Oct 26, 2023, 17:25 IST

ଭାରତୀୟ ପୁରୁଷ ଙ୍କ ଠାରୁ ଗର୍ଭବତୀ ହେବାକୁ ଭାରତ ର ଏହି ଗାଆଁ କୁ ଧାଇଁ ଆସୁଛନ୍ତି ବିଦେଶ ରୁ ମାଳ ମାଳ ଯୁବତୀ...

Special report

ନମସ୍କାର ପାଠକ ବନ୍ଧୁ।ଆମ ଭାରତ ରେ ଏଭଳି କିଛି ଗାଁ ଅଛି ଯାହାକୁ କି ଆପଣ ମାନେ କେବେ ବି ଜାଣି ନ ଥିବେ।ଏହି ଗାଁ ର ଲୋକ ମାନେ ସମ୍ପୂର୍ଣ୍ଣ ରୂପେ ଅଲଗା ଥାନ୍ତି।ଏହା ମାନବ ସମାଜ ଠାରୁ ବହୁତ ଦୂର ରେ ରହି ଥାଆନ୍ତି।
Special report
ଏହା ଏକ ଜନ ଜାତି।ଏମାନେ ଆଦିବାସୀ ଶ୍ରେଣୀ ର ଲୋକ ହୋଇ ଥିବାରୁ ସେମାନଙ୍କ ଚାଲି ଚଳଣି ଆଚାର ବ୍ୟବହାର ସମ୍ପୂର୍ଣ୍ଣ ରୂପେ ଅଲଗା ହୋଇ ଥାଏ।ଏଠାରେ ଅନେକ ନିୟମ ମଧ୍ୟ ରହିଛି।ଯାହାକୁ କି ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ଏହି ଗାଁ ଟି ଲଦାଖ ର କିଛି ଦୂର ରେ ଅବସ୍ଥିତ।
ଆର୍ଯ୍ୟ ଜନ ଜାତି ର ଲୋକ ମାନେ ଏଠାରେ ବସବାସ କରନ୍ତି।ଏହି ଗାଁ ଟି ପ୍ରସିଦ୍ଧ ହେବାର କାରଣ ହେଉଛି ୟୁରୋପ ମହାଦେଶ ର ମହିଳା ମାନେ ଏଠାକୁ ଗ-ର୍ଭ-ବ-ତୀ ହେବାକୁ ଆସି ଥାଆନ୍ତି।ସେଠାରେ ଥିବା ଆଦିବାସୀ ପୁରୁଷ ମାନଙ୍କ ଦ୍ଵାରା ସେମାନେ ଗ-ର୍ଭ-ବ-ତୀ ହୁଅନ୍ତି।
Special report
ଗୋଟିଏ ରାତି ପୁରୁଷ ମାନଙ୍କ ସହିତ ସମ୍ପର୍କ ରଖି ତା ପର ଦିନ ସେମାନେ ପୁଣି ନିଜ ଦେଶ କୁ ଚାଲି ଯାଆନ୍ତି।ଏହି ସ୍ଥାନ ର ଏଭଳି ଅଜବ ପ୍ରକାର ନିୟମ କୁ ଯେ କେହି ବି ଶୁଣିଛି ଆଶ୍ଚର୍ଯ୍ୟ ହୋଇ ଯାଇଛି।
ଆଗ କାଳ ରେ ଆଲେକଜାଣ୍ଡର ଙ୍କ ସୈନ୍ୟ ମାନେ ଯୁଦ୍ଧ କରି କରି ଥକି ପଡ଼ି ଥିଲେ।ସେମାନେ ଆଉ ନିଜ ଦେଶ କୁ ଯାଇ ପାରିଲେ ନାହିଁ। ଲଦାଖ ର ଗୋଟିଏ ସ୍ଥାନ ରେ ସେମାନେ ରହି ଗଲେ।ଓ ନିଜ ବଂଶ ବିସ୍ତାର କରିବାକୁ ଲାଗିଲେ।
ୟୁରୋପ ଦେଶ ର ମହିଳା ମାନଙ୍କ ର ବିଶ୍ଵାସ ଥାଏ କି ସେମାନେ ଯଦି ଉକ୍ତ ପୁରୁଷ ଙ୍କ ଦ୍ଵାରା ଗର୍ଭବତୀ ହୁଅନ୍ତି ତେବେ ତାଙ୍କର ସନ୍ତାନ ମଧ୍ୟ ସେହି ପରି ସାହସୀ,ଓ ବୀର ହେବ।ନିଜ ସନ୍ତାନ କୁ ସେପରି କରିବା ପାଇଁ ସେମାନଙ୍କର ବହୁତ ଇଚ୍ଛା ଥାଏ।
ସେଥିପାଇଁ ସେମାନେ ଏହି ଆର୍ଯ୍ୟ ସମାଜ ର ପୁରୁଷ ମାନଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ଥାଆନ୍ତି।ଓ ତାଙ୍କ କାମ ସାରିଲା ପରେ ସେମାନେ ପୁନର୍ବାର ନିଜ ଦେଶ କୁ ଚାଲି ଯାଆନ୍ତି।ଏହି କାମ ରେ ମହିଳା ମାନଙ୍କ ସ୍ଵାମୀ ମାନେ ମଧ୍ୟ ସମର୍ଥନ କରନ୍ତି।ଏହି ଘଟଣା କୁ ଯେ କେହି ବି ଶୁଣିଛି ଆଶ୍ଚର୍ଯ୍ୟ ହୋଇ ଯାଇଛି।

Advertisement