May 4, 2024, 08:13 IST

ସାବଧାନ ଖାନ୍ତୁନି ତରଭୁଜ.. ମିଶାଉଛନ୍ତି ନାଲି କେମିକାଲ କଲର

Nn

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଏବେ ପ୍ରତ୍ୟେକ ଖାଦ୍ୟ ରେ ଭେଜାଲ ମିଶୁଛି।ଦୋକାନୀ ମାନେ ଏପରି କିଛି ରାସାୟନିକ ଦ୍ରବ୍ୟ ମିଶାଇ ଛନ୍ତି।ଯାହାକି ଲୋକ ମାନଙ୍କ ମୃତ୍ୟୁ ର କାରଣ ହୋଇ ପାରେ।
ତେବେ ଆଜି ଆମେ ସେଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ଘଟଣା ଟି ଆମ ରାଜ୍ୟ ରେ ନୁହେଁ।ଏଥିରେ ଜଣେ ବ୍ୟକ୍ତି ତରଭୁଜ କୁ ନାଲି ଓ ମିଠା କରିବା ପାଇଁ ବିଭିନ୍ନ ରାସାୟନିକ ଦ୍ରବ୍ୟ ସେଥିରେ ମିଶାଉଛନ୍ତି।
Hj
ଯାହାକି ସମସ୍ତଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇବ।ସୂଚନା ଅନୁସାରେ ଜଣେ ବ୍ୟକ୍ତି ଙ୍କୁ ପୋଲିସ ଗିରଫ କରି ଥିଲା।ସେ ଜଣେ ତରଭୁଜ ଦୋକାନୀ।ବିଭିନ୍ନ ପ୍ରକାର ତରଭୁଜ ରଖି ସେ ଦୋକାନ ରେ ବିକ୍ରୀ କରନ୍ତି।
ଲୋକ ମାନେ ନାଲି ଓ ମିଠା ତରଭୁଜ କୁ ଅଧିକ ପସନ୍ଦ କରନ୍ତି।ସେଥିପାଇଁ ତାଙ୍କ ପାଖକୁ ଆସନ୍ତି।ପ୍ରାୟ ପ୍ରତିଦିନ ତାଙ୍କ ପାଖରେ ଲୋକ ଙ୍କ ଭିଡ ହୁଏ।ତେବେ ସେହି ଦୋକାନୀ ଜଣକ ଏପରି କିଛି କାମ କରୁଥିବେ ତାହା କେହି ବିଶ୍ଵାସ କରିବେ ନାହିଁ।
Jj
ସେହି ତରଭୁଜ କୁ ନାଲି କରିବା ପାଇଁ ସେଥିରେ ସେ ଗୋଟିଏ ଇଞ୍ଜେକସନ ଦେଉ ଥିଲେ।ଯେଉଁଥିରେ ତରଭୁଜ ଟି ନାଲି ଓ ମିଠା ହୋଇ ଯାଉ ଥିଲା।କିନ୍ତୁ ଏହା ମଣିଷ ଶରୀର ପାଇଁ ବହୁତ ଖରାପ।ଏହା ମଣିଷ ମାନଙ୍କ ମୃତ୍ୟୁ ର କାରଣ ହୋଇ ପାରେ।
ତେବେ ଏଭଳି ଖରାପ ବ୍ୟବସାୟୀ ଙ୍କ ପାଖରୁ କେବେ ହେଲେ ତରଭୁଜ କିଣିବା ଉଚିତ।ସେ ପ୍ରଥମେ ଗୋଟିଏ ପାତ୍ର ରେ ସେହି ରାସାୟନିକ ଦ୍ରବ୍ୟ କୁ ଢାଳି ଥିଲେ।ଏହା ପରେ ଇଞ୍ଜେକସନ ମାଧ୍ୟମ ରେ ସେ ତରଭୁଜ ମଧ୍ୟ କୁ ସେହି ରାସାୟନିକ ଦ୍ରବ୍ୟ କୁ ପଠାଇ ଥିଲେ।
ଏହା ପରେ ତାଙ୍କୁ ଧରି ପକାଇ ଥିଲେ ପୋଲିସ।ତାଙ୍କୁ ଖୁବ୍ ମାରିବା ପରେ ସେ ସବୁକିଛି ସତ କହି ଥିଲେ।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଚି।ଏଭଳି ଲୋକ ଙ୍କ ଠାରୁ ଜିନିଷ କିଣନ୍ତୁ ନାହିଁ।ଏଥିପ୍ରତି ଆପଣ ମାନେ ସମସ୍ତେ ସଚେତନ ହୋଇ ଯାଆନ୍ତୁ।

Advertisement