Jan 10, 2024, 12:46 IST

Bhubaneswar ରେ କୁବେର ହେଲା ଠାବ, ଅଛି ୨୭ ଟା ଘର, ନାମୀ ଦାମୀ ଗାଡ଼ି.. ପାଦ ରେ ପିନ୍ଧୁଥିଲା ସୁନା ର ଚପଲ...

Special Report

ନମସ୍କାର ପାଠକ ବନ୍ଧୁ।ଜଣେ ଏମ୍ ଭି ଆଇ ଙ୍କ ପାଖରୁ ମିଳିଲା ୨୭ ଟି ପ୍ଲଟ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ବର୍ତ୍ତମାନ ସମୟରେ ସମସ୍ତ ସରକାରୀ କର୍ମଚାରୀ ମାନେ ଦୁ-ର୍ନୀ-ତି ରେ ଲିପ୍ତ ଅଛନ୍ତି।ଲୋକ ଙ୍କ ପଇସା ଖାଇ ସେମାନେ ନିଜେ ବିଳାସ ପୂର୍ଣ୍ଣ ଜୀବନ ବିତାଉ ଅଛନ୍ତି।
Special Report
ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଜଣେ ଏମ୍ ଭି ଆଇ ଙ୍କ ସମ୍ପତି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।କେହି ମଧ୍ୟ ଭାବି ନ ଥିଲେ କି ସେ ନିଜ ପାଖରେ ଏତେ ଟଙ୍କା ରଖି ଥିବେ।
ସୂଚନା ଅନୁସାରେ ଗତ କାଲି ଜଣେ ଏମ ଭି ଆଇ ଙ୍କ ଘର ଉପରେ ଭିଜିଲାନ୍ସ ଚଢାଉ କରିଥିଲା।ଏହା ପରେ ତାଙ୍କ ଘରୁ ଅନେକ ବେନାମୀ ପ୍ଲଟ ଦେଖିବାକୁ ମିଳିଥିଲା। ବାବୁ ନିଜ ଘର ଭିତରେ ପୁରା ବିଳାସ ପୂର୍ଣ୍ଣ ଜୀବନ ବିତାଉ ଥିଲେ।ସେ ଯେଉଁ ଘରେ ରହୁଥିଲେ ସେହି ଘର ଦୁଇ ମହଲା ବିଶିଷ୍ଟ ଘର ଥିଲା।
ଏହା ଛଡ଼ା ସେହି ଘରେ ଅନେକ ବିଳାସ ପୂର୍ଣ୍ଣ ସାମଗ୍ରୀ ରହି ଥିଲା।କିଛି ସ୍ଥାନ ରେ ସେ ପ୍ଲଟ ମଧ୍ୟ ନେଇଛନ୍ତି।ହେଲେ ଧରା ପଡ଼ି ଯିବାର ଭୟ ରେ ସେ ତାଙ୍କର ସବୁ ପ୍ଲଟ କୁ ଅନ୍ୟ ନାମ ରେ କରି ଦେଇ ଥିଲେ।ଯାହାକୁ ନେଇ ଏବେ ସେ ଚର୍ଚ୍ଚା ରେ ଅଛନ୍ତି।
Special Report
ବିଳାସ ପୂର୍ଣ୍ଣ ଜୀବନ ସହିତ ସମ୍ପତି ପାହାଡ ଭଳି ରହିଛି।ତାଙ୍କର ଦୁଇଟି କୋଠା ରହିବା ସହିତ ୨୭ ଟି ପ୍ଲଟ ରହିଛି ଏମ୍ ଭି ଆଇ ବାବୁ ଙ୍କ ର।ହେଲେ ଏହି ସମ୍ପତି ବିଷୟ ରେ କାଳେ କିଏ ଧରିବ।ସେଥିପାଇଁ ସେ ଆଗୁଆ ସଚେତନ ରହିଥିଲେ।
ଅନ୍ୟ ନାମ ରେ ସେହି ସମ୍ପତି ଗୁଡ଼ିକ ସେ କିଣି ଥିଲେ।ଜମି ର ପଟ୍ଟା ନିଜ ପାଖରେ ରହିଛି।ହେଲେ ଅନ୍ୟ ଜଣକ ନାମ ରହିଛି।ତାଙ୍କ ପାଖରେ ଚାରୋଟି ବିଳାସ ପୂର୍ଣ୍ଣ କାର ରହିଥିଲା।ହେଲେ ତାହା ମଧ୍ୟ ତାଙ୍କ ନାମ ରେ ନ ଥିଲା।
ଭୁବନେଶ୍ୱର ର ଶୈଳଶ୍ରୀ ବିହାର ରେ ତାଙ୍କର ଦୁଇ ମହଲା ବିଶିଷ୍ଟ ଘର ରହିଥିଲା।ଏହା ଛଡ଼ା ସତ୍ୟ ବିହାର ରେ ଘର,ରାଜଧାନୀ ରେ ମଧ୍ୟ ଦୁଇ ଟି କୋଠା ରହିଛି।ଏହିପରି ଭାବେ ବାବୁ ଙ୍କ ର ଅନ୍ୟ ସ୍ଥାନ ରେ ପ୍ରାୟ ୨୬ ରୁ ଅଧିକ ପ୍ଲଟ ରହିଛି।
ତେବେ ବାବୁ ଏତେ ଟଙ୍କା ଆଣିଲେ କେଉଁ ଠାରୁ ବୋଲି ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ନିଜକୁ ଭିଜିଲାନ୍ସ କବଳ ରୁ ରକ୍ଷା କରିବା ପାଇଁ ସେ ଅନ୍ୟ ମାନଙ୍କ ନାମ ରେ ଜମି କିଣି ଥିଲେ।ହେଲେ ଶେଷ ରେ ସେହି ଭିଜିଲାନ୍ସ ହାତ ରେ ଧରା ପଡ଼ି ଗଲେ ବାବୁ।

Advertisement