Dec 30, 2023, 11:41 IST

ସକାଳୁ ସକାଳୁ ଭୁବନେଶ୍ୱର ରେ ଘଟିଗଲା ବଡ଼ଧରଣ ର ଅପହରଣ : ସ୍ଵାମୀ କୁ ନେଇ ୧୦ ଲକ୍ଷ ମାଗୁଛନ୍ତି ଅପହରଣକାରୀ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ରାଜଧାନୀ ଆତଙ୍କରାଜର ଗନ୍ଥା ଘର ପାଲଟିଛି। କାରଣ ସେଠାରେ ଦିନକୁ ଦିନ ଏଭଳି ସବୁ ଘଟଣା ମାନେ ଘଟିବାରେ ଲାଗିଛି କି
Special Report
ଦିନ ଆସିବ ଲୋକମାନେ ମଧ୍ୟ ରାଜଧାନୀ କୁ ଯିବା ପାଇଁ ଡରିବାକୁ ଲାଗିବେ। ପ୍ରତ୍ୟେକ ଦିନ ଆପଣ ମାନେ ଏହି ଖବର ସବୁ ଖବର କାଗଜ, ନିଉଜ ଓ ସୋସିଆଲ ମିଡିଆରେ ଆପଣ ମାନେ ଦେଖିବାକୁ ପାଉଥିବେ।
ଏବେ ଆମେ ଆପଣଙ୍କୁ ଏଭଳି କିଛି ଘଟଣା ସମ୍ପର୍କରେ ଆପଣଙ୍କୁ କହିବାକୁ ଯାଉଛୁ। ଜଣେ ମହିଳା ଏଭଳି କିଛି ଅଭିଯୋଗ ନେଇ ଆସିଛନ୍ତି ଯାହାକୁ କି ଆପଣ ମାନେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ।
କାରଣ ମହିଳା ଜଣକ କହିଛନ୍ତି କି ତାଙ୍କର ସ୍ବାମୀଙ୍କୁ ଅପହରଣ କରି ନିଆ ଯାଇଛି। ଆଉ ଚାରି ଜଣ ଦୁର୍ବୃତ ତାଙ୍କୁ ଅପହରଣ କରି ନେଇଛନ୍ତି। ମହିଳା ଓ ତାଙ୍କର ସ୍ଵାମୀ ଉଭୟ ଭୁବନେଶ୍ୱର ରେ ରୁହନ୍ତି।
Special Report
ବାରମ୍ବାର ସେହି ଦୁର୍ବୃତ୍ତ ମାନେ ମହିଳାଙ୍କ ନିକଟରୁ ଫୋନ୍ କରୁଛନ୍ତି। ଆଉ ତାଙ୍କୁ ଦଶ ଲକ୍ଷ ଟଙ୍କା ମାଗୁ ଛନ୍ତି। ଦଶ ଲକ୍ଷ ଟଙ୍କା ଦେଲେ ତାଙ୍କର ସ୍ୱାମୀକୁ ଛାଡି ଦେବେ ବୋଲି ମଧ୍ୟ ସେମାନେ କହୁଛନ୍ତି।
ଏଥି ମଧ୍ୟରେ ମହିଳା ଜଣକ ଥିବାର ଦ୍ବାରସ୍ଥ ହୋଇଛନ୍ତି ଆଉ ପୋଲିସ ଏକଥା କହିଛି କି ସେମାନଙ୍କ ଫୋନ୍ କୁ ଟ୍ରାକ କରାଯାଉଅଛି। ମହିଳା ଜଣଙ୍କୁ ବାରମ୍ୱାର ଭିଡିଓ କଲ୍ କରି ତାଙ୍କ ସ୍ୱାମୀ ଙ୍କୁ ମାଡ଼ ମାରୁଛନ୍ତି।
ମାଡ଼ ମାରି ଦୁର୍ବୃତ୍ତ ମାନେ ଉକ୍ତ ବ୍ୟକ୍ତି ଙ୍କୁ ରକ୍ତାକ୍ତ କରି ସାରିଲେଣି। ଆଉ ପଇସା ନଦେଲେ ମାରି ଦେବା କଥା କହୁଛନ୍ତି। ଏଥିପାଇଁ ମହିଳା ଜଣକ ୨ ଲକ୍ଷ ଟଙ୍କା ମଧ୍ୟ ସେମାନଙ୍କୁ ଦେଇ ସାରିଲେଣି। ଏବେ ପୋଲିସ ଏହାର ତଦନ୍ତ କରୁଛି।
ଆଉ ଏହି ତଦନ୍ତ ପରେ ହିଁ ଏହି ଘଟଣା ପଛରେ ଥିବା ଦୁର୍ବୃତ୍ତ ମାନେ ଧରା ପଡ଼ିବେ ବୋଲି ଜଣା ପଡ଼ିଛି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Advertisement