Mar 1, 2024, 07:50 IST

ଭାଉଜ ସହ ଦେହ ସୁଖ କରିବାକୁ ପାଗଳ ହେଲା ଦିଅର।ଭାଉଜ ସହ ରାତି ରେ ଶୋଇ, ଦିନରେ ସ୍ତ୍ରୀ କୁ ଶେଷ କଲା..

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଭାଉଜ ପ୍ରେମ ରେ ପାଗଳ ହୋଇ ନିଜ ସ୍ତ୍ରୀ କୁ ଜୀବନ ରୁ ମା-ରି ଦେଲା ସ୍ଵାମୀ।ଏ କଥା ଶୁଣି ବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ।ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ଖପରାଖୋଲ ଥାନା ଅଞ୍ଚଳ ରେ।
Special report
ସେହି ଅଞ୍ଚଳ ରେ ଜଣେ ମହିଳା ଅଏଲା ପୁଞ୍ଜି ନିଜ ଝିଅ କୁ ନ୍ୟାୟ ଦେବା ପାଇଁ ଥାନା ସମ୍ମୁଖ ରେ ଧାରଣା ଦେଇଛନ୍ତି।ତାଙ୍କ ଝିଅ ର ମୃ-ତ୍ୟୁ କୁ ଗୋଟେ ମାସ ବିତି ଯାଇ ଥିଲେ ମଧ୍ୟ ସରକାର ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି।
ସୂଚନା ଅନୁସାରେ ମହିଳା ଙ୍କ ଝିଅ ତପସ୍ଵିନୀ ନାଗ ଗତ ସାତ ବର୍ଷ ତଳେ ନିକଟସ୍ଥ ଗ୍ରାମ ର ମହେଶ୍ୱର ନାଗ ଙ୍କୁ ବିବାହ କରି ଥିଲେ।ବିବାହ ପରେ ସବୁ କିଛି ଠିକ୍ ଥିଲା।ହେଲେ ହଟାତ ଦିନେ ତପସ୍ଵିନୀ ନାଗ ଦେଖିବାକୁ ପାଇ ଥିଲେ କି ତାଙ୍କ ସ୍ଵାମୀ ମହେଶ୍ୱର ନାଗ ଙ୍କ ର ତାଙ୍କ ଭାଉଜ ଙ୍କ ସହିତ ପ୍ରେମ ସମ୍ପର୍କ ରହିଛି।
ସେ ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖୁଛନ୍ତି।ଏହାକୁ ସହି ପାରି ନ ଥିଲେ ତପସ୍ଵିନୀ।ଏହା ପରେ ସେ ଏ ନେଇ ତାଙ୍କ ସ୍ଵାମୀ ଙ୍କୁ ପଚାରିଲେ।ତାଙ୍କ ସ୍ଵାମୀ ମହେଶ୍ୱର ନାଗ ଓ ତାଙ୍କ ଭାଉଜ ଶେଷ ରେ ତପସ୍ଵିନୀ ଙ୍କୁ ଖୁବ୍ ପି-ଟି ଥିଲେ।
Special report
ତାଙ୍କୁ ବିଶ ଔଷଧ ଖାଇବା ପାଇଁ ବାଧ୍ୟ କରି ଥିଲେ।ତାଙ୍କୁ ଜୋର୍ ଜବରଦସ୍ତି ଦିଅର ଭାଉଜ ମିଶି ବିଶ ଖୁଆଇ ଦେଇ ଥିଲେ।ଏହାର କିଛି ସମୟ ପରେ ଗାଁ ର ଲୋକ ମାନେ ଜାଣିବା ପରେ ତପସ୍ଵିନୀ ଙ୍କୁ ନିକଟସ୍ଥ ମେଡିକାଲ ରେ ଭର୍ତି କରି ଥିଲେ।
ସେଠାରେ ଡାକ୍ତର ତପସ୍ଵିନୀ ଙ୍କୁ ବଲାଙ୍ଗୀର ବଡ ମେଡିକାଲ୍ କୁ ପଠାଇ ଦେଇ ଥିଲେ।ଏହା ପରେ ସେଠାରେ ତପସ୍ଵିନୀ ଙ୍କୁ ମୃ-ତ ବୋଲି ଘୋଷଣା କରି ଥିଲେ।ତପସ୍ଵିନୀ ଙ୍କ ମା ଏ ନେଇ ଥାନା ରେ ଅଭିଯୋଗ କରିଛନ୍ତି।
ତାଙ୍କ କହିବା ଅନୁଯାୟୀ ତାଙ୍କ ଝିଅ କୁ ମା-ରି ଦିଆ ଯାଇଚି।ହେଲେ ଝିଅ ମୃ-ତ୍ୟୁ ର ଗୋଟିଏ ମାସ ହୋଇ ଯାଇ ଥିଲେ ସୁଦ୍ଧା ପୋଲିସ ଏ ନେଇ କୌଣସି ତଦନ୍ତ ଆରମ୍ଭ କରି ନାହିଁ।
ସେଥିପାଇଁ ଆମେ ସମସ୍ତେ ବଲାଙ୍ଗୀର ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେଉଚି।ଆମ ଝିଅ କୁ ନ୍ୟାୟ ନ ମିଳିବା ଯାଏଁ ଆମେ ଏଠାରୁ ଉଠିବୁ ନାହିଁ ବୋଲି ସେମାନେ କହିଛନ୍ତି।

Advertisement