Feb 29, 2024, 09:40 IST

ଭାରତ ର ଏହି ରାଜା କୁ ରୋଲ୍ସ ରୟସ କମ୍ପାନୀ ଭାବୁଥିଲା ଗରିବ..ନିଜର ରାଗ ସୁଝେଇବାକୁ ରାଗରେ ରୋଲସ ରୟେସ କିଣି ଉଠେଇଥିଲେ ଅଳିଆ

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ରୋଲସ ରଏସି ଗାଡ଼ି ବିଷୟରେ ଭଲ ଭାବେ ଜାଣି ଥିବେ।ବର୍ତ୍ତମାନ ସମୟ ରେ ପ୍ରାୟ ସମସ୍ତଙ୍କ ର ଇଚ୍ଛା ଥାଏ କି କିପରି ସେମାନେ ଏହି ଗାଡ଼ି କୁ କିଣିବେ।ଏହି ଗାଡ଼ି ଟି ଦେଖିବାକୁ ଖୁବ୍ ସୁନ୍ଦର୍।ସମସ୍ତେ ଏହି ଗାଡ଼ି କୁ ଚଳାଇବାକୁ ପସନ୍ଦ କରନ୍ତି।
ତେବେ ଆଜି ଆମେ ସେହି ଗାଡ଼ି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ବର୍ତ୍ତମାନ ସମୟ ରେ ଏହି ଗାଡ଼ି ଟି ମୁକେଶ ଅମ୍ବାନୀ ଙ୍କ ପାଖରେ ରହିଛି।ଭାରତ ରେ ଅନେକ ଧନୀ ଲୋକ ଙ୍କ ମଧ୍ୟରୁ ବହୁତ କମ୍ ଲୋକ ଙ୍କ ପାଖରେ ଏହି ଗାଡ଼ି ଟି ରହିଛି।
Special report
ତେବେ ବର୍ତ୍ତମାନ ସମୟ ରେ ଏହି ଗାଡ଼ି କୁ ନେଇ ସବୁଠାରେ ଚର୍ଚ୍ଚା କରା ଯାଉଛି।ଏହି ଗାଡ଼ି କୁ ସମସ୍ତେ କିଣିବା ପାଇଁ ସକ୍ଷମ ନୁହନ୍ତି।ଏହାର ମୂଲ୍ୟ ମଧ୍ୟ ବହୁତ ଅଧିକ।କେବଳ କିଛି ଲୋକ ଙ୍କ ପାଖରେ ରୋଲସ ରଏସି ଗାଡ଼ି ରହିଛି।
ତେବେ ଶୁଣା ଯାଉଚି ଯେ ଭାରତ ର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଙ୍କ ପାଖରେ ଏହି ଗାଡ଼ି ରହିଛି।ଏହା ଛଡ଼ା ବଲିଉଡ ର କିଙ୍ଗ ଖାନ୍ ଭାବେ ଜଣା ଶୁଣା ଶାହାରୁଖ ଖାଁ ଙ୍କ ପାଖରେ ମଧ୍ୟ ଏହା ରହିଛି।ସେମାନେ ଏହି ଗାଡ଼ି ର ଖୁବ୍ ଯତ୍ନ କରନ୍ତି।
ତେବେ ଏହି ଗାଡ଼ି କୁ ନେଇ ଏକ କଥା ମଧ୍ୟ ଶୁଣିବାକୁ ମିଳେ।ଆଗରୁ ଜଣେ ରାଜା ଏହି ଗାଡ଼ି କୁ ସଡ଼କ ରେ ଝାଡୁ ଲଗାଇବା ପାଇଁ ବ୍ୟବହାର କରୁ ଥିଲେ।ତେବେ ସେହି ରାଜା ଜଣକ ହେଉଛନ୍ତି ଜୟ ସିଂ ପ୍ରଭାକର।
Special report
ସେ ପ୍ରଥମେ ଏହି ଗାଡ଼ି କୁ ଆଣି ଥିଲେ।ହେଲେ ଏହି ଗାଡ଼ି କୁ ସେ ରାସ୍ତା ରେ ପଡ଼ି ଥିବା ଅଳିଆ କୁ ଝାଡୁ କରିବା ପାଇଁ ନେଉ ଥିଲେ।ଏହି ଗାଡ଼ି କୁ ସେ ବହୁତ ନୀଚ ଦୃଷ୍ଟି ରେ ଦେଖି ଥିଲେ।ଯାହା କୁ ନେଇ ସେ ସମୟ ରେ ବହୁତ ଚର୍ଚ୍ଚା କରା ଯାଇ ଥିଲା।
ସେ ସମୟରେ ଏହି ଗାଡ଼ି କୁ ତିଆରି କରିଥିବା କମ୍ପାନୀ ମଧ୍ୟ ରାଜା ଜୟ ପ୍ରଭାକର ଙ୍କ ଏଭଳି କାର୍ଯ୍ୟ କୁ ନିନ୍ଦା କରି ଥିଲେ।ସେମାନେ ରାଜା ଙ୍କୁ କହି ଥିଲେ କି ତାଙ୍କ ଗାଡ଼ି କୁ ଏଭଳି କାମ ରେ ନ ଲଗାଇବା ପାଇଁ।
ଏହା ଦ୍ବାରା ଏହି ଗାଡ଼ି କୁ ଧୀରେ ଧୀରେ ଲୋକ ମାନେ ନା ପସନ୍ଦ କରିବେ।ଏହା ପର ଠାରୁ ରାଜା ଜୟ ସିଂହ ଏପରି ଆଉ କରି ନ ଥିଲେ।ତେବେ ବର୍ତ୍ତମାନ ସମୟ ରେ ଏହି ଗାଡ଼ି କୁ ନେଇ ସବୁଠାରେ ଚର୍ଚ୍ଚା କରା ଯାଉଛି।

Advertisement