଏହାପରେ ଏଭଳି ଘଟଣା ଘଟିଛି । ୭୦ ରୁ ୮୦ କିଲୋମିଟର ଟ୍ରେନ୍ ଗଡିବା ପରେ ଟ୍ରେନ ଅଟକି ଥିଲା । ଆଉ ଏବେ ରେଳ ସୁରକ୍ଷା ଉପରେ ପ୍ରଶ୍ନ ଆସୁଛି ।

Advertisement