ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଘରେ କେହିନଥିବା ସମୟରେ ଏକ୍ସ ବୟଫ୍ରେଣ୍ଡକୁ ଘରକୁ ଡାକୁଥିଲା ଭାଉଜ। ପ୍ରେମିକ ସହ ଭାଉଜ ଅନ୍ତରଙ୍ଗ ମୁହୁର୍ତ୍ତ ବିତେଇବା ସହ ସାଙ୍ଗରେ ମଧ୍ୟ ଶୋଉ ଥିଲେ। ଯାହାକୁ ବିରୋଧ କରିବାକୁ କେହି ନଥିଲେ। ଦିନେ ନଣନ୍ଦ ମନିଶା ଅଫିସରୁ ଘରକୁ ଜଲଦି ଫେରି ଆସିଥିଲା।
ମନିଶା ଘରକୁ ଆସି ଦେଖିଥିଲା ଭାଉଜ ରୁମ୍ କବାଟ ଖୋଲା ଥିବା ବେଳେ ପର ପୁରୁଷ ସହିତ ଅସଂଜତ ଅବସ୍ଥାରେ ଥିବାର ନଣନ୍ଦ ଦେଖି ଦେଇଥିଲା। ଭାଇକୁ ପ୍ରମାଣ ଦେବ ବୋଲି ମନିଶା ଫୋନରେ ଭିଡିଓ କରୁଥିବା ସମୟରେ ଦେଖି ଦେଇଥିଲା ଭାଉଜ।
ଆଉ ଭାଉଜ ନଣନ୍ଦ ହାତରୁ ଫୋନ ଛଡ଼ାଇ ନେଇ ତଳେ ପକେଇ ଦେଇଥିଲା ଆଉ ଭାଇକୁ ଏସବୁ ବିଷୟରେ ନଜଣାଇବା ପାଇଁ ମଧ୍ୟ କହିଥିଲା। ହେଲେ ଭାଉଜର ସେହି ଧମକକୁ ଶୁଣିନଥିଲା ମନିଶା। ଭାଇ ଯେତେବେଳ ଘରକୁ ଫେରିଥିଲା ସେତେବେଳେ ଭଉଣୀ ଗୋଟି ଗୋଟି କରି ସବୁ କଥା କହିଥିଲା।
କିନ୍ତୁ ଭାଇ ଭଉଣୀର କିଛିକଥା ଶୁଣିନଥିଲା। ଏହି ଘଟଣାର ଦୁଇଦିନ ପରେ ଏକ ଶୂନଶାନ ସ୍ଥାନରେ ଥିବା ଡଷ୍ଟପିନରେ ପାଖରେ ପଡ଼ିରହିଥିଲା ଲାଲ ରଙ୍ଗର ସୁଟକେସ ଯେଉଁ ସୁଟକେସରୁ ବାହାରୁଥିଲା ନିଆଁ। ଏହି ବନ୍ଦ ସୁଟେକସ ସାରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା।
ଏହି ଖବର ବିଷୟରେ ପୋଲିସ ଜାଣିବା ପରେ ଆସି ସୁଟକେସ ଖୋଲିଥିଲା। ଆଉ ସେହି ସୁଟକେସ ଭିତରେ ଥିଲା ଜଣେ ଯୁବତୀଙ୍କ ମୃ-ତ-ଦେ-ହ। ସେପଟେ ଥାନାରେ ଦୁଇଦିନ ତଳେ ଏକ ମିଶିଂ କେସ ଆସିଥିଲା। ଯେଉଁ କେସରେ ଯୁବତୀଙ୍କ ଜଣେ ଦାଦା ପୁଅ ଭାଇ ତାଙ୍କ ଭଉଣୀ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ କରିଥିଲେ।
ଏଥିସହିତ ଏକ ଫଟୋ ମଧ୍ୟ ଦେଇଥିଲେ। ଯେଉଁ ଫଟୋର ଚେହେରା ସହିତ ସୁଟକେସ ରେ ପଶିଥିବା ଯୁବତୀ ଚେହେରା ସହିତ ସମାନ ଥିଲା। ଏହାପରେ ପୋଲିସ ମନିଷାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ଖବରପାଇ ପରିବାର ଲୋକେ ଶବକୁ ଚିହ୍ନଟ କରିଥିଲେ।
ଏହାପରେ ପରିବାର ଲୋକଙ୍କ କାନ୍ଦ ବୋବାଳି ରେ ପରିବେଶ ଫାଟି ପଡୁଥିଲା। କିନ୍ତୁ ଭାଇ ଭାଉଜଙ୍କ କାନ୍ଦ ଦେଖିଲେ ତାଙ୍କ ଉପରେ କାହାରି ମଧ୍ୟ ସନ୍ଦେହ ହେଉନଥିଲା। ଏଵଂ ଏହାପରେ ପୋଲିସ ବାଧ୍ୟ ହୋଇ ସିସିଟିଭି ଯାଞ୍ଚ କରିବା ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା।
ଆଉ ଏହି ହ-ତ୍ୟା-କା-ଣ୍ଡର ମାଷ୍ଟର ମାଇଣ୍ଡ ଥିବା ଭାଉଜର ପୂର୍ବତନ ପ୍ରେମିକ ପବନ। ମନିଷା ବଞ୍ଚି ରହିଲେ ମୋ ସ୍ବାମୀଙ୍କ ସଂପତ୍ତି ରୁ ଭାଗ ନେଇଯିବ ବୋଲି କହି ସ୍ଵାମୀ କୁ ଶିଖାଇଥିଲା ସ୍ତ୍ରୀ। ଯାହାଫଳରେ ସ୍ଵାମୀ ସ୍ତ୍ରୀ କଥାରେ ନିଜ ଭଉଣୀକୁ ହତ୍ୟା କରିଥିଲା। ତେବେ ବନ୍ଧୁଗଣ ନିୟୋଡା ର ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି।