Feb 3, 2024, 12:18 IST

Bhubaneswar ରେ ରାତି ରେ ସୁରକ୍ଷିତ ନୁହେଁ ରାଜପଥ, ସ୍କୁଟି ରେ ଧକ୍କା ଦେଇ ୨ କିମି ଘୋଷାଡି ନେଇଗଲା ମଦୁଆ ଡ୍ରାଇଭର..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଅନେକ ଘଟଣା ମାନ ଦେଖୁଥିବେ। ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ ଅନେକ ଘଟଣା ମଧ୍ୟ ଖୁବ ଭାଇରାଲ୍ ହୋଇଥାଏ।
Special report
ସେହି ଭାଇରାଲ୍ ହେଉଥିବା ଘଟଣା ଗୁଡିକ ମଧ୍ୟରୁ ଆମେ ଆପଣଙ୍କୁ ଏକ ଘଟଣା ଦେଖାଇବାକୁ ଯାଉଛୁ ଯାହାକୁ ଦେଖି ଆପଣ ମାନେ ବିଶ୍ବାସ କରି ପାରିବେ ନାହିଁ। ଏହି ଦୃଶ୍ୟ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସମୟ ପାଖାପାଖି ରାତି ୯ ଟା ହେବ। ରାସ୍ତା ମଝିରେ ଲୋକ ମାନଙ୍କ ଭିଡ଼ ମଧ୍ୟ ଲାଗି ରହିଥିଲା। ରାସ୍ତା ଉପରର ସେହି ଭିଡ଼ ମଧ୍ୟ ଟ୍ରାଫିକ କୁ ପାର କରି ଆଗକୁ ଯାଉଥିଲା। ହେଲେ ଠିକ ସେହି ସମୟରେ ହିଁ ରାସ୍ତା ଉପରେ ଶୁଣିବାକୁ ମିଳିଥିଲା ଏକ ଭୟଙ୍କର ଶବ୍ଦ।
ସେହି ଶବ୍ଦ ଏତେ ଭୟଙ୍କର ଥିଲା ଯେ ସମସ୍ତଙ୍କ ନଜର ସେହି ଶବ୍ଦ ଆଡକୁ ହିଁ ଚାଲି ଯାଇଥିଲା। ଏହାପରେ ଦେଖୁ ଦେଖୁ ଏକ ଚଳନ୍ତା କାର ଏକ ସ୍କୁଟି କୁ ଧକ୍କା ଦେଇ ଦେଇଥିଲା।
Special report
ସେହି କାର ର ଗତି ଏତେ ଥିଲା ଯେ ରାସ୍ତା ଉପରେ କାର୍ କୁ ଘୋଷାଡି ନେଇ ଆଗକୁ ଚାଲିଥିଲା। ଏହି ଭିଡିଓ ରେ ଦେଖିବାକୁ ମିଳିଛି କି କାର ତଳେ ଗାଡ଼ିଟି ଘୋଷାଡି ହୋଇ ଚାଲିଛି। ଯାହା ଫଳରେ କି ରାସ୍ତାରେ ମଧ୍ୟ ନିଆ ବାହାରି ଚାଲିଛି।
ଏହି ଭିଡିଓ କୁ ଦେଖି ଆପଣ ମାନେ ଅନୁମାନ କରି ପାରୁଥିବେ କି କେତେ ସ୍ପିଡ୍ ରେ ଏହି କାର ଟି ରହି ଥିବ। ଆଉ ଯଦି କେହି ସେ ସ୍କୁଟି ରେ ଥିବ ତେବେ ତାର ଅବସ୍ଥା କଣ ହୋଇ ଥିବ।
ଏହି ଘଟଣା କୌଣସି ଫିଲ୍ମ୍ ସୁଟିଂ ର ନୁହେଁ ବରଂ ଏହା ହେଉଛି ରାଜଧାନୀ ରାଜ ରାସ୍ତାର। ଯେଉଁଠି ଏକ କାର ଅନ୍ୟ ଏକ ସ୍କୁଟି କୁ ଘୋଷାଡି ନେଇ ଯାଉଥିବା ଦେଖିବାକୁ ମିଳି ଥିଲା।
ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଏବେ ମଧ୍ୟ ଅନେକ ଲୋକମାନେ ଦେଖି ସାରିଛନ୍ତି। ଆଉ ଏଭଳି ଦୁଃସାହସିକ କାମର ସେମାନେ ପ୍ରତିବାଦ ମଧ୍ୟ କରିଛନ୍ତି।

Advertisement