Feb 24, 2024, 17:55 IST

କିନ୍ନର ହୋଇ ଜାଣି ମଧ୍ୟ ଭଲ ପାଇଲା ଶେଷରେ ଧୋକା ଦେଲା ସାଙ୍ଘାତିକ ଦେଖନ୍ତୁ ଘଟିଲା ଅଭାବନୀୟ ଘଟଣା

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନାରେ ଏବେ କିନ୍ନର ଓ ଡେଲିଭରି ବୟଙ୍କୁ ଦେଖିବାକୁ ମିଳିଛି। ଡେଲିଭରି ବୟ କିନ୍ନରଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କୁ ମିଠା ମିଠା କଥା କହି ଦେହସୁଖ ନେଉଥିଲେ।
Special report
ଦିନେ ନୁହେଁ କି ଦୁଇଦିନ ନୁହେଁ ପ୍ରାୟ ବର୍ଷ ହେଲା ଲିଭଇନରେ ରହି ଦେହସୁଖ ନେଉଥିଲା ଡେଲିଭରି ବୟ। ଜୋମାଟ ଡେଲିଭରି ବୟ ନାଁ ହେଉଛି ଦିପ୍ତିମୟୀ ମହାରଣା। ଦୀପ୍ତିଙ୍କ ଘର କାମାକ୍ଷାନଗର ଥାନା ରାଜକୂଳାକାଠିଣୀ ଗ୍ରାମରେ ଦୀପ୍ତି ଯୋମାଟରେ ଡେଲିଭରି ବୟ ଭାବେ କାମ କରୁଥିଲା। 
କିଛି ବର୍ଷ ତଳେ ଜିନିଷ ଡେଲିଭରି କରିବା ପାଇଁ ନେଇ ଯାଇଥିବା ବେଳେ କିନ୍ନର ସଞ୍ଜନା ବେହେରାଙ୍କ ସହିତ ତାଙ୍କର ଦେଖା ହେଇଥିଲା ସେହିଠାରୁ ହିଁ ପ୍ରେମ ସମ୍ପର୍କ ଗଢି ଉଠିଥିଲା।ଆଉ ପରେ ଉଭୟ ଭୁବନେଶ୍ୱରରେ ଲିଭଇନରେ ରହିଥିଲେ। ଆଉ ରାତିଦିନ ଉଭୟ ରଖୁଥିଲେ ଶା-ରୀ-ରି-କ ସମ୍ପର୍କ।
Special report
ଉଭୟ ମଧ୍ୟ ଠାକୁରଙ୍କୁ ସାକ୍ଷୀ ରଖି ଵିଵାହ କରିଥିବାର ଦେଖିବାକୁ ମିଳିଛି। ତେବେ ସଞ୍ଜନାଙ୍କ ଅଭିଯୋଗ ଅନୁଯାଇ ଦୀପ୍ତିମୟ ବିଭିନ୍ନ ସମୟରେ ସଞ୍ଜନାଙ୍କ ଠାରୁ ଅର୍ଥ ଲୁଟ କରିବା ସହିତ ତାଙ୍କର ସୁନା ଅଳଙ୍କାର ଯାହାବି ଥିଲା ସେସବୁ ବି ଦୀପ୍ତିମୟ ଲୁଟି ନେଇଥିବା ସଞ୍ଜନା କହିଛନ୍ତି। 
ଡେଲିଭରି ବୟ ଓ କିନ୍ନର ପ୍ରେମ ସମ୍ପର୍କ ବେଶ ହସଖୁସିରେ ଚାଲିଥିଲା କିନ୍ତୁ ଦୀପ୍ତିମୟଙ୍କ ପରିବାର ଲୋକେ ରାଜି ନଥିଲେବହାଘର କରିବାକୁ। ସଞ୍ଜନାଙ୍କୁ କୋର୍ଟ ମ୍ୟାରେଜ କରିବାର ପ୍ରତିଶ୍ରୁତି ଦେଇ ଧୋକା ଦେଇଥିଲା ଡେଲିଭରି ବୟ ଦୀପ୍ତିମୟ।
ଯାହା ଏବେ କାମାକ୍ଷାନଗର ଥାନାରେ ପହଞ୍ଚିଛି। ଏପଟେ ନ୍ୟାୟର ଅପେକ୍ଷାରେ ସଞ୍ଜନା। ତେବେ ଅଭିଯୋଗ ପରେ ଡେଲିଭରି ବୟ ଦୀପ୍ତିମୟ ଫେରାର ଥିବା ଜଣାପଡିଛି। କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

Advertisement