Jan 15, 2024, 08:23 IST

ବେଙ୍ଗାଲୁରୁରେ ଓଡ଼ିଆ ଝିଅ ଖୁସିକୁ କିଏ ମାରିଲା !! ଦେଖନ୍ତୁ ସାମ୍ନାକୁ ଆସିଲା ସାଙ୍ଘାତିକ ଖବର

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special Report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ବନ୍ଧୁଗଣ ବେଙ୍ଗାଲୁରୁରେ ଓଡ଼ିଆ ଝିଅକୁ ବୀଭତ୍ସ ହତ୍ୟା। ଜଗତସିଂହପୁର ବଡ଼ବାଗ ଗାଁର ଶୁଭସ୍ମିତା ବେହେରାଙ୍କୁ ହତ୍ୟା କରାଯାଇଛି। ଗତକାଲି ସକାଳୁ ରାସ୍ତା କଡ଼ରୁ ନାବାଳିକାଙ୍କ ମୃତଦେହ ମିଳିଥିଲା। 
ରାଜନାକୁଂଟେ ଥାନା ପକ୍ଷରୁ ଏଦିଗରେ ତନାଘନା କରାଯାଇ ତିନି ଜଣ ସଂଦିଗ୍ଧଙ୍କୁ ଅଟକ ରଖାଯାଇଛି। ମୃତ୍ୟୁ ଖବର ଜଣାପଡ଼ିବା ପରେ ବଡ଼ବାଘ ଗାଁରେ ଶୋକର ଛାୟା ଖେଳିଯାଇଛି। ଶୁଭସ୍ମିତା ମା’ ସସ୍ମିତାଙ୍କ ସହ କିଛି ମାସ ତଳେ ବେଙ୍ଗାଲୁରୁ ଯାଇଥିଲେ।
Special Report
ସେଠାରେ ଶ୍ରମଜୀବୀ ଭାବେ କାମ କରି ଏକ ଭଡ଼ା ଘରେ ରହୁଥିଲେ। ଶୁକ୍ରବାର ରାତିରେ ସମସ୍ତେ ଖାଇପିଇ ଶୋଇଥିଲେ। ଭୋର ସମୟରେ ଶୁଭସ୍ମିତା ଘରେ ନଥିବା ଦେଖି ମା’ ସସ୍ମିତା ଆଖପାଖରେ ଖୋଜିଥିଲେ। 
ଘର ଠାରୁ କିଛି ଦୂରରେ ଶୁଭସ୍ମିତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ ପୋଲିସ ଏବେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। ତେବେ ବନ୍ଧୁଗଣ ସସ୍ମିତା ଙ୍କ ସନ୍ଦେହରେ ରହିଛନ୍ତି ପଡିଶା ଘରର ମଞ୍ଜୁ ନାଥ।
Special Report
ସସ୍ମିତା ରହୁଥିବା ଭଡ଼ା ଘର ନିକଟରେ କର୍ଣ୍ଣାଟକ ରାଜ୍ୟର ମଞ୍ଜୁ ନାଥ ଏକ ଘର ନେଇ ରହୁଥିଲେ। ହତ୍ୟାକାଣ୍ଡ ପୂର୍ବ ଦିନ ଖୁସିଙ୍କ ପ୍ରତି ମଞ୍ଜୁ ନାଥ ଅସଦାଚରଣ ଉଦ୍ୟମ କରିଥିବା ଅଭିଯୋଗ ଆଣିଛନ୍ତି ସସ୍ମିତା। 
ବାସନ ମାଜିବା ସମୟରେ ମଞ୍ଜୁ ଖରାପ ବ୍ୟବହର କରିବାରୁ ଝିଅ ଖୁସି ତାଙ୍କୁ ହାତ ଉଠାଇ ମାରିଥିଲେ। ତେବେ ଅଭଦ୍ର ଆଚରଣ କଥା ଖୁସି ମୁହଁରୁ ଶୁଣିବା ପରେ ମଞ୍ଜୁ ଙ୍କ ଉପରେ ଖୁବ୍ ବିରକ୍ତ ହୋଇଥିଲେ ସସ୍ମିତା। ତେବେ ବନ୍ଧୁଗଣ ଦୂର ରାଜ୍ୟ ହୋଇଥିବାରୁ ସସ୍ମିତା ସେଠାରେ ଅସହାୟ ହୋଇପଡ଼ିଛନ୍ତି।
ସସ୍ମିତାଙ୍କ ବାପ ଘର ଆର୍ଥିକ ସ୍ୱଚ୍ଛଳ ନୁହନ୍ତି। ତେଣୁ ଏପରି ଦୁଃଖ ସମୟରେ ସେମାନେ ବେଙ୍ଗାଲୁରୁ ମଧ୍ୟ ଯାଇ ପାରୁନାହାନ୍ତି। ଫଳରେ ସସ୍ମିତା ଏବଂ ତାଙ୍କ ଶିଶୁ ପୁତ୍ରଙ୍କ ଜୀବନ ବିପଦ ରହୁଥିବା ବାପା ଘର ଲୋକେ କହିଛନ୍ତି।

Advertisement