ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ କୃଷ୍ଣ ଙ୍କ ଭଜନ ଗାଇ ଏବେ ଚର୍ଚ୍ଚା ରେ ଅଛନ୍ତି ବିଦେଶିନୀ।ଆପଣ ମାନେ ଆଗରୁ ଏପରି ଅନେକ ଖବର ଶୁଣି ଥିବେ।ଯେଉଁଥିରେ ବିଦେଶୀ ମହିଳା ମାନେ ଶାଢ଼ୀ ପିନ୍ଧି ଆମ ହିନ୍ଦୁ ଧର୍ମ ର ଦେବାଦେବୀ ଙ୍କୁ ପୂଜା କରି ଥାଆନ୍ତି।

ଆଜି ପୁଣି ଏକ ଖବର ଦେବାକୁ ଯାଉଛୁ ଆମେ ଆପଣ ମାନଙ୍କୁ।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆଗରେ କୃଷ୍ଣ ଙ୍କ ଭଜନ ଗାନ କରି ଏବେ ଚର୍ଚ୍ଚା ରେ ଅଛନ୍ତି ସେଭଳି ଜଣେ ବିଦେଶିନୀ।ତାଙ୍କ ନାମ ହେଉଚି କାଷ୍ମାଇ।ସେ ଜର୍ମାନୀ ର ଜଣେ ଜଣା ଶୁଣା ଗାୟକ।
ତାଙ୍କ ଗୀତ କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହି ଥାଏ। ଗତ କାଲି ସେ ଓ ତାଙ୍କ ମାଆ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ସାକ୍ଷାତ କରିବା ପାଇଁ ଯାଇ ଥିଲେ।ସେଠାରେ ସେ ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ଭଜନ କୁ ଗାନ କରି ଥିଲେ।

ଏହାକୁ ଶୁଣି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ସେ ତାଳି ମାରି ତାଙ୍କ ଗୀତ ର ଖୁବ୍ ପ୍ରଶଂସା କରୁ ଥିଲେ।ଏହି ଭିଡିଓ କୁ ଦେଖି ସମସ୍ତେ ଖୁବ୍ ପ୍ରଶଂସା କରୁଛନ୍ତି।ଜଣେ ବିଦେଶିନୀ ହୋଇ କିଭଳି ନିର୍ଭୁଲ ଭାବେ କୃଷ୍ଣ ଙ୍କ ଭଜନ ଗାଉ ଥିଲେ ତାହାକୁ ଶୁଣି ସବୁ ଚକିତ ହୋଇ ଗଲେ।
ଏହି ଭିଡିଓ କୁ ଗତ କାଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି।ଜଣେ ବିଦେଶିନୀ ହୋଇ ସେ ଭାରତ ପରମ୍ପରା ଓ ସଂସ୍କୃତି କୁ ଖୁବ୍ ଭଲ ପାଆନ୍ତି।

ସେ ଅନେକ ସମୟ ଧରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସହିତ କଥା ହୋଇ ଥିଲେ।ଏହା ପରେ ସେଠାରେ ପ୍ରଭୁ ଙ୍କ ଭଜନ ଗାନ କରି ଥିଲେ।ଏହି ଭିଡିଓ କୁ ନେଇ ଏବେ ସମସ୍ତେ ଖୁବ୍ ପ୍ରଶଂସା କରୁଛନ୍ତି।ସେ ମଧ୍ୟ ଆମ ସଂସ୍କୃତି ଓ ପରମ୍ପରା କୁ ଖୁବ୍ ଭଲ ପାଆନ୍ତି। ଆଗକୁ ମଧ୍ୟ ସେତିକି ଭଲ ପାଉ ଥିବେ ବୋଲି କହି ଥିଲେ।
ଜର୍ମାନୀ ର ଏହି ସିଙ୍ଗର ଜଣକ ସବୁବେଳେ ନିଜ ଗୀତ ପାଇଁ ପ୍ରସିଦ୍ଧ ଅଟନ୍ତି।ଆଜି ଏହି ସିଙ୍ଗର ଭାରତ ରେ ବି ନିଜ କମାଲ ଦେଖାଇ ଛନ୍ତି।ସେ ତାଙ୍କ ମାଆ ଙ୍କ ସହିତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ସାକ୍ଷାତ କରିବା ପାଇଁ ଆସି ଥିଲେ।ପ୍ରଧାନ ମନ୍ତ୍ରୀ ମୋଦି ତାଳି ମାରି ତାଙ୍କ ଗୀତ ର ଖୁବ୍ ପ୍ରଶଂସା କରି ଥିଲେ।