Updated: Jan 13, 2024, 11:32 IST

ଭଡ଼ା ଘରେ ଚାଲିଥିଲା ରାକେଟ, ପରେ ଯେତେବେଳେ ସବୁ ସନ୍ଦେହ କଲେ ସାମ୍ନା କୁ ଆସିଲା ସତ...

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଇନ୍ଷ୍ଟାଗ୍ରାମ ରେ ଫ୍ରେଣ୍ଡ୍ ରିକୁଏଷ୍ଟ ରୁ ପ୍ରଥମେ ଆରମ୍ଭ ହୋଇଥିଲା ବନ୍ଧୁତା। ଏହାପରେ ଏହି ବନ୍ଧୁତା ରୁ ହିଁ ପ୍ରେମର ରୂପ ନେଇ ଯାଇଥିଲା।
Special Report
ପ୍ରେମିକ ଜଣକ ବାରମ୍ୱାର ପ୍ରେମିକା କୁ କହିଥିଲେ କି ସେ ତାଙ୍କୁ ବାହା ହେବାକୁ ଚାହୁଁ ଛନ୍ତି ଆଉ ସେ ତାଙ୍କୁ ତାଙ୍କର ଜୀବନସାଥୀ କରିବାକୁ ମଧ୍ୟ ଚାହୁଁଛନ୍ତି ବୋଲି। ଏଭଳି କି ପ୍ରେମିକ ଜଣକ ନିଜର ପ୍ରେମିକା ବିନା ବଞ୍ଚି ପାରିବେ ନାହିଁ ବୋଲି ମଧ୍ୟ ଏହା ବାରମ୍ବାର କହୁଥିଲେ।
ପ୍ରେମିକା ଜଣକ ମଧ୍ୟ ନିଜର ପ୍ରେମିକ ପ୍ରେମରେ ସଂପୂର୍ଣ୍ଣ ଭାବରେ ପାଗେଳୀ ହୋଇ ଯାଇଥିଲେ। ଏଭଳି କି ନିଜର ପ୍ରେମ ରାସ୍ତାରେ ନିଜ ଘର ଲୋକଙ୍କୁ ହିଁ ପ୍ରେମିକା ଜଣକ କଣ୍ଟା ବୋଲି ଭାବି ନେଇଥିଲି।
ପ୍ରେମ ପାଇଁ ନିଜ ଲୋକଙ୍କୁ ସେ ପର କରି ପ୍ରେମିକ ଷଣ୍ଢ ସହିତ ରହିଲେ। ହେଲେ ସେ ଜାଣି ନଥିଲେ କି ତାଙ୍କର ପ୍ରେମିକ ଷଣ୍ଢ ତାଙ୍କ ସହ ଏଭଳି କିଛି ମିଛ ନାଟକ କରୁଛନ୍ତି ବୋଲି। ସେ ଯୁବତୀଙ୍କ ଠାରୁ ବାରମ୍ବାର ସବୁ ସୁଖ ମଧ୍ୟ ନେଉଥିଲେ।
Special Report
ହେଲେ ଏବେ ନିଜର ମନ ଭରି ଯିବା ପରେ ନିଜର ପ୍ରେମିକା କୁ ଛାଡ଼ି ଚାଲି ଯାଇଛନ୍ତି। ପ୍ରେମିକା ଜଣକ ଏବେ କଣ କରିବେ ଆଉ ଯିବେ କୁଆଡେ କିଛି ଭାବି ପାରୁ ନାହାଁନ୍ତି।
ଯେତେ ଦିନ ପର୍ଯ୍ୟନ୍ତ ତାଙ୍କର ପ୍ରେମିକ ତାଙ୍କୁ ନମିଳିଛି ସେତେ ଦିନ ପର୍ଯ୍ୟନ୍ତ ସେ ତାଙ୍କ ଘର ସାମ୍ନାରେ ଧାରଣାରେ ବସିବେ ବୋଲି କହିଥିଲେ। ଏକଥା ମେଡିକାଲ ବେଡ ରେ ପଡ଼ିଥିବା ନିରୀହ ପ୍ରେମିକ ଜଣକ କହିଥିଲେ। ସେ ନିଜର ପ୍ରେମିକ କୁ ପାଇବା ପାଇଁ ଅଖିଆ ଅପିଆ ନିଜର ଘର ସାମ୍ନାରେ ଧାରଣା ଦେଇଥିଲେ।
ପ୍ରେମିକା ଘର ସାମ୍ନା ରେ ଧାରଣା ଦେଇଥିବା ସମୟରେ ପ୍ରେମିକ କିନ୍ତୁ ପ୍ରେମିକା ଆସୁଛି ବୋଲି କହି କେଉଁ ଆଡ଼େ ଚମ୍ପଟ୍ ମାରି ପଳାଇ ଯାଇଥିଲା। ସେଥିପାଇଁ ଆଜି ପ୍ରେମିକ କୁ ଖୋଜି ଖୋଜି ପ୍ରେମିକ ବେହୋସ୍ ହୋଇ ପଡି ଯାଇଛି।
ଆଉ ତାଙ୍କୁ ଗୁରୁତର ଅବସ୍ଥାରେ ମଧ୍ୟ କିଛି ଲୋକ ମେଡିକାଲ ରେ ଭର୍ତ୍ତି କରିଛନ୍ତି। ଏବେ ସମସ୍ତେ ଏହା କହୁଛନ୍ତି କି ପ୍ରେମ ପାଇଁ ପ୍ରେମିକା ବେଡ ରେ ପଡି ନିଜର ଜୀବନ ଓ ମରଣ ସହ ସଙ୍ଘର୍ଷ କରୁଛି।

Advertisement