ନମସ୍କାର ପାଠକ ବନ୍ଧୁ।ଟ୍ରେନ ଭିତରୁ ଭାସି ଆସୁଛି ପଚା ଗନ୍ଧ।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରେଳ ଷ୍ଟେସନ ରେ ।ଏଠାରେ ଗୋଟିଏ ଟ୍ରେନ ଆସି ଷ୍ଟେସନ ରେ ଅଟକି ଥିଲା।ଏହାର ସମସ୍ତ ଯାତ୍ରୀ ବାହାରି ଯିବା ପରେ ଗୋଟିଏ ବାକ୍ସ ଏହା ମଧ୍ୟରେ ରହି ଥିଲା।ଯେଉଁ ଥୀରୁ ପଚା ଗନ୍ଧ ବାହାରୁ ଥିଲା।

ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ବାକ୍ସ ଟି କୁ ଖୋଲିଲେ।ସେଥିରେ ଜଣେ ବ୍ୟକ୍ତି ଙ୍କୁ ହ-ତ୍ୟା କରା ଯାଇ ତାଙ୍କ ଶରୀର କୁ ଗୁଡ଼ାଇ ପୁରାଇ ଦିଆ ଯାଇ ଥିଲା।ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ଏହା ପରେ ପୋଲିସ ଶବ କୁ ନେଇ ତଦନ୍ତ ଆରମ୍ଭ କରିଥିଲେ।ସି ସି ଟିଭି କ୍ୟାମେରା ରୁ ଜଣା ପଡ଼ି ଥିଲା କି ଦୁଇ ଜଣ ବ୍ୟକ୍ତି ସେହି ବାକ୍ସ କୁ ଧରି ଟ୍ରେନ ମଧ୍ୟ ରେ ଛାଡି ଦେଇ ଯାଇଥିଲେ।ଏହା ପରେ ପୋଲିସ ସେହି ଦୁଇ ଜଣ କୁ ଧରି ପଚରା ଉଚୁରା ଆରମ୍ଭ କରିଥିଲା।

ଓ ଯେଉଁ ବାକ୍ସ ଭିତରେ ସେହି ବ୍ୟକ୍ତି ଙ୍କ ଶବ କୁ ରଖା ଯାଇଥିଲା ସେଥିରେ ମୃ-ତ ବ୍ୟକ୍ତି ଙ୍କ ଫୋନ୍ ରହି ଥିଲା।ସେଥିରୁ ଜଣା ପଡ଼ି ଥିଲା କି ମୃତ ବ୍ୟକ୍ତି ଙ୍କ ନାମ ହେଉଚି ଜଗତ।
ଏବଂ ତାଙ୍କ ଫୋନ୍ ରେ ତାଙ୍କ ସାଙ୍ଗ ଭିକି ର କଲ୍ ବାରମ୍ବାର ଆସିଥିଲା।ଯାହାକୁ ନେଇ ପୋଲିସ ର ସନ୍ଦେହ ବଢି ଥିଲା।ପରେ ଜଣା ପଡି ଥିଲା ସେହି କଲ୍ ଟି ଭିକି ର ସ୍ତ୍ରୀ କରିଥିଲା।

ଉଭୟ ସ୍ବାମୀ ସ୍ତ୍ରୀ ଯୋଜନା କରି ଜଗତ କୁ ବେକ ଚିପି ହ-ତ୍ୟା କରିଥିଲେ।ଜଗତ ସହିତ ଭିକି ସ୍ତ୍ରୀ ର ଅ-ନୈ-ତି-କ ସମ୍ପର୍କ ରହିଥିଲା।ଯାହାକୁ ସହି ପାରି ନ ଥିଲା ଭିକି।ସେଥିପାଇଁ ସେ ଯୋଜନା କରିଥିଲା ଜଗତ କୁ ମାରିବା ପାଇଁ।

ଏହା ପରେ ଲୋକ ଲଜ୍ଜା କୁ ଭୟ କରି ତାଙ୍କ ସ୍ତ୍ରୀ ମଧ୍ୟ ରାଜି ହୋଇ ଯାଇଥିଲେ ଜଗତ କୁ ମାରିବା ପାଇଁ।ସେଥିପାଇଁ ସେମାନେ ଜଗତ ଙ୍କୁ ଘର କୁ ଡାକି ନି-ଶା ଦ୍ରବ୍ୟ ସେବନ କରାଇ ଥିଲେ।ଏହା ପରେ ତାଙ୍କ ବେକ ଚିପି ହ-ତ୍ୟା କରିଥିଲେ।
ଯେପରି କେହି ନ ଜାଣି ପାରିବେ ସେଥିପାଇଁ ସେମାନେ ତାଙ୍କୁ ରେଳ ଷ୍ଟେସନ ରେ ଛାଡି ଦେଇ ଯାଇଥିଲେ।ପୋଲିସ ଘଟଣା ସମ୍ପର୍କ ରେ ଜାଣି ତାଙ୍କୁ ଗିରଫ କରିଛି।କୋର୍ଟ ଚାଲାଣ କରାଯାଇଛି।