ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଏହା ଚର୍ଚ୍ଚା ହେବାରେ ଲାଗିଛି କି ନରେନ୍ଦ୍ର ମୋଦୀ ଙ୍କ ପାଇଁ ବୋଧ ହୁଏ ହାରି ଯାଇଛି ଟିମ ଇଣ୍ଡିଆ। କାରଣ ଏବେ ଚର୍ଚ୍ଚା ହେଉଛି କି ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ରେ କିଏ କରିଥିଲା ଫାଇନାଲ ମ୍ୟାଚ୍?
ପିଚ୍ ର କ୍ୱାଲିଟି ମଧ୍ଯ ଖୁବ ଖରାପ୍ ଥିଲା। ଆଉ ଏହା ଚର୍ଚ୍ଚା ମଧ୍ଯ ହେଉଛି କି ମୋଦିଙ୍କୁ ଖୁସୀ କରିବା ପାଇଁ ତାଙ୍କ ଷ୍ଟାଡିୟମ୍ ରେ ହୋଇଥିଲା କି ମ୍ୟାଚ୍? ଭାରତ ଯାହା କେବେ ଭାବି ନଥିଲା ତାହା ଘଟି ଯାଇଛି।
ଭାରତ ଏହା ଭାବିଥିଲା କି ନିଶ୍ଚିତ ଭାବରେ ତାକୁ ବିଶ୍ୱକପ୍ ର ଟ୍ରଫି ମିଳିବ ବୋଲି। ହେଲେ ଭାରତର ସବୁ ଆଶାରେ ଅଷ୍ଟ୍ରେଲିଆ ପାଣି ଢାଳି ଦେଇଛି। ଅଷ୍ଟ୍ରେଲିଆ ଖେଳାଳୀ ମାନେ ସବୁ ଭାରତୀୟ ଖେଳାଳୀ ମାନଙ୍କୁ ଗୋଟେ ଗୋଟେ କରି ଚୁପ୍ କରି ଦେଇଥିଲେ।
ଦୀପାବଳୀ ରେ କିଣିଥିବା ବାଣ କୁ ନଫୁଟାଇ ଲୋକମାନେ ଏହି ବାଣ କୁ ଭାରତ ଜିତିଲେ ଫୁଟାଇବା ପାଇଁ ରଖିଥିଲେ। ହେଲେ ସବୁ ସ୍ବପ୍ନ ଧୂଳି ସାତ ହୋଇ ଯାଇଥିଲା।
କୋଟି କୋଟି ଭାରତୀୟ ମାନଙ୍କ ହୃଦୟ ମଧ୍ଯ ଭାଙ୍ଗି ଯାଇଥିଲା। ଏହାପରେ ଭାରତ କାହିଁକି ହାରିଲା ବୋଲି ମଧ୍ୟ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ନରେନ୍ଦ୍ର ମୋଦୀଙ୍କ ପାଇଁ ଟିମ ଇଣ୍ଡିଆ ହରିଗଲା ବୋଲି ଏବେ ଅନେକ ଲୋକମାନେ ମଧ୍ୟ ଏହା ଚର୍ଚ୍ଚା କରିଛନ୍ତି। ତାଙ୍କୁ ନେଇ ଭିନ୍ନ ଭିନ୍ନ କମେଣ୍ଟ ମଧ୍ଯ କରୁଛନ୍ତି। ନରେନ୍ଦ୍ର ମୋଦୀଙ୍କ ଷ୍ଟାଡିୟମ୍ ରେ କିଏ କରିଥିଲା ଫାଇନାଲ ମ୍ୟାଚ୍ ତାହାକୁ ନେଇ ଖୁବ୍ ଚର୍ଚ୍ଚା ହେଇଛି।
ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ଖୁବ ବଡ଼ ଷ୍ଟାଡିୟମ୍ ହୋଇପାରେ ମାତ୍ର ସେହି ଷ୍ଟାଡିୟମ୍ ର କ୍ୱାଲିଟି କିନ୍ତୁ ବହୁତ ଖରାପ୍ ଥିଲା। ହେଲେ ବିଶ୍ୱକପ୍ ଭଳି ଗୋଟେ ବଡ଼ ଆୟୋଜନ ସେହି ପିଚ୍ ରେ ଆୟୋଜନ କରିବାର ନଥିଲା।
ମୋଦିଙ୍କୁ ଖୁସୀ କରିବା ପାଇଁ ତାଙ୍କର ଷ୍ଟାଡିୟମ୍ ରେ ମ୍ୟାଚ୍ ହୋଇଥିଲା ବୋଲି ଲୋକମାନେ ଏବେ ଖୁବ ଚର୍ଚ୍ଚା କରିବାରେ ଲାଗି ପଡିଛନ୍ତି। ସବୁ ଖେଳରେ ହାର ଜିତ୍ ଥାଏ ମାତ୍ର କ୍ରିକେଟ୍ ରେ ହାରିଗଲେ ଲୋକଙ୍କ ମନ ଭାଙ୍ଗି ଯାଏ।