ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ୧୨ ବର୍ଷ ତଳେ ଆପାର୍ଟ୍ ମେଣ୍ଟ କିଣି ଫସି ଯାଇଛନ୍ତି ଅଭିନେତ୍ରୀ ଡେଜି।ଏପରି ଅନେକ ଆପାର୍ଟ ମେଣ୍ଟ ରହିଛି ଯେଉଁ ଠାରେ ପ୍ରତିଦିନ ଅନେକ ଚୋରି ଡକାୟତି ହୋଇ ଥାଏ।ଆମ ଆଜି ସେଭଳି କିଛି କଥା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।

ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ସ୍ଥିତ ନଖରା ନିକଟବର୍ତ୍ତୀ ଅଞ୍ଚଳ ରେ।ଏଠାରେ ଗୋଟିଏ ଆପାଟମେଣ୍ଟରେ ଅଭିନେତ୍ରୀ ଡେଜି ରହୁଛନ୍ତି।ଓ ସେଠାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସୂଚନା ଅନୁସାରେ ଅଭିନେତ୍ରୀ ଡେଜି ଓ ଅନ୍ୟ ମାନେ ଦୀର୍ଘ ୧୨ ବର୍ଷ ତଳେ ପ୍ରଭାତ କୁମାର ନନ୍ଦ ଙ୍କ ଠାରୁ ଏକ ଆପା୍ଟମେଣ୍ଟ କିଣି ଥିଲେ।ଆଜି ଯାଏଁ ସେ ଏହି ଆପାଟ ମେଣ୍ଟ କୁ ହସ୍ତାନ୍ତର କରି ନାହାନ୍ତି।
ଓ ଏଠାରେ ରହୁଥିବା ଅନେକ ଲୋକ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଏଠାରେ ପାଇପ ରେ କଳା ପାଣି ଆସୁଛି।ଲୋକ ମାନେ ରୋଷେଇ ପାଇଁ ଏହି ପାଣି କୁ ବ୍ୟବହାର କରି ପାରୁ ନାହାଁନ୍ତି।

ଏହା ଛଡା ପାଇପ ଫାଟି ସବୁ ମଇଳା ପାଣି ଘର ଭିତରେ ପଶୁଛି।ଅନେକ ଥର ସେମାନେ ଏ ବିଷୟ ରେ ମାଲିକ ମାନଙ୍କ ସହିତ କଥା ହୋଇଛନ୍ତି।ପ୍ରଭାତ କୁମାର ନନ୍ଦ କହିଥିଲେ କି ଯେ ପର୍ଯ୍ୟନ୍ତ ଏହି ବିଲ୍ଡିଂ ଟି ହସ୍ତାନ୍ତର ନ ହୋଇଚି ବିଲଡର ସବୁ ପ୍ରକାର ସାହାର୍ଯ୍ୟ କରିବେ।
ହେଲେ ସେ କେବେ ବି କୌଣସି ପ୍ରକାର ସାହାର୍ଯ୍ୟ କରି ନାହାନ୍ତି।ଲୋକ ମାନେ ଏଥିପାଇଁ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ଉପର କୁ ଯିବା ପାଇଁ ଲିଫ୍ଟ ମଧ୍ୟ କାମ କରୁ ନାହିଁ।
କିଛି ଦିନ ତଳେ ଲିଫ୍ଟ ସଜଡ଼ା ଯାଇ ଥିଲା।ହେଲେ ବହୁତ ଜଲଦି ଏହା ଜଙ୍ଗ ଖାଇ ଯାଇଥିଲା।କୁହା ଯାଉଚି ଯେ ଯେଉଁ ପର୍ଯ୍ୟନ୍ତ ସେଠାରେ ସୋସାଇଟି ନ
ହୋଇଚି ଲୋକ ମାନେ ଏଥିପାଇଁ ବହୁତ ଅସୁବିଧା ଭୋଗିବେ।ଏବେ ଲୋକ ମାନେ ଏହାକୁ ନେଇ ମାଲିକ ଙ୍କ ନାମ ରେ ଥାନା ରେ ଏତଲା ଦେଇଛନ୍ତି।ଆଗକୁ କଣ ହେଉଚି ଦେଖିବାକୁ ବାକି ରହିଲା।