Oct 20, 2023, 12:51 IST

ବର୍ଷା ସାହୁ ପଛରେ ପଡିଛି ପୋଲିସ, ବଞ୍ଚାଅ ବଞ୍ଚାଅ କହି କାନ୍ଦି ଗଡ଼ିଲେ ବର୍ଷା

Special report

ନମସ୍କାର ପାଠକ ବନ୍ଧୁ।ଆପଣ ସମସ୍ତେ ଜାଣି ଥିବେ ଲୋକ ମାନେ ଏବେ ପ୍ରତି ମୁହୂର୍ତ୍ତ ରେ ଠକାମୀ ର ଶିକାର ହେଉଛନ୍ତି।ତେଣୁ ଏବେ ଠାରୁ ଆପଣ ମାନେ ସମସ୍ତେ ସଚେତନ ରୁହନ୍ତୁ।ଆପଣ ଯେଉଁ ଇନଷ୍ଟା ଗ୍ରାମ ବ୍ୟବହାର କରୁଛନ୍ତି ସେଥିରେ କିଛି ଝିଅ ମାନେ ମିଛ କହି ଲୋକ ମାନଙ୍କୁ ଠକୁ ଛନ୍ତି।
Special report
ଆଜି ଆମେ ଏଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ଘଟଣା ଟି ଆମ ରାଜଧାନୀ ଭୁବନେଶ୍ୱର ରେ ଘଟିଛି।ବର୍ଷା ସାହୁ ନାମକ ଜଣେ ଝିଅ ରାକେଶ ପୃଷ୍ଟି ନାମକ ଗୋଟେ ପୁଅ କୁ ଅଧିକ ଅର୍ଥ ଦେବା ନାମ ରେ ଠକି ଦେଇଛନ୍ତି।
ସୂଚନା ଅନୁସାରେ ବର୍ଷା ସାହୁ ଇନଷ୍ଟା ଗ୍ରାମ ରେ ରିଲ୍ କରନ୍ତି।ତାଙ୍କର ଏକ ଭିଡିଓ ରେ ସେ କହିଥିଲେ କି ମାତ୍ର ତିନି ମିନିଟ ରେ ନିଜ ଟଙ୍କା କୁ ଡବଲ କରାଇ ନିଅନ୍ତୁ।ଏହା ପରେ ରାକେଶ ପୃଷ୍ଟି ନାମକ ଜଣେ ବ୍ୟକ୍ତି କୁ ବ୍ୟକ୍ତିଗତ ଭାବେ ମ୍ୟାସେଜ କରିଥିଲେ।
ଅନେକ ସମୟ ଧରି ବର୍ଷା ରାକେଶ ଙ୍କ ସହିତ କଥା ହୋଇ ଥିଲେ।ଓ କହିଥିଲେ କି ଆପଣ ଆମକୁ ୩୦୦୦ ଟଙ୍କା ଦେଲେ ଆମେ ଆପଣଙ୍କୁ ତିନି ମିନିଟ ରେ ୨୪୦୦୦ ଟଙ୍କା ଦେବୁ।ଏଥିରେ ରାକେଶ ମଧ୍ୟ ରାଜି ହୋଇ ଯାଇଥିଲେ।ସଙ୍ଗେ ସଙ୍ଗେ ସେ ୩୦୦୦ ଟଙ୍କା ପଠାଇ ଦେଇଥିଲେ।
Special report
ଏହା ପରେ କିନ୍ତୁ ତାଙ୍କ ପାଖକୁ ଅର୍ଥ ଆସିଲା ନାହିଁ।ସେ ଯେତେବେଳେ ବର୍ଷା ଙ୍କୁ ମ୍ୟାସେଜ୍ କରିଥିଲେ ସେ କହିଥିଲେ କି ଆଉ ୬୦୦୦ ଟଙ୍କା ଦିଅନ୍ତୁ।ଏହା ପରେ ରାକେଶ ଙ୍କ ର ସନ୍ଦେହ ହୋଇ ଥିଲା।
ସେ ସାଙ୍ଗେ ସାଙ୍ଗେ ସାଇବର ଥାନା ରେ ଏ ବିଷୟ ରେ ଅଭିଯୋଗ କରିଥିଲେ।ଏହା ପରେ ସେମାନେ ଏହି ଘଟଣା ର ତଦନ୍ତ ଜାରି ରଖିଛନ୍ତି।ଏହି ଝିଅ ମାନେ ବିଭିନ୍ନ ସୋସିଆଲ ମିଡିଆରେ ପୁଅ ମାନଙ୍କୁ ନିଜ ରୂପ ଦେଖାଇ ଆକୃଷ୍ଟ କରି ଥାଆନ୍ତି।
ଏହା ପରେ ତାଙ୍କ ଠାରୁ ଠକି ଅନେକ ଅର୍ଥ ନେଇ ଆସନ୍ତି।ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ରେ ଗତ କିଛି ଦିନ ହେବ ଖୁବ୍ ଚର୍ଚ୍ଚା ହେଉଛି।
ପୋଲିସ ମାନେ ଅନେକ ଥର ଏ ବିଷୟ ରେ ଲୋକ ଙ୍କୁ ସଚେତନ କରାଉଛନ୍ତି ହେଲେ ଲୋକ ମାନେ କିଛି ବି ଶୁଣୁ ନାହାନ୍ତି।ଏବେ ଦେଖିବାକୁ ବାକି ରହିଲା ରାକେଶ ଙ୍କୁ କେବେ ନ୍ୟାୟ ମିଳୁଛି।

Advertisement