ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ରାଜ୍ୟ ରେ ବେକାରୀ ଯୁବକ ଯୁବତୀ ମାନଙ୍କ ସଂଖ୍ୟା କିଭଳି ଭାବେ ବଢି ଚାଲିଛି ଆପଣ ମାନେ ସବୁ ଜାଣି ଥିବେ।କିନ୍ତୁ ବର୍ତ୍ତମାନ ସମୟ ରେ ରାଜ୍ୟ ସରକାର ଏ ନେଇ ଏକ ବଡ ଯୋଜନା କରିଛନ୍ତି।
ଏହି ଯୋଜନା ମାଧ୍ୟମ ରେ କିଛି ମାତ୍ରା ରେ ରାଜ୍ୟ ରେ ବେକାରୀ ସଂଖ୍ୟା କମି ଯିବ ବୋଲି ଆଶା କରା ଯାଉଛି।ବେକାରୀ ମାନଙ୍କୁ ମିଳିବ ଏକ ଲକ୍ଷ ଟଙ୍କା।ବିନା ସୁଧ ରେ ସେମାନଙ୍କୁ ମିଳିବ ଟଙ୍କା।ଏଥିରେ କିଛି ମାତ୍ରା ରେ ସେମାନେ ଲାଭବାନ ହେବେ ବୋଲି ଆଶା କରା ଯାଉଛି।
ସରକାରୀ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର। ବିନା ସୁଧ ରେ ମିଳିବ ଏକ ଲକ୍ଷ ଟଙ୍କା।ଏଥିରେ ବେକାର ଯୁବକ ଯୁବତୀ ମାନେ କିଛି ବ୍ୟବସାୟ ଆରମ୍ଭ କରିବେ।ରାଜ୍ୟ ସରକାର ନେଇଛନ୍ତି ଏଭଳି ନିଷ୍ପତି।ଏଥିରେ ବେକାର ଯୁବକ ଯୁବତୀ ମାନେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ।
ଏହି ଯୋଜନା ର ନାମ ହେଉଚି ସ୍ବତନ୍ତ୍ର ଯୁବ ଉଦ୍ୟୋଗୀ ସ୍ଵଂୟ ଆରମ୍ଭ କରିଛନ୍ତି।ଏଥିରେ ରାଜ୍ୟର ବେକାରୀ ସମସ୍ୟା ଦୂର ହେବ ବୋଲି ଆଶା କରା ଯାଇଚି। ଏହି ଯୋଜନା ରେ ଆପଣ ମାନଙ୍କୁ ସବୁ ସୁବିଧା ଯୋଗାଇ ଦିଆ ଯିବ ବୋଲି କୁହା ଯାଇଚି।
ଏହି ଯୋଜନା ମାଧ୍ୟମ ରେ ରାଜ୍ୟ ରେ ଥିବା ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ର ବେକାରୀ ଲୋକ ମାନଙ୍କ ପାଇଁ ଏକ ଲକ୍ଷ ଟଙ୍କା ଦିଆ ଯିବ।ଏହା ଦ୍ବାରା ସେମାନେ ନିଜ ଲକ୍ଷ ଅନୁସାରେ କ୍ଷୁଦ୍ର କିମ୍ବା ବୃହତ୍ ବ୍ୟବସାୟ ଆରମ୍ଭ କରି ପାରିବେ।
ଏହି ଋଣ ରେ ରାଜ୍ୟ ସରକାର ୧୫ ପ୍ରତିଶତ ଗ୍ୟାରେଣ୍ଟି ଦେବେ।ଏଥିପାଇଁ ବିଜୁ ସ୍ବାସ୍ଥ୍ୟ କାର୍ଡ ରହିବା ଦରକାର।ଏହା ସହିତ ବାର୍ଷିକ ତିନି ଲକ୍ଷ ଟଙ୍କା ରୁ କମ୍ ଆୟ ଥିବା ଦରକାର।ଏହି ଯୋଜନା ର ଆପଣ ମାନେ ଲାଭ ଉଠାଇ ପାରିବେ।
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗତ କାଲି ଏଥିପାଇଁ ଏକ ଗୁରୁତ୍ଵ ପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଡକାଇ ଥିଲେ।ଏଥିରେ ଏହି ଯୋଜନା ଗ୍ରହଣ କରା ଯାଇଛି।
ଏଥିରେ ଏକ ଲକ୍ଷ ଟଙ୍କାର ଋଣ ଦିଆ ଯିବ।ସୁଧ ଦେବାକୁ ଆପଣ ମାନଙ୍କୁ ପଡ଼ିବ ନାହିଁ।ତେବେ ଦେଖିବାକୁ ବାକି ରହିଲା ଏହି ଯୋଜନା କେବେ କାର୍ଯ୍ୟ କାରୀ ହେଉଚି।