ନମସ୍କାର ପାଠକ ବନ୍ଧୁ।ଏବେ ଆମ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ସାମାନ୍ୟ ଘଟଣା ରୁ ଏକ ବଡ ଧରଣ ର ଘଟଣା ଘଟୁ ଥିବାର ଜଣା ପଡ଼ୁଛି।ଜଣେ ପୋଲିସ ଡିଏସପି ଙ୍କୁ ହତ୍ୟା କରା ଯାଇ ରାସ୍ତା କଡ଼ ରେ ପକାଇ ଦିଆ ଯାଇଛି।

ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ପଞ୍ଜାବ ଅଞ୍ଚଳରେ। ନୂଆ ବର୍ଷ ଦିନ ରାତି ରେ ଜଣେ ପୋଲିସ ଡିଏସପି ଙ୍କୁ ମାରି ଦିଆ ଯାଇଛି।ହେଲେ ଘଟଣା ଦିନ ତାଙ୍କୁ ମାରି ଥିବା ବ୍ୟକ୍ତି ଙ୍କ ବିଷୟ ରେ କିଛି ବି ଜଣା ପଡ଼ି ନ ଥିଲା।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଇଛି
ସୂଚନା ଅନୁସାରେ ସେହି ଡିଏସପି ଙ୍କ ନାମ ହେଉଚି ଦଳବିର ସିଂ।ସେଦିନ ସେ କୌଣସି ସ୍ଥାନ ରୁ ନିଜ ଘର କୁ ଫେରୁ ଥିଲେ।ଏହି ସମୟ ରେ ରାସ୍ତାରେ ଜୋର୍ ରେ ଭିଡ ହୋଇ ଥିଲା।ଡଳବିର ସିଂ ଜଣେ ଅଟୋ ବାଲା କୁ କହିଥିଲେ କି ତାଙ୍କୁ ନେଇ ଘରେ ଛାଡ଼ି ଆସିବା ପାଇଁ ହେଲେ
ସେ ଅଟୋ ବାଲା ରାଜି ହୋଇ ନ ଥିଲା।ଏଥିପାଇଁ ଦଲବିର୍ ସିଂହ ତାଙ୍କୁ ବାରମ୍ବାର କହିଥିଲେ।ହେଲେ ଶୁଣି ନ ଥିଲେ।ଶେଷ ରେ ଉଭୟ ଙ୍କ ମଧ୍ୟରେ ଖୁବ୍ ଝଗଡ଼ା ହେଲା।ଏଥିରେ ଦଲବିର ରାଗି ଯାଇ ନିଜ ପୋଲିସ ଚାକିରି ର ଗରିମା ଦେଖାଇବାକୁ ଲାଗିଲେ।

ସେହି ଅଟୋ ଚାଳକ କିଛି ନ ବୁଝି ସେହି ଡିଏସପି ଦଲବୀର ଙ୍କ ପୋଲିସ ବନ୍ଧୁକ କୁ ନେଇ ଆସିଥିଲେ।ଏହା ପରେ ସେ ଦଲବିର ଙ୍କ ମୁଣ୍ଡ ରେ ଗୁଳି ମାରି ଥିଲେ।ଏହା ପରେ ସେ ତଳକୁ ପଡ଼ି ଯାଇଥିଲେ।ଘଟଣା ସ୍ଥଳ ରେ ତାଙ୍କର ମୃତ୍ୟୁ ହୋଇ ଥିଲା।
ନିଜ ଭୁଲ କୁ ନ ଦେଖି ଘଟଣା ସ୍ଥଳ ରୁ ଅଭିଯୁକ୍ତ ଅଟୋ ଚାଳକ ଫେରାର ହୋଇ ଯାଇ ଥିଲା ଏହାର ପରଦିନ ଦଲବିର ଙ୍କ ମୃ-ତ ଦେହ ବସ୍ତି ଅଞ୍ଚଳ ରୁ ଉ-ଦ୍ଧା-ର କରା ଯାଇ ଥିଲା।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା।ଘଟଣା ର ତଦନ୍ତ ଆରମ୍ଭ ହୋଇ ଥିଲା।
ଏହାର ଠିକ୍ ଚାରି ଦିନ ପରେ ମୃ-ତ୍ୟୁ ର ଅସଲ କାରଣ ବିଷୟରେ ଜଣା ପଡି ଥିଲା।ପୋଲିସ ନିଜ ତଦନ୍ତ ଜାରି ରଖିଥିଲା।ଜଣା ପଡି ଥିଲା କି ଅଟୋ ଚାଳକ ହିଁ ପୋଲିସ ଡିଏସପି ଙ୍କୁ ହ-ତ୍ୟା କରିଚି।
ହତ୍ୟା ପରେ ନିଜ ଭୁଲ କୁ ଘୋଡାଇ ବାକୁ ଯାଇ ସେ ସେଠାରୁ ଫେରାର ହୋଇ ଯାଇଥିଲା।ଏହି ଘଟଣା ଏବେ ସେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି।ଏତେ ବଡ ଲୋକ ଙ୍କୁ ଜଣେ ସାଧାରଣ ଅଟୋ ଚାଳକ ମାରି ଦେଇଛି।