ନମସ୍କାର ପାଠକ ବନ୍ଧୁ।ସ୍ଵାମୀ ବର୍ବରତା ର ଶିକାର ହୋଇଛନ୍ତି ଜଣେ ମହିଳା।ନିଜ ସ୍ତ୍ରୀ କୁ ବିଚ୍ ରାସ୍ତା ରେ ଉଲଗ୍ନ କରି ପିଟିଲେ ସ୍ଵାମୀ।ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାର ତରଭା ଗ୍ରାମ ରେ।ସେଠାରେ ଜଣେ ମହିଳା ଙ୍କୁ ତାଙ୍କ ସ୍ଵାମୀ ଖୁବ୍ ପି-ଟି ଛନ୍ତି।
ମଝି ରାସ୍ତା ରେ ତାଙ୍କୁ ଉଲଗ୍ନ କରି ପିଟି ଥିଲେ।କିଛି ସ୍ଥାନୀୟ ଲୋକ ମାନେ ଏହାକୁ ଦେଖି ତାଙ୍କୁ ଅଟକାଇ ଥିଲେ।ତାଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରି ଥିଲେ।ଏହା ପରେ ମହିଳା ଜଣକ କାନ୍ଦି କାନ୍ଦି ସମସ୍ତଙ୍କ ପାଖରେ କହିଛନ୍ତି କି ତାଙ୍କୁ ନ୍ୟାୟ ଦିଆ ଯାଉ।
ସୂଚନା ଅନୁସାରେ ନୈନା ନାମକ ଝିଅ ଟି ଜନ୍ମ ରୁ ଅନାଥ ଥିଲେ।ସେ ଗୋଟିଏ ଅନାଥ ଆଶ୍ରମ ରେ ରହୁଥିଲେ।ତାଙ୍କ ପରିବାର ରେ କେହି ତାଙ୍କ ପାଖରେ ନ ଥିଲେ।ବଡ ହେବା ପରେ ସେ ନିକଟସ୍ଥ ଗୋଟିଏ ଶୋ ରୁମ୍ ରେ କାମ କରିଥିଲେ।ଅନାଥ ଆଶ୍ରମ ରେ ଆଉ ରହି ନ ଥିଲେ।ଏହା ପରେ ତାଙ୍କର ବିବାହ ପ୍ରସ୍ତାବ ଆସିଥିଲା।
ଏଥିରେ ନୈନା ରାଜି ହୋଇ ଯାଇଥିଲେ।ସେ ଭାବି ଥିଲେ କି ତାଙ୍କୁ ଗୋଟିଏ ପରିବାର ମିଳିଯିବ।ହେଲେ ତାଙ୍କ ସ୍ଵାମୀ ତାଙ୍କ ସହିତ ଏପରି କିଛି କରିବ ସେ କେବେ ବି ଭାବି ନ ଥିଲେ।ସେ ନିକଟସ୍ଥ ଗ୍ରାମ ର ସୁଶାନ୍ତ ଶର୍ମା ଓରଫ ଗୋଲୁ ଙ୍କୁ ବିବାହ କରି ଥିଲେ।
ବିବାହ ପରେ ସବୁ କିଛି ଠିକ୍ ଥିଲା।ତାଙ୍କର ତିନି ବର୍ଷ ର ଛୋଟ ଝିଅ ଟି ମଧ୍ୟ ଥିଲା।ହେଲେ ସ୍ଵାମୀ ଗୋଲୁ ସବୁଦିନ ମଦ୍ୟ ପାନ କରି ଘର କୁ ଫେରୁ ଥିଲେ।ତାଙ୍କ ସହିତ ଝଗଡ଼ା କରିବା ସହିତ ତାଙ୍କୁ ଖୁବ୍ ମା-ରୁ ଥିଲେ।ଶେଷ ରେ ତାଙ୍କ ଉପରେ ଦିନ ଦିନ ଅ-ତ୍ୟା-ଚା-ର ବଢ଼ିବାକୁ ଲାଗିଲା।
ବିଚ୍ ରାସ୍ତା ରେ ତାଙ୍କୁ ବାଡେଇ ବାଡେଇ ନେଇ ଗଲେ।ଏହା ପରେ ତାଙ୍କୁ ଖୁବ୍ ପି-ଟି ଥିଲେ।ଯାହାକୁ ସହି ପାରି ନ ଥିଲେ ତାଙ୍କ ଅଞ୍ଚଳ ର ଲୋକ ମାନେ।ସେମାନେ ସଙ୍ଗେ ସଙ୍ଗେ ପୋଲିସ କୁ ଖବର ଦେଲେ।ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳ ରେ ପହଞ୍ଚି ଥିଲା।
କିନ୍ତୁ ତାଙ୍କ ସ୍ବାମୀ ସେ ସ୍ଥାନ ରୁ ଫେରାର ହୋଇ ଯାଇଥିଲେ।ଏହା ପରେ ସ୍ଥାନୀୟ ଲୋକ ମାନେ ତାଙ୍କୁ ନେଇ ମେଡିକାଲ ରେ ଭର୍ତି କଲେ।ତାଙ୍କର ସେବା ଯତ୍ନ କରିଛନ୍ତି।ସେ ଆଉ ତାଙ୍କ ଘର କୁ ଯିବେ ନାହି ବୋଲି ସେ କହିଛନ୍ତି।
ତାଙ୍କ ଛୋଟ ଝିଅ ଓ ତାଙ୍କ ପାଇଁ କିଛି ବ୍ୟବସ୍ଥା କରିବା ପାଇଁ ସେ ସମସ୍ତଙ୍କ ପାଖରେ ଗୁହାରି କରିଛନ୍ତି।ଏବେ ସେ ମେଡିକାଲ ରେ ଅଛନ୍ତି।ଏହା ପରେ ସେ କୁଆଡେ ଯିବେ ଜଣା ପଡ଼ି ନାହିଁ।ପୋଲିସ ଏବେ ତାଙ୍କ ସ୍ଵାମୀ ଙ୍କୁ ଖୋଜୁଛି।ଏବେ ଦେଖିବାକୁ ବାକି ରହିଲା ଉକ୍ତ ମହିଳା ଙ୍କୁ କେବେ ନ୍ୟାୟ ମିଳୁଛି।