ନମସ୍କାର ପାଠକ ବନ୍ଧୁ।ଓଡ଼ିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କଥା ସତ ହେବାକୁ ଯାଉଛି।ଆମ ରାଜ୍ୟ ରେ ଗଢିବାକୁ ଯାଉଚି ପ୍ରଥମ ଥର ପାଇଁ ମେଟ୍ରୋ ଟ୍ରେନ।ଯାହାର ଶିଳାନ୍ୟାସ ଆଜି କରା ଯାଇଛି।ଆଗକୁ ନିର୍ବାଚନ ରହିଛି।
![Special Report](https://news38times.com/static/c1e/client/93724/uploaded/9901a727bee1e0ea294bb594ba8b7fcb.jpg)
ତାହାକୁ ଦୃଷ୍ଟି ରେ ସମସ୍ତେ ନୂଆ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି।ନିକଟରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ୍ ସେବା ଯୋଗାଇ ଦେଇ ଥିଲେ।ଏବେ ପୁଣି ଥରେ ଲୋକ ମାନଙ୍କ ପାଇଁ ଆଉ ଏକ ସେବା ଯୋଗାଇ ଦେବା ପାଇଁ ମୁଖ୍ୟ ମନ୍ତ୍ରୀ ଯୋଜନା ପ୍ରସ୍ତୁତ କରିଛନ୍ତି।
ସୂଚନା ଅନୁସାରେ ଗତ କାଲି ଓଡ଼ିଶା ରେ ମେଟ୍ରୋ ଟ୍ରେନ ବ୍ୟବସ୍ଥା ର ଶୁଭାରମ୍ଭ କରା ଯାଇଚି। ଯାହାକୁ ନେଇ ସାରା ଓଡ଼ିଶା ବାସୀ ବହୁତ ଖୁସି ଅଛନ୍ତି।ଏହା ପୂର୍ବ ରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମାତ୍ର ୯୦ ଦିନ ମଧ୍ୟରେ ଏସିଆନ ଚାମ୍ପିୟନସିପ ଆରମ୍ଭ କରିଥିଲେ।ଯାହାକି ସେ ସମୟ ରେ ଲୋକ ମାନେ ବହୁତ ଖୁସି ଥିଲେ।
ଏଥିପାଇଁ ସରକାର ଙ୍କୁ ବହୁତ କଷ୍ଟ କରିବାକୁ ପଡିଛି।ଏବେ ପୁଣି ଥରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ କାର୍ଯ୍ୟ କରି ଦେଖାଇ ଛନ୍ତି।ଲୋକ ଙ୍କୁ ଖୁସି କରିବା ପାଇଁ ଏହା ତାଙ୍କର ଆଉ ଗୋଟିଏ ପ୍ରୟାସ ଥିଲା।
![Special Report](https://news38times.com/static/c1e/client/93724/uploaded/5987153ecc40e8cd4b101d98c2337091.jpg)
ଏହାକୁ ନେଇ ବିଜେଡି ନେତ୍ରୀ ଶ୍ରିମୟୀ ମିଶ୍ର କହିଛନ୍ତି କି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି ତାହା କରିକି ଦେଖାନ୍ତି।ଏହା ତାଙ୍କର ସାରା ରାଜ୍ୟ ପାଇଁ ନୂଆ ବର୍ଷ ଭେଟି।ପ୍ରଥମ ଥର ପାଇଁ ଆମ ରାଜ୍ୟ ରେ ମେଟ୍ରୋ ଟ୍ରେନ ର ବ୍ୟବସ୍ଥା କରା ଯାଇଛି।ନୂଆ ବର୍ଷ ରେ ନୂଆ କରିବ ଓଡ଼ିଶା।
ଏହା ପୂର୍ବ ରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ନୂତନ ଖେଳ ର ଆରମ୍ଭ କରିଛନ୍ତି।ସବୁ ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ଭୁବନେଶ୍ୱର ପାଇଁ ଗୋଟିଏ ଗୋଟିଏ ଇତିହାସ ରଚନା କରିଛନ୍ତି।ଯେପରି କି ହକି ବିଶ୍ୱକପ୍ ୨୦୨୩ ରେ ସେ ନୂଆ ନୂଆ ବ୍ୟବସ୍ଥା କରିଥିଲେ।
ଆଗକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଅନେକ ଯୋଜନା କାର୍ଯ୍ୟକାରୀ ହେବ।ସାରା ଓଡ଼ିଶା ତାଙ୍କର ଏହି ଉନ୍ନତି କୁ ଦେଖିବ।ସମସ୍ତେ ତାଙ୍କର ଖୁବ୍ ପ୍ରଶଂସା କରିବେ।ଆଜି ତାଙ୍କର ଏହି କାର୍ଯ୍ୟ କୁ ସମସ୍ତେ ପ୍ରଶଂସା କରିଛନ୍ତି।
ଏହା ପୂର୍ବ ରୁ ଅନେକ ସହର ରେ ମେଟ୍ରୋ ଟ୍ରେନ ର ବ୍ୟବସ୍ଥା ହୋଇ ସାରି ଥିଲା।ହେଲେ ଆମ ଓଡ଼ିଶା ରେ ଏହି ବ୍ୟବସ୍ଥା ଲାଗୁ ହୋଇ ନ ଥିଲା।ଯାହାକି ଏହି ନୂଆ ବର୍ଷ ରେ ଆରମ୍ଭ ହେବାକୁ ଯାଉଛି।