Feb 12, 2024, 16:41 IST

ଭଡ଼ାଘରେ କଲେଜ ପିଲାଙ୍କୁ ନେଇ ଚାଲିଥିଲା ଭୟଙ୍କର ସେ-କ୍ସ୍ ରାକେଟ ଦେଖନ୍ତୁ ଏବେ ଏବେ ହେଲା ପର୍ଦ୍ଦାଫାସ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଏବଂ ସବୁ ଅଞ୍ଚଳର ଖବର ପାଇପାରିବେ । ଏବେ ପ୍ରେମର ଋତୁ ଚାଲିଛି । ଆଉ ଏହି ପ୍ରେମର ଋତୁରେ ପ୍ରେମିକା ପ୍ରେମିକା ଏକାଠି ହେବା ପାଇଁ ଅନେକ ପ୍ରକାରର ବାହାନା କରି ଦେଖା ହେଉଛନ୍ତି ।
Special report
ଆଉ ଏବେ ଏଭଳି କିଛି ଖବର ଆସିଛି ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଏହି ପ୍ରେମ ଋତୁରେ ପ୍ରେମୀ ଯୁଗଳମାନେ ନିରଳା ସ୍ଥାନ ଖୋଜି ବୁଲନ୍ତି । 
ଏବେ ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ପ୍ରେମୀ ଯୁଗଳଙ୍କୁ ପ୍ରେମ କରିବା ପାଇଁ ମିଳିଯାଇଛି ଏକ ଭଲ ଠିକଣା । ଏହି ସ୍ଥାନରେ ସେମାନେ ପାର୍ଟନର ସହିତ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇ ପାରିବେ ।
ରାତିଦିନ ଏଠାକୁ ଯୁବକ ଆଉ ଯୁବତୀଙ୍କର ଛୁଟୁଛି ଲମ୍ବା ଲାଇନ । ବିଶେଷକରି ଯେଉଁମାନେ କଲେଜରେ ପଢୁଛନ୍ତି ସେମାନେ ଏହି ସ୍ଥାନକୁ ଆସୁଛନ୍ତି । ରବିବାର ଦିନ ପ୍ରୋମିଜ୍ ଡେ ହୋଇଥିବା ବେଳେ କଲେଜରେ ପାଠ ପଢୁଥିବା ଯୁବକ ଆଉ ଯୁବତୀ ସେହି ଘରେ ସମୟ ବିତାଉଥିଲେ ।
Special report
ଆଉ ସେହି ଘରକୁ ହଠାତ୍ ଚାଲି ଆସିଥିଲେ ସ୍ଥାନୀୟ ବାସିନ୍ଦା ଏବଂ ପୋଲିସ । ଅସଂଜତ ଅବସ୍ଥାରେ ପ୍ରେମିକ ଆଉ ପ୍ରେମିକାକୁ ଧରିଛନ୍ତି ଗାଁ ଲୋକେ ଆଉ ପୋଲିସ । ଏହାପରେ ପୋଲିସ ଏହି ପ୍ରେମିକ ଆଉ ପ୍ରେମିକାଙ୍କୁ ଥାନାକୁ ନେଇ ଯାଇଛି ।
ଏହି ଘର ଆଉ ଘର ବାହାରେ ଗର୍ଭ ନିରୋଧକ, ପ୍ରେଗନେଟ କିଟ୍, ଅନ୍ତଃବସ୍ତ୍ର ଏବଂ ନିଶା ଦ୍ରବ୍ୟ ଆଦି ପଡ଼ିଛି । ପ୍ରାୟତଃ ସବୁ ଘର ଏବଂ ଘରର ଝରକା ପାଖରେ ଏଭଳି ଜିନିଷ ଦେଖିବାକୁ ମିଳିଛି । କିନ୍ତୁ ଏହି ସବୁ ଘର ବାହାର ପୁରା ଚକାଚକ୍ ଦେଖାଯାଉଛି । 
Special report
ସେହି ସ୍ଥାନରେ ୫୦ରୁ ଅଧିକ ଘର ଅଛି । ଆଉ ରାତିରେ ଏଠାକୁ ଯୁବତୀ ମାନେ ଆସୁଛନ୍ତି । ଦିନ ଦ୍ବିପ୍ରହର ସମୟରେ ମଧ୍ୟ ସେଠାରେ ଚାଲିଥିଲା ସେ-କ୍ସ ରାକେଟ । ଏବେ ସେଠାରେ ଗାଁ ଲୋକେ ଆଉ ପୋଲିସ ପହଞ୍ଚି ଏହି ସେ-କ୍ସ ରାକେଟର ଫର୍ଦ୍ଧାଫାସ କରିଛନ୍ତି ।
ଏହି ଘରର ମାଲିକଙ୍କୁ ଅନେକ ଥର ଏହି କାମ ପାଇଁ ବନ୍ଦ କରିବା ପରେ ମଧ୍ୟ ସେ ସେହି କାମ କରୁଥିଲେ । ଏଭଳି ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । 
ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ ଝାରପୋଖରିଆ ଷ୍ଟେଟ ବ୍ୟାଙ୍କ ପଛ ଦୁର୍ଗାପୂଜା କଲୋନୀ ବସ୍ତିରୁ ଶିର୍ଷା ଗ୍ରାମ ପଞ୍ଚାୟତର ସମିତି ସଭ୍ୟଙ୍କ ନାଁରେ ଆସିଛି ଏହି ଅଭିଯୋଗ । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ ଏବଂ ସାହି ପଡୋଶୀ ।
ଏବେ ଏହି ଘଟଣା ଥାନାରେ ତଦନ୍ତ ଚାଲିଛି ଆଉ ଏହି ଘଟଣାରେ କୋର୍ଟ ଚାଲାଣ ମଧ୍ୟ କରାଯାଇଛି । ଘଟଣା ଦିନ ଠାରୁ ଲକ୍ଷ୍ମୀ ସିଂ କେଉଁ ଆଡ଼େ ଫେରାର ହୋଇ ଯାଇଛନ୍ତି । ସମିତି ସଭ୍ୟଙ୍କ ନାଁରେ ମାମଲା ରୁଜ୍ଜୁ କରାଯାଇଛି ।

Advertisement