ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ରବିବାର ଦିନ ହେବା ପାଇଁ ଯାଉଛି ଅସଲ ଫାଇଟ। ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ରେ ଏବେ ଫିଭର ବଢ଼ିବାରେ ଲାଗିଛି।

କିଏ ହେବ କ୍ରିକେଟ୍ କିଙ୍ଗ ତାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏହାକୁ ନେଇ ଏବେ ଅଜବ ଅଜବ ଆଲୋଚନା ମଧ୍ୟ ହେବାରେ ଲାଗିଛି। ବର୍ତ୍ତମାନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବା ପାଇଁ ଯାଉଛି।
ଏହି ବିଶ୍ୱକପ୍ ୨୦୨୩ ର ଫାଇନାଲ ମ୍ୟାଚ୍ ଆସନ୍ତା କାଲି ୧୯ ନଭେମ୍ବର ରେ ଅନୁଷ୍ଠିତ ହେବା ପାଇଁ ଯାଉଛି। ଏହି ମ୍ୟାଚ୍ ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ରେ ଅନୁଷ୍ଠିତ ହେବା ପାଇଁ ଯାଉଛି।
ଏହି ମ୍ୟାଚ୍ ରେ ମଧ୍ୟ ଅନେକ ସେଲିବ୍ରିଟି ମାନେ ନଜର ଆସିବେ ବୋଲି କୁହା ଯାଉଛି। ଏହି ଦମଦାର ମ୍ୟାଚ୍ ଦେଖିବା ପୂର୍ବରୁ ଅନେକ ପ୍ରକାରର ଭିନ୍ନ ଆଲୋଚନା ମଧ୍ୟ ହେବା ପାଇଁ ଲାଗିଛି।

କେହି କେହି ଟିମ ଇଣ୍ଡିଆର ବିଜୟ ପାଇଁ ପ୍ରାର୍ଥନା କରୁଥିବା ବେଳେ କେହି କେହି ମଧ୍ୟ ନିଜର ପ୍ରଚାର ପ୍ରସାର ଆରମ୍ଭ କରି ଦେଇଛନ୍ତି। ଜଣେ ବିରୀୟାନୀ ବେପାରୀ କହିଛନ୍ତି ଯଦି ଭାରତ ବିଶ୍ୱକପ୍ ଜିତେ ତେବେ ସେ ମାଗଣା ରେ ବିରିୟାନି ଦେବେ।
ଏହି ସମୟରେ ଜଣେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଆଉ ସେଥିପାଇଁ ସେ ଏବେ ଲାଇମ ଲାଇଟ୍ କୁ ଆସିଛନ୍ତି।
ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱକପ୍ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି। ସମସ୍ତେ ଏହାକୁ ଖୁବ ଅପେକ୍ଷା କରି ରହିଛନ୍ତି। ସମସ୍ତେ ଟ୍ରଫି ସହ ଟିମ୍ ଇଣ୍ଡିଆ କୁ ଦେଖିବାକୁ ଚାହାଁନ୍ତି।
ଏହି ସମୟରେ ତେଲୁଗୁ ଅଭିନେତ୍ରୀ ରେଖା ବୋଝ୍ କିଛି କହିଛନ୍ତି। ସେ ପୁନମ ପାଣ୍ଡେ ଙ୍କୁ ପ୍ରଚାର କରିଛନ୍ତି। ସେ କହିଛନ୍ତି କି ଯଦି ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜୀତେ ତେବେ ସେ ବିଶାଖାପାଟଣା ବେଳାଭୂମି ରେ ବିନା ପୋଷାକରେ ବୁଲିବେ।