Updated: Jan 18, 2024, 12:04 IST

ବିବାହ ବିଚ୍ଛେଦ କରିବେ ସୋନିଆ ଆଉ ଶୋଇବ, ସେ ଲୋକ ଟା ମତେ ଘୁଷୁରୀ ଭଳିଆ ଗନ୍ଧାଉଛି

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଲଗା ହେବେ ସାନିଆ ଏବଂ ଶୋଏବ। ପୁଣି ତାଙ୍କର ଛାଡ଼ପତ୍ର ଖବର କୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଦୀର୍ଘଦିନର ଚର୍ଚ୍ଚା ପରେ ମଧ୍ୟ ମିଳିନି କୌଣସି ପ୍ରତିକ୍ରିୟା।
Special Report
ଭାରତର ଟେନିସ ତାରକା ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ ଙ୍କ ଘଟଣା ଦୀର୍ଘଦିନ ହେବ ଖୁବ୍ ଚର୍ଚ୍ଚା ରେ ରହିଛି। ହେଲେ ଏହି ଖବର କୁ ନେଇ କୌଣସି ସ୍ପଷ୍ଟ ସୁଚନା ମିଳି ନାହିଁ।
ବର୍ତ୍ତମାନ୍ ପୁଣି ଏହି ଦୁଇ ସେଲିବ୍ରିଟି ଙ୍କ ଛାଡ଼ପତ୍ର ର ଖବର ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହି ଥାଆନ୍ତି ସାନିଆ ମିର୍ଜା। ସେ ଅନେକ ସମୟରେ ନିଜ ପୁଅ ସହ ଫଟୋ ମଧ୍ୟ ପୋଷ୍ଟ କରିଥାଆନ୍ତି।
ସେହିପରି ସେ ନିଜର ସ୍ୱାମୀ ଶୋଏବ ମଲ୍ଲିକ ଙ୍କ ସହ ଅନେକ ଫଟୋ ମଧ୍ୟ ସେୟାର କରନ୍ତି। ଏହି ଫଟୋ ଗୁଡିକ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଥାଏ।
Special Report
ହେଲେ ବର୍ତ୍ତମାନ୍ ସାନିଆ ଏଭଳି କିଛି ପୋଷ୍ଟ କରିଛନ୍ତି ଯାହାକୁ ନେଇ କୁହା ଯାଉଛି ଯେ ତାଙ୍କର ସମ୍ପର୍କ କିଛି ଠିକ ଚାଲି ନାହିଁ। ରିପୋର୍ଟ ଅନୁସାରେ ସାନିଆ ମିର୍ଜା ତାଙ୍କର ସ୍ୱାମୀ ଶୋଏବ ମଲ୍ଲିକ ଙ୍କ ସହ ସମସ୍ତ ଫଟୋ ଡିଲେଟ କରି ଦେଇଛନ୍ତି।
ଏହାପରେ ଦୁଇ ଜଣଙ୍କ ଛାଡ଼ପତ୍ର ଖବର ପୁଣି ଚର୍ଚ୍ଚାର ବିଷୟ ପାଲଟିଛି। ସାନିଆ ଙ୍କ ଏଭଳି କରିବା ଏହା ଦର୍ଶାଉଛି କି ଦୁହେଁ ଏବେ ଅଲଗା ହେବାର ନିଷ୍ପତ୍ତି ନେଇ ସାରିଛନ୍ତି।
ଆଉ ଖୁବ୍ ଶୀଘ୍ର ମଧ୍ଯ ସାନିଆ ଏନେଇ ଘୋଷଣା କରି ପାରନ୍ତି। ଦୁହିଁଙ୍କୁ ଏବେ ଅନେକ ଦିନ ଧରି ଏକାଠି ଦେଖିବାକୁ ମିଳେ ନାହିଁ। ଅନେକ ଦିନ ଧରି ଦୁହିଁଙ୍କୁ କେଉଁଠାରେ ସ୍ପଟ୍ ମଧ୍ଯ କରାଯାଇ ନାହିଁ। କେବଳ ସୋସିଆଲ ମିଡ଼ିଆ ରେ ହିଁ ତାଙ୍କୁ ଏକାଠି ଦେଖିବାକୁ ମିଳଥାଏ।
କେହି କେହି ତାଙ୍କର ଛାଡ଼ପତ୍ର ଗୁଜବ କୁ ଏକ ପ୍ରଚାର ଓ ପ୍ରସାର ବୋଲି ମଧ୍ୟ କହିଛନ୍ତି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Advertisement