Updated: Feb 3, 2024, 12:22 IST

ବେଡ଼ରୁମ ଭିତରେ ଏମିତି କଣ ହେଇଗଲା ଯେ ସକାଳୁ ଚାଲିଗଲା ସ୍ତ୍ରୀ ର ଜୀବନ ....

Special report

ନମସ୍କାର ପାଠକ ବନ୍ଧୁ।ସାମାନ୍ୟ କଳହ ରୁ ଚାଲିଗଲା ସ୍ତ୍ରୀ ର ଜୀବନ।ଆପଣ ମାନେ ସମସ୍ତେ ଜାଣି ଥିବେ ସମସ୍ତଙ୍କ ଘରେ କଳହ ଥାଏ।ହେଲେ ବିବାଦ ର ଶେଷ ପରିଣତି ଏଭଳି ହେବ ବୋଲି କେହି ବିଶ୍ବାସ କରି ନ ଥିଲେ।ସାମାନ୍ୟ ପାରିବାରିକ କଳହ କୁ ନେଇ ସ୍ଵାମୀ ହାତ ରେ ଚାଲି ଗଲା ସ୍ତ୍ରୀ ରେ ଜୀବନ।
Special report
ଏ ନେଇ ପରିବାର ଲୋକେ ଥାନା ରେ ଅଭିଯୋଗ କରିଛନ୍ତି।ତାଙ୍କ ଜ୍ୱାଇଁ ଝିଅ କୁ ପ୍ରାୟ ପ୍ରତିଦିନ ମାରୁ ଥିଲା।ଏବେ ତାଙ୍କୁ ଜୀବନ ରୁ ମାରି ଦେଇଚି।ତାଙ୍କ ଝିଅ କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେମାନେ ସେପରି ଥାନା ସାମ୍ନା ରେ ବସି ରହିବେ ବୋଲି କହିଛନ୍ତି।
ସାମାନ୍ୟ କଥା କୁ ନେଇ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ଲାଗି ଥିଲା।ସେହି କଥା କୁ ନେଇ ସ୍ଵାମୀ ଓ ସ୍ତ୍ରୀ ଙ୍କ ଉପରେ ମରଣାନ୍ତକ ଆ-କ୍ର-ମ-ଣ କରିଥିଲା।ଏହା ପରେ ସ୍ତ୍ରୀ ଜୀବନ ଚାଲି ଯାଇଛି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାର ସୀଙ୍ଗଲା ଥାନା ଅଞ୍ଚଳ ରେ।ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ପୂର୍ବ ରୁ ଅନେକ ଥର ଏଭଳି ଝଗଡ଼ା ଲାଗି ରହିଥିଲା।ଏ ନେଇ ସେମାନେ ଥାନା ରେ ଅଭିଯୋଗ କରୁଥିଲେ।ପୋଲିସ ବାବୁ ମାନେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କୁ ବୁଝା ସୁଝା କରି ଘର କୁ ଫେରାଇ ଦେଉଥିଲେ।
Special report
ସୂଚନା ଅନୁସାରେ ସେହି ଅଞ୍ଚଳ ର କାସିରୁଦ୍ଧିମ୍ ଏବଂ ତାଙ୍କ ୱାସିମ୍ ଉଲ ବିବି ଙ୍କ ମଧ୍ୟରେ ଗତ କିଛି ବର୍ଷ ତଳେ ବିବାହ ହୋଇ ଥିଲା।ବିବାହ ପରେ ଉଭୟ ଙ୍କ ମଧ୍ୟରେ ଖୁବ୍ ଝଗଡ଼ା ହେଉଥିଲା।ଏ ନେଇ ଅନେକ ଥର ସେମାନେ ଥାନା ର ଦ୍ବାରସ୍ଥ ହୋଇ ଛନ୍ତି।
ଝଗଡ଼ା ଏତେ ମାତ୍ରା ରେ ବଢି ଯାଇ ଥିଲା କି ଶେଷ ରେ ଉଭୟ ନିଜ ହାତ ରେ ଅସ୍ତ୍ର ଧରି ଥିଲେ।ପରସ୍ପରକୁ ଆକ୍ରମଣ କରିଥିଲେ।ଉଭୟ ଏଥିରେ କ୍ଷତାକ୍ତ ହୋଇ ଥିଲେ।ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଲୋକ ମାନେ ତାଙ୍କୁ ମେଡିକାଲ ପଠାଇ ଥିଲେ।
ଏହା ପରେ ଡାକ୍ତର ଖାନା ରେ ମହିଳା ଙ୍କ ର ମୃତ୍ୟୁ ହୋଇଛି।ସ୍ଵାମୀ ଏବେ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲ ରେ ରହିଛନ୍ତି।ଅନ୍ୟ ପଟେ ଝିଅ ର ପରିବାର ଲୋକେ ଏ ନେଇ ଥାନା ରେ ଅଭିଯୋଗ କରିଛନ୍ତି।
ତାଙ୍କ ଝିଅ କୁ ତାଙ୍କ ଜ୍ବାଇଁ ସବୁଦିନ ମାରୁ ଥିଲେ।ତାଙ୍କ ଜ୍ବାଇଁ ଙ୍କ ପାଇଁ ଆଜି ତାଙ୍କ ଝିଅ ର ଜୀବନ ଚାଲି ଯାଇଚି।ଏବେ ସେମାନେ ଥାନା ସମ୍ମୁଖ ରେ ବସି ଆନ୍ଦୋଳନ କରୁଛନ୍ତି।ଏବେ ଦେଖିବାକୁ ବାକି ରହିଲା ତାଙ୍କୁ କେବେ ନ୍ୟାୟ ମିଳୁଛି।

Advertisement