ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ମହିଳା ମାନେ ଜଣ କୁ ପ୍ରେମ କରି ଅନ୍ୟ ଜଣକ ସହ ବିବାହ କରୁଛନ୍ତି।ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଜଣେ ବ୍ୟକ୍ତି ଙ୍କୁ ତାଙ୍କ ପ୍ରେମିକା ହତ୍ୟା କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।ପ୍ରେମ କରି ଏପରି ଧୋକା ଦେଇ ଦେଲେ।ଅନ୍ୟ ଜଣକୁ ବିବାହ କରିବାକୁ ଯାଉଛନ୍ତି ଯୁବତୀ ଜଣକ।
ସୂଚନା ଅନୁସାରେ ଜଣେ ବ୍ୟକ୍ତି ଗତ ସାତ ବର୍ଷ ଧରି ଜଣେ ଯୁବତୀ ଙ୍କୁ ପ୍ରେମ କରି ଆସୁ ଥିଲେ।ଉଭୟଙ୍କ ଭିତରେ ଭଲ ସମ୍ପର୍କ ରହିଥିଲା।ହେଲେ ଯୁବତୀ ଙ୍କ ପରିବାର ଲୋକେ ଏଥିପାଇଁ ରାଜି ନ ଥିଲେ।
ସେମାନେ ଯୁବତୀ ଙ୍କ ବିବାହ ଅନ୍ୟ ସ୍ଥାନ ରେ ସ୍ଥିର କରି ଦେଇଥିଲେ।ପରେ ଯୁବତୀ ଜଣକ ନିଜ ପ୍ରେମିକ କୁ ଛାଡି ସେହି ବ୍ୟକ୍ତି ଙ୍କୁ ପ୍ରେମ କରିଥିଲେ।ଯାହାକୁ ସହି ପାରି ନ ଥିଲେ ତାଙ୍କ ପ୍ରେମିକ।ସେ ଏଥିପାଇଁ ନିଜ ପ୍ରେମିକା କୁ ଗାଳି ଗୁଲଜ କରିଥିଲେ।
ଶେଷ ରେ ଯୁବତୀ ଜଣକ ଯୋଜନା କରି ତାଙ୍କ ପ୍ରେମିକ କୁ ମଦ ପିଆଇ ମାରି ଦେଇଥିଲେ।ଏଥିପାଇଁ ସେମାନେ ପ୍ରଥମେ ଯୁବକ ଙ୍କୁ ମାରି ସାରିବା ପରେ ତାଙ୍କୁ ଝୁଲାଇ ଦେଇ ଥିଲେ।
ଏ ନେଇ ଯୁବକ ଙ୍କ ମାମୁଁ ଥାନା ରେ ଅଭିଯୋଗ କରିଛନ୍ତି।ତାଙ୍କ କହିବା ଅନୁଯାୟୀ ତାଙ୍କ ଭଣଜା ଙ୍କୁ ଯୋଜନାବଦ୍ଧ ଭାବେ ହ-ତ୍ୟା କରା ଯାଇଛି।ତାଙ୍କ ଭାଇ ମାନେ ମଧ୍ୟ ଉକ୍ତ ଯୁବତୀ ଙ୍କ ବିରୋଧ ରେ ଥାନା ରେ ଅଭିଯୋଗ କରିଛନ୍ତି।
ତାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ମାନେ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।ଏବେ ଯୁବତୀ ଙ୍କ ବିବାହ ଅନ୍ୟତ୍ର ଠିକ୍ ହୋଇ ସାରିଛି।ପୋଲିସ ଯୁବତୀ ଙ୍କୁ ଏ ବିଷୟ ରେ ପଚରା ଉଚୁରା ଜାରି ରଖିଛି।ଏବେ ଦେଖିବାକୁ ବାକି ରହିଲା ପୋଲିସ କେବେ ଉପଯୁକ୍ତ ଦୋଷୀ କୁ ଖୋଜି ଦଣ୍ଡ ଦେଇଛି